Home

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ: ପଠାଇଲେ ଯୁଦ୍ଧଜାହଜ

ଓ୍ବାଶିଂଟନ୍‌,୨୧।୫: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବା ଆଡକୁ ଧ୍ୟାନ ଦେଇଛନ୍ତି। ଟ୍ରମ୍ପ କ୍ୟୁବା ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଏହି ସମୟରେ ବଢ଼ୁଥିବା ଉତ୍ତେଜନା…

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ ରାସ୍ତାରୋକୋ କରିଛନ୍ତି । ନିୟମିତ ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତ ଓ ୨୪ ଘଣ୍ଟିଆ…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ ପ୍ରମୋଦ କୁମାର ବାରିକ ଓ ମାତା ବନଜା ବାରିକଙ୍କ ପୁଅ ଦୁର୍ଗା ଚଳିତବର୍ଷ…

ଗୋଡାଇ ଗୋଡାଇ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ: ପୋଲିସ ଡିଜିଙ୍କ ଚରମବାଣୀ ପରେ…

ବ୍ରହ୍ମପୁର, ୨୧/୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରାଯାଇଛି। ଡିଜିଙ୍କ ଚରମବାଣୀ ପରେ ଅପରାଧୀଙ୍କୁ କାଉଣ୍ଟର ପାଇଁ ଏନକାଉଣ୍ଟର ଜାରି ରଖିଛି ବ୍ରହ୍ମପୁର ପୋଲିସ। ଗତ ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ଏନକାଉଣ୍ଟର।…

ସକାଳୁ ସକାଳୁ ପାଇଖାନାରୁ ମିଳିଲା ଛାତ୍ରଙ୍କ ହାତବନ୍ଧା ମୃତଦେହ: ହତ୍ୟା ସନ୍ଦେହ

ଭଦ୍ରକ, ୨୧।୫(ସନାତନ ରାଉତ):ଭଦ୍ରକ ଟାଉନ ଥାନା ଚରମ୍ପାର ଏକ ପାଇଖାନାରୁ ଜଣେ ଛାତ୍ରଙ୍କ ହାତବନ୍ଧା ମୃତଦେହ ଉଦ୍ଧାର l ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଛି l ମୃତକ ହେଉଛନ୍ତି ଚରମ୍ପା ରାଜେନ୍ଦ୍ର ବିଶ୍ୱାଳଙ୍କ ସାନପୁଅ ସମ୍ବିତ l ସମ୍ବିତ ଯୁକ୍ତ…

ଅଧରାତିରେ ବାଣପୁର ଥାନାରେ ଉନ୍ମତ୍ତକାଣ୍ଡ: ପୋଲିସ ହାଏ ହାଏ ସ୍ଲୋଗାନ ଦେଲେ ଯୁବକ

ବାଣପୁର,୨୧।୫(ଦିଲ୍ଲୀପ କୁମାର ସ୍ବାଇଁ): ବୁଧବାର ଅଧରାତିରେ ବାଣପୁର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠି ପୋଲିସ ପାଖକୁ ଯିବାକୁ ସାଧାରଣ ଲୋକେ ଡରନ୍ତି କିନ୍ତୁ ବିଳମ୍ବିତ ରାତିରେ ଜୈନିକ ଯୁବକ ଫୁଙ୍ଗୁଳା ଦେହରେ କେବଳ ଏକ ଅନ୍ତବସ୍ତ୍ର ପିନ୍ଧି ଥାନା…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ, ତେବେ ପୁଣି ଥରେ ଚିନ୍ତା କରନ୍ତୁ! ଶକ୍ତି ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ…

ଶହୀଦ ଭଗତ୍‌ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ସିମରନ ବ୍ଲକ ଟପ୍ପର

ଗଞ୍ଜାମ,୨୧।୫(ଅନାଥ ତରାଇ): +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ବ୍ଲକ ସ୍ଥିତ ସହିଦ ଭଗତ୍ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିଛି। ଚଳିତ ବର୍ଷର +୨ ଦ୍ୱିତୀୟ ବର୍ଷ ପରୀକ୍ଷାରେ ଏହି ବିଦ୍ୟାଳୟର…

ହତ୍ୟା ପରେ ମହିଳାଙ୍କୁ ପୋତିଦେଲେ! ନଦୀପଠାରୁ ଅଧାପୋତା ଅବସ୍ଥାରେ ମିଳିଲା…

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍‌): ହତ୍ୟା ପରେ ମହିଳାଙ୍କୁ ପୋତିଦେଲେ! କଟକ ବାରଙ୍ଗ ବ୍ରହ୍ମଣିଗାଁ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। କାଠଯୋଡ଼ି ନଦୀ ପିଠାରେ ଆଜି ସକାଳୁ ଉଦ୍ଧାର ହୋଇଛି ଏକ ଅଜଣା ମହିଳାଙ୍କ ମୃତଦେହ । ନଇ ବାଲିରେ ପୋତା ଯାଇଥିଲାବେଳେ…

ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ: କିରନ-ଆବୀଗଲ ଟପ୍ପର

ରାଇକିଆ,୨୧/୫(ପ୍ରଦୀପ ବେହେରା): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରିଚାଳିତ…

ମାସେ ନ ପୂରୁଣୁ ଡ୍ରେନ୍‌ ଛାତ ଭାଙ୍ଗିଲା: ଦୁର୍ନୀତି ଅଭିଯୋଗ

ନୂଆପଡ଼ା,୨୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକରେ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ କୋମନା ସଦର ବଙ୍ଗଳାପଡାଠାରୁ କୋମନା ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୫ ଶହ ମିଟର ରାସ୍ତା କଂକ୍ରିଟକରଣ ସହ ଡ୍ରେନ୍‌ ନିର୍ମାଣ ହୋଇଥିଲା।…

ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ଯୋଗୁ ଚାଷ ବାଧାପ୍ରାପ୍ତ: ଚିନ୍ତାରେ ଚାଷୀ

ଲାଠୋର,୨୧ା୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତର ୫ ଖଣ୍ଡ ଗ୍ରାମର ୨୭ ଜଣ ଚାଷୀଙ୍କ ଏଲଆଇ ପଏଣ୍ଟରୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ଯୋଗୁ ଚାଷ ମରିବାକୁ ବସିଛି ା ଭିକାରୀ ମାଝୀ, ଋଷୁ ଧରୁଆ, ରାଜେନ୍ଦ୍ର ସୁନା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?