ବଲିଉଡ ପୁରସ୍କାରକୁ ଏକ ‘ବଡ ଠକେଇ’ କହିଲେ କଙ୍ଗନା
ମୁମ୍ବାଇର ତାଜ୍ ଲାଣ୍ଡସ୍ ଏଣ୍ଡରେ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୀ ଫିଲ୍ମ ‘ଗଙ୍ଗୁବାଈ କାଥିଆଓ୍ବାଡି’ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ବଲିଉଡ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରଥମ…
ତୃତୀୟ ବିଶ୍ୱଯୁଦ୍ଧ ଚେତାବନୀ ଦେଲେ ଜେଲେନସ୍କି
କିଭ୍,୨୧।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି। ବର୍ତ୍ତମାନ ଯୁଦ୍ଧ ଶେଷ ହେବାର କୌଣସି ସୂଚନା ମଧ୍ୟ ନାହିଁ। ଏସବୁ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚେତାବନୀ ଦେଇ କହିଛନ୍ତି, ଏହି…
ଅବସର ପରେ କ’ଣ କରିବେ ଶାହରୁଖ
ବଲିଉଡର ବାଦ୍ଶାହା ଶାହରୁଖ ଖାନ ଆଜିକାଲି ତାଙ୍କ କମ୍ବ୍ୟାକ୍ ଚଳଚ୍ଚିତ୍ର ‘ପଠାନ’ର ସଫଳତାକୁ ନେଇ ଚର୍ଚ୍ଚାରେ ଅଝନ୍ତି। ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ସେ ଟୁଇଟର୍ରେ ପ୍ରାୟତଃ ଆସ୍କ ମି ସେସନ୍ ରଖି…
ଆକ୍ରମଣ ପରେ ମୁହଁ ଖୋଲିଲେ ସୋନୁ ନିଗମ
ମୁମ୍ବାଇର ଚେମ୍ବୁରଠାରେ ସୋମବାର ରାତିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ ହୋଇଛି। ଉଦ୍ଧବ ଠାକ୍ରେ ଗୋଷ୍ଠୀର ଜଣେ ଶିବସେନା ବିଧାୟକଙ୍କ ପୁଅ ଓ ତାଙ୍କର କେତେଜଣ ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୋନୁ…
ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ
ମୁମ୍ବାଇ, ୨୧।୨: ମୁମ୍ବାଇର ତାଜ୍ ଲାଣ୍ଡସ୍ ଏଣ୍ଡରେ ସୋମବାର ଅନୁଷ୍ଠିତ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ହିନ୍ଦୀ ଫିଲ୍ମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ୨୦୨୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗଙ୍ଗୁବାଈ କାଥିଆଓ୍ବାଡି’…
ଆତଙ୍କବାଦୀ ସଂସ୍ଥା ହିଜବୁଲ ମୁଜାହିଦ୍ଦିନର ସର୍ବୋଚ୍ଚ କମାଣ୍ଡରଙ୍କୁ ହତ୍ୟା
କରାଚି,୨୧।୨: ପାକିସ୍ତାନରେ ହିଜବୁଲ ମୁଜାହିଦ୍ଦିନର ପ୍ରତିଷ୍ଠାତା ସଦସ୍ୟ ତଥା ତିନି ନମ୍ବର କମାଣ୍ଡର ଇମତିଆଜ ଆଲାମ ଛଦ୍ମନାମ ବଶିର ଅହମ୍ମଦ ପିର୍ଙ୍କୁ ହତ୍ୟା କରାଯାଇଛି। ରାୱଲପିଣ୍ଡିରେ ବଶିରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କଶ୍ମୀରରେ ଆତଙ୍କ ବିସ୍ତାର ପାଇଁ ବଶିର ସର୍ବଦା…
ପୃଥ୍ବୀ ଶ’ଙ୍କୁ ଆକ୍ରମଣ ଘଟଣା: ସପ୍ନା ଗିଲ୍ଙ୍କୁ ଜାମିନ
ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ସହ ଝଗଡ଼ା ଅଭିଯୋଗରେ ଗିରଫ ହୋଇଥିବା ସୋସିଆଲ ମିଡିଆ ଇନ୍ପ୍ଲୁଏନ୍ସର ସପନା ଗିଲଙ୍କୁ ସୋମବାର ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗିଲଙ୍କ ସହ ଅନ୍ୟ ତିନିଜଣଙ୍କୁ ମଧ୍ୟ ଜାମିନ ମିଳିଛି।…
ଇତିହାସ ରଚିଲେ ହରମନପ୍ରୀତ
କେପଟାଉନ,୨୧।୨: ଭାରତୀୟ ମହିଳା କ୍ରିକେଟର୍ ହରମନପ୍ରୀତ କୌର ୧୫୦ ଅନ୍ତର୍ଜାତୀୟ ଟି-୨୦ ଖେଳିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। କେବଳ ମହିଳା ନୁହେଁ, କୌଣସି ପୁରୁଷ କ୍ରିକେଟର୍ ମଧ୍ୟରେ ଏପର୍ଯ୍ୟନ୍ତ ୧୫୦ ଅନ୍ତର୍ଜାତୀୟ ଟି-୨୦ ଖେଳି ନାହାଁନ୍ତି। ଏହି ଉପଲବ୍ଧି ହାସଲ…
ମହାକାଶକୁ ପଠାଯିବ ଆମେରିକା ରାଷ୍ଟ୍ରପତିଙ୍କ କେଶ
ୱାଶିଂଟନ,୨୧ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ୱାଶିଂଟନ, ଜନ ଏଫ କେନେଡି, ହ୍ୱାଇଟ ଡି ଆଇଜନହାବର ଓ ରୋନାଲ୍ଡ ରିଗନଙ୍କ କେଶର ସାମ୍ପଲକୁ ମହାକାଶ ପଠାଯିବାକୁ ପ୍ରସ୍ତୁତି ଚାଲିଛି । ଟେକ୍ସାସ ସ୍ଥିତ କମ୍ପାନୀ ସେଲେଷ୍ଟିସ ଏହି କେଶର ସାମ୍ପଲକୁ…
ପରିଚାଳନା ତ୍ରୁଟିରୁ ରକ୍ତ ଅଭାବ
ନୟାଗଡ଼ ଅଫିସ,୨୧ା୨:ପରିଚଳାନାରେ ତ୍ରୁଟି କାରଣରୁ ସଙ୍କଟରେ ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ଥିବା ରକ୍ତ ଭଣ୍ଡାର । ଫେବୃୟାରୀରେ ଶୂନ୍ୟ ହୋଇ ଯାଉଛି ରକ୍ତ ଭଣ୍ଡାର। ଏପରିକି ରିଜର୍ଭ ଷ୍ଟକକୁ ଶେଷ କରି ଦେଉଛନ୍ତି । ଗୁରୁତର ରୋଗୀଙ୍କ ପାଇଁ…
ହୋହଲ୍ଲାରେ ୬୯୦ କୋଟିର ବଜେଟକୁ ମଞ୍ଜୁରୀ
ଭୁବନେଶ୍ୱର, ୨୧।୨(ବ୍ୟୁରୋ):ବିଏମ୍ସିର ନୂତନ କାର୍ଯ୍ୟାଳୟ ବିଏମ୍ସି ଆଇସିଓଏମ୍ସି ଟାଓ୍ବାରରେ ସୋମବାର କର୍ପୋରେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୩-୨୪ ପାଇଁ ଚିଠା ବଜେଟ୍ ମଞ୍ଜୁର ହେବାକୁ ନିର୍ଦ୍ଧାରିତ ହୋଇଥିବାରୁ ଏହା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ମାତ୍ର ବୈଠକ ଆରମ୍ଭରୁ ଉଭୟ…
ବାଲେଶ୍ୱରରେ ହେବ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍ପିଟାଲ
ନୂଆଦିଲ୍ଲୀ,୨୧।୨:ଉତ୍ତର ଓଡ଼ିଶାରେ ବସବାସ କରୁଥିବା ଶ୍ରମଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବାଲେଶ୍ୱରଠାରେ ଏକ ଅତ୍ୟାଧୁନିକ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍ପିଟାଲ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ…
Archives


