ଟାଇଟାନ ଦୁର୍ଘଟଣାର ସାମ୍ନାକୁ ଆସିଲା କାରଣ

ଓ୍ବାଶିଂଟନ୍‌,୨୩।୬: ଟାଇଟାନିକ ଧ୍ୱଂସାବଶେଷ ଦେଖିବା ପାଇଁ ଗଭୀର ସମୁଦ୍ର ଭିତରକୁ ଯାଇଥିବା ଟାଇଟାନ କାହାଣୀର ଦୁଃଖଦ ସମାପ୍ତି ହୋଇଛି। ବୁଡ଼ାଜାହାଜ ନିଖୋଜ ହେବା ପରେ ୫ ଯାତ୍ରୀଙ୍କୁ ମୃତ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଆମେରିକାର ନୌସେନା ରବିବାର ଦିନ ଏକ ଜୋରରେ ଶବ୍ଦ ଶୁଣିବାକୁ ପାଇଥିଲେ। ତେବେ ସେହି ଦିନ ଟାଇଟାନ ନିଖୋଜ ହୋଇଯାଇଥିଲା। ଅନେକ ଦିନର ସର୍ଚ୍ଚ ଅପରେଶନ ପରେ ମଧ୍ୟ ଟାଇଟାନ ବିଷୟରେ କିଛି ଖୋଜ ଖବର ମିଳି ନ ଥିଲା। ତେବେ ବର୍ତ୍ତମାନ କୁହାଯାଉଛି ଯେ, ଭୟଙ୍କର ଅନ୍ତଃସ୍ଫୋଟରେ ଟାଇଟାନ୍‌ ପାଣି ଭିତରେ ଧ୍ୱସଂ ହୋଇଯାଇଛି।

ତେବେ ଏଠାରେ କହି ରଖୁଛି କି, ବିସ୍ଫୋରଣର ବିପରୀତ ହେଉଛି ଇମ୍ପ୍ଲୋସନ ବା ଅନ୍ତଃସ୍ଫୋଟ। ବିସ୍ଫୋରଣରେ ଭିତରୁ ବାହାରକୁ କୌଣସି ଜିନିଷ ବିସ୍ଫୋରଣ ହୋଇଥାଏ। କିନ୍ତୁ ଅନ୍ତଃସ୍ଫୋଟରେ ବାହାରୁୁ ଭିତରକୁ ଚାପ ପଡି ବିସ୍ଫୋରଣ ହୋଇଥାଏ। ଅଣ୍ଡର ୱାଟର ଫରେନସିକ ପରୀକ୍ଷଣର ବିଶେଷଜ୍ଞ ଟମ ମ୍ୟାଡଡକ୍ସ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଟାଇଟାନ୍‌ ବୁଡ଼ାଜାହାଜର ଏହି ଗଠନମୂଳକ ତ୍ରୁଟି ହେତୁ ଏପରି ଅଘଟଣ ଘଟିଛି। ବୁଡ଼ାଜାହାଜ ବାହାରୁ ଅତ୍ୟଧିକ ଚାପକୁ ସହ୍ୟ କରିପାରି ନ ଥିଲା ଏବଂ ଅନ୍ତଃସ୍ଫୋଟରେ ଧ୍ୱସଂ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CJPର ବଡ଼ ଘୋଷଣା! NEET ଆନ୍ଦୋଳନ ପରେ ଏବେ ଆରମ୍ଭ କରିବ ନୂଆ ଅଭିଯାନ, ସେପ୍ଟେମ୍ବରରୁ…

ନୂଆଦିଲ୍ଲୀ,୬।୮: NEET ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ଆନ୍ଦୋଳନ କରିଥିବା ‘କକ୍ରୋଚ ଜନତା ପାର୍ଟି’ (CJP) ଏକ ବଡ଼ ଘୋଷଣା କରିଛି। ପାର୍ଟିର ସଂସ୍ଥାପକ…

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

ଘରେ ଶୋଇଥିବାବେଳେ ପଶିଲେ ହାତୀପଲ, ଭାଙ୍ଗିଲେ ଘର, ଗୋଟିଏ ପରିବାରର ୪ ଜଣଙ୍କୁ…

ବଲାଙ୍ଗୀର,୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ସରଗୁଲ ଗାଁରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ଗାଁରେ ଏକ ପରିବାର ଘର ଭିତରେ ଶୋଇଥିବା…

୨ ବର୍ଷ ହେଲାଣି ବିଦ୍ୟୁତ କେବୁଲ ସଂଯୋଗ ପାଇଁ ଦାବି କରୁଛନ୍ତି ହିତାଧିକାରୀ: ପୂରଣ ହେଉନି..

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଟିଡିପିଏଲ ଅଧୀନସ୍ଥ ବାଲସି, ମଶାଣିବନ୍ଧ, କାଣ୍ଡେଲ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ବର୍ଷରୁ ଉଦ୍ଧର୍‌ବ ହେଲା ନୂଆ ଖମ୍ବ…

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ କ୍ରିକେଟରଙ୍କ କଥାବାର୍ତ୍ତକୁ ନେଇ ହେଉଛି ଆଲୋଚନା, ଭାଇରାଲ ହେଲାଣି ଭିଡ଼ିଓ

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ଏବେ ଜିମ୍ବାୱେରୁ ଫେରିଛନ୍ତି, ଯେଉଁଠାରେ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ 3-0ରେ ଜିତିଥିଲା। ଯଦିଓ ତିଲକ…

ଟେନ୍‌ସନ୍‌ରେ ଅଛନ୍ତି ମୃଣାଲ: ଦେଲେ ଚେତାବନୀ

ଆଜିକାଲି ଟେନ୍‌ସନ୍‌ରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଡିପ୍‌ଫେକ କଣ୍ଟେଣ୍ଟ ତିଆରି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ…

ଘରର PNG ଓ ଗାଡ଼ିର CNGରେ ହେବ ବଡ଼ ପରିବର୍ତ୍ତନ! କେନ୍ଦ୍ର ସରକାର ମିଶାଇବେ…

ନୂଆଦିଲ୍ଲୀ,୬।୮: ଦେଶରେ ପରିବେଶ ଅନୁକୂଳ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ଦିନରେ ଘରୋଇ ରୋଷେଇ ଗ୍ୟାସ…

‘ଡିସେମ୍ବର କାହିଁକି? ସେମାନେ ଏବେ ଆସିବା ଉଚିତ’- ଶେଖ ହାସିନାଙ୍କୁ ଚ୍ୟାଲେଞ୍ଜ କଲେ ତାରିକ ରହମାନଙ୍କ ଜଣେ ସହଯୋଗୀ

ଢାକା/ନୂଆଦିଲ୍ଲୀ,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ ୨୦୨୪ରେ କ୍ଷମତା ଛାଡିବା ପରେ ତାଙ୍କର ପ୍ରଥମ ଭର୍ଚୁଆଲ ପ୍ରେସ କନଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri