Home

ସ୍ତ୍ରୀଙ୍କ ଉପରକୁ ପଥର ଫିଙ୍ଗିଲେ ସ୍ବାମୀ, ନାବାଳିକାଙ୍କ ଜୀବନ ଗଲା

ରାୟଗଡ଼ା,୧୦ା୫(ସ୍ବ.ପ୍ର.): ଭୋଜି ଖାଇବାକୁ ଯାଇଥିବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଲାଗି ପଥର ଫିଙ୍ଗାଫିଙ୍ଗି ହେବାରୁ ବୁଧବାର ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କୁରୁମପେଟାରେ। ସୂଚନା ଅନୁଯାୟୀ, ରାୟଗଡ଼ା ଜିଲା ସୁରି ପଞ୍ଚାୟତର…

ଇମ୍ରାନଙ୍କ ପରେ କୁରେଶୀ ଗିରଫ

ଇସଲାମାବାଦ,୧୦ା୫): ପାକିସ୍ତାନରେ ହିଂସା ଥମିବାର ନା ନେଉନି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ୍‌-ଇ-ଇନ୍‌ସାଫର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଗିରଫ ହେବା ପରେ ଇମ୍ରାନଙ୍କ ଗିରଫକୁ ବିରୋଧ କରୁଥିବା ଶାହା ମହମ୍ମୁଦ କୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। କୁରେଶୀ ଇମ୍ରାନଙ୍କ କ୍ୟାବିନେଟରେ…

ଝାରସୁଗୁଡ଼ାରେ ମତଦାନ ଶେଷ

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଥିବା ମତଦାନ ଇତିମଧ୍ୟରେ ଶେଷ ହୋଇଛି। ମତଦାନ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିଛି। ପୂର୍ବାହ୍ନ ୧୧ ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରାହ୍ନ ୧ଟା…

ଜିଲାପାଳଙ୍କୁ ହାଜର ହେବା ପାଇଁ ମାନବାଧିକାର କମିଶନଙ୍କ ନୋଟିସ

କେନ୍ଦୁଝର,୧୦ା୫(ସ୍ବ.ପ୍ର.): ଜାତୀୟ ମାନବାଧିକାର କମିଶନ ବୁଧବାର ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲାପାଳଙ୍କୁ ସର୍ତ୍ତମୂଳକ ବ୍ୟକ୍ତିଗତ ହାଜର ହେବା ପାଇଁ ଆଦେଶ କରିଛନ୍ତି। ନନ୍ଦିପଦା ଥାନା ଅନ୍ତର୍ଗତ ନୂଆ ରମ୍ପାସ ଗ୍ରାମରେ ଜମି ବିବାଦକୁ ନେଇ ଦମ୍ପତିଙ୍କୁ କଙ୍ଗାରୁ କୋର୍ଟ…

ପାକିସ୍ତାନରେ ହିଂସା ଅନିୟନ୍ତ୍ରିତ: ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ

ନୂଆଦିଲ୍ଲୀ/ଇସଲାମାବାଦ,୧୦ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଏକ ଦୁର୍ନୀତି ମାମଲାର ଶୁଣାଣି ସମୟରେ ଇସଲାମାବାଦ ହାଇକୋର୍ଟରୁ ଗିରଫ କରାଯାଇଛି। ଏହା ପରେ ପାକିସ୍ତାନରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ବୁଧବାର ସରକାରୀ ସୂତ୍ରରୁ ପ୍ରକାଶ…

ଧୋନୀଙ୍କୁ ନେଇ ଏମିତି ଭବିଷ୍ୟବାଣୀ କଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୦ା୫: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ରେ ପହଞ୍ଚିବାଠାରୁ ମାତ୍ର କିଛି ପାଦ ଦୂରରେ ରହିଛି। ଗତ ସିଜନରେ ବିପର୍ଯ୍ୟୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜନରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ଏହି ସିଜନରେ କ୍ରମାଗତ…

ମହିଳାଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ହତ୍ୟାକାରୀଙ୍କ ବୟାନକୁ ଖଣ୍ଡନ କଲେ ମୃତ ମହିଳାଙ୍କ ପୁଅ

ଗଞ୍ଜାମ,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ମହିଳାଙ୍କୁ ପଥର ଛେଚି ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି ରମ୍ଭା ପୋଲିସ। ହତ୍ୟାକାରୀ ମୃତ ମହିଳାଙ୍କ ନିଜ ପୁତୁରା ସେହି ଗ୍ରାମର ମୁନା ନାହାକ (୨୩) ସେ ଏବେ ଜେଲରେ।…

କର୍ନାଟକ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ, ସାଢେ ୬ଟାରେ ଏକଜିଟ ପୋଲ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ପାଇଁ ସମସ୍ତ ୨୨୪ ଆସନରେ ଭୋଟ ଗ୍ରହଣ ଜାରି ରହିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟ ଗ୍ରହଣ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥର ନିର୍ବାଚନ ମଇଦାନରେ କେତେଜଣ ବଡ ବଡ ନେତା ରହିଛନ୍ତି। ନିଜେ…

ବିଳମ୍ବରେ ହେଲା ଆଦିବାସୀ ନାବାଳିକା ଛାତ୍ରୀଙ୍କ ମୃତଦେହ

ଆନନ୍ଦପୁର,୧୦ା୫(ସ୍ବ.ପ୍ର.): ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୀର୍ଘ ୨୦ ଘଣ୍ଟା ପରେ ବ୍ୟବଚ୍ଛେଦ ହେଲା ଆଦିବାସୀ ନାବାଳିକାଙ୍କ ମୃତଦେହ। ମଙ୍ଗଳବାର ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବିଳମ୍ବରେ ବ୍ୟବଚ୍ଛେଦ ହୋଇଛି। ମୃତକ ହେଉଛନ୍ତି ରାମଚନ୍ଦ୍ରପୁର…

କୁଶିନଗରରେ ବଡ ଦୁର୍ଘଟଣା: ୪ ଶିଶୁ ସମେତ ୭ ମୃତ

କୁଶିନଗର,୧୦।୫: ଉତ୍ତର ପ୍ରଦେଶର କୁଶୀନଗର ଜିଲାରୁ ଏକ ଛାତି ଥରାଇବା ଭଳି ଘଟଣା ସାମ୍ନାକ ଆସିଛି। ଏଠାର ରାମକୋଲା ଥାନା ଅଞ୍ଚଳରେ ଥିବା ମାଧି ମାଠିଆ ଗାଁରେ ବୁଧବାର ଏକ ବଡ ଦୁର୍ଘଟଣା ହୋଇଛି। ନିଆଁ ଲାଗିଯିବାରୁ ୪ ଶିଶୁଙ୍କ ସମେତ…

ଡିଏମ୍‌ଏଫ୍‌ ଗ୍ରାମ ଉଦ୍ୟାନ ପାର୍କ ସ୍ଥାନ ପରିବର୍ତ୍ତନକୁ ବିରୋଧ

କେନ୍ଦୁଝର,୧୦ା୫(ସ୍ବ.ପ୍ର.): ଡିଏମ୍‌ଏଫ୍‌ ଅନୁଦାନରେ ବାଂଶପାଳ ବ୍ଲକର ୧୬ଟି ପଞ୍ଚାୟତରେ ଗ୍ରାମ ଉଦ୍ୟାନ ପାର୍କ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ପଞ୍ଚାୟତ ସମିତି ଅଫିସ,ବାଂଶପାଳ ପକ୍ଷରୁ ଟେଣ୍ଡର ଆହ୍ବାନ ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ପାର୍କ…

ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

ଝାରସୁଗୁଡ଼ା ଅଫିସ,୧୦ା୫: ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ପ୍ରେସ୍‌ମିଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri