Home

ସର୍ବିଆ ରାଷ୍ଟ୍ରପତିଙ୍କ ଇସ୍ତଫା…

ବେଲଗ୍ରେଡ,୨୮।୫ : ସର୍ବିଆର ରାଜଧାନୀରେ ଲୋକମାନେ ନିରନ୍ତର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ବେଲଗ୍ରେଡରେ ଜନସାଧାରଣଙ୍କ ଏହି ବିରୋଧ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି। ଏହାପୂର୍ବରୁ ବେଲଗ୍ରେଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଦୁଇଥର ଗୁଳିକାଣ୍ଡ ଘଟିଥିଲା। ଏହା ପରେ ପ୍ରଶାସନ…

ନୂଆ ସଂସଦରେ ଡାକ ଟିକଟ, ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକ ସଭାରେ ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ ସ୍ଥାପନ କରିଛନ୍ତି। ସଂସଦ ଗୃହର ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭିତରେ…

ଓକିଲାତି ଛାଡି ତୁଳସୀ ଏବେ ସିକ୍ୟୁରିଟି ଗାର୍ଡ

ନବରଙ୍ଗପୁର,୨୭।୫(ବି.ପ୍ର.): ଗୋଟିଏ ପଟେ ଅଭାବ ଅନଟନ। ତା’ ଉପରେ ଆସିଗଲା କରୋନା। ବାଧ୍ୟହୋଇ ଶେଷରେ ଓକିଲାତି ଛାଡ଼ି ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡଭାବେ କାମ କରୁଛନ୍ତି ନବରଙ୍ଗପୁର ଜିଲା ତୋଟାସାହିର ତୁଳସୀ ଦେବୀ(୩୯)। ୨୦୧୭ରେ ତୁଳସୀ ଓକିଲାତି ପାଇଁ ଲାଇସେନ୍ସ…

ବିପଦସଙ୍କୁଳ ଅବସ୍ଥାରେ ନିର୍ମାଣ ସାମଗ୍ରୀ ପରିବହନ

ନନ୍ଦପୁର, ୨୭।୫ (ଡି.ଏନ୍‌.ଏ.): ବିପଦସଙ୍କୁଳ ଅବସ୍ଥାରେ ନିର୍ମାଣ ସାମଗ୍ରୀ ଯଥା ବାଲି, ଚିପ୍ସ, ପଥର ଆଦି ଖୋଲାମେଲାରେ ପରିବହନ କରାଯାଉଛି। ଏଥିସହ ପ୍ରାୟ ୨୦ରୁ ୩୦ଜଣ ଶ୍ରମିକ ମଧ୍ୟ ଏଥିରେ ଯାଉଛନ୍ତି। ଏଭଳି ଟ୍ରକ୍‌, ଟ୍ରାକ୍ଟର ପ୍ରତି ପୋଲିସ ଓ ପରିବହନ…

ରକ୍ତିମ ହ୍ରଦ ଭିତରେ ଯାଉଛି ଟ୍ରେନ୍‌

ଆମେ ବେଳେବେଳେ ଏମିତି କିଛି ଦେଖିଥାଉ ଯାହାକୁ ବିଶ୍ୱାସ କରିବା ସମ୍ଭବ ହୁଏନା। ଲାଗେ ତାହା ସତ ନୁହେଁ ମିଛ। ସାଇବେରିୟାରେ ଥିବା ଏକ ଜାଗାର ଦୃଶ୍ୟକୁ ବି ଅନେକେ ଫେକ୍‌ ବୋଲି ଭାବନ୍ତି। ଏଠାରେ ବର୍ଲିନସ୍କୋଈ ନାମକ ଏକ ହ୍ରଦ…

ଆଫଗାନିସ୍ତାନରେ ଭୂକମ୍ପ: ଦିଲ୍ଲୀ ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରବିବାର ୫.୨ ତୀବ୍ରତାର ଭୂକମ୍ପ ଝଟକା। ଦିଲ୍ଲୀ, ହରିୟାଣା ସମେତ ଜମ୍ମୁ, ପୁଞ୍ଛ, ରାଜୋରୀ, ଶ୍ରୀନଗରରେ ପୂର୍ବାହ୍ନ ୧୧.୩୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାଶନାଲ ଫର ସେସମୋଲୋଜି ପକ୍ଷରୁ ସୂଚନା…

ଜହର ଉଦ୍ୟାନ

ବଗିଚାରେ ବୁଲିବାକୁ କିଏ ବା ଭଲ ନ ପାଏ। କିନ୍ତୁ ଏମିତି ବି ଏକ ବଗିଚା ଅଛି ଯେଉଁଠାକୁ ଯିବା ପୂର୍ବରୁ ଶହେ ଥର ଭାବିବାକୁ ପଡିବ। ଆଉ ଅନେକ ସାବଧାନତା ଅବଲମ୍ବନ କରିବାକୁ ବି ହେବ। କାରଣ ଏ ବଗିଚାଟି…

କାର୍ଗୋ ପ୍ୟାଣ୍ଟ ଫ୍ୟାଶନ

କାର୍ଗୋ ପ୍ୟାଣ୍ଟ ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ଦେଖିବାକୁ ସେମିତି ଆକର୍ଷଣୀୟ ହୋଇଥାଏ। ତା’ଛଡ଼ା ଏହା ଟାଇଟ୍‌ ଫିଟିଙ୍ଗ୍‌ ନ ହୋଇଥିବାରୁ ଖରାଦିନେ ବି ଏହାକୁ ଆରାମରେ ପିନ୍ଧିହୁଏ। କୁଲ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଉଥିବା ଏହି କାର୍ଗୋ ପ୍ୟାଣ୍ଟର ଫ୍ୟାଶନ କେବେ ଆଉଟ୍‌ଡେଟେଡ୍‌…

ସଂସଦ ଭବନର ଉଦ୍‌ଘାଟନୀକୁ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ୧୯ ଦଳ ବିରୋଧ କରିଛନ୍ତି। ତେବେ ଉଦ୍‌ଘାଟନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ,…

ବାପା ସାଇତି ରଖିଛନ୍ତି ମୋ ପ୍ରଥମ ଦରମା

ସାମାଜିକ କର୍ମୀ ତଥା ଅବସରପ୍ରାପ୍ତ ନୌସେନା କର୍ମଚାରୀ ବୀରେନ୍ଦ୍ର କୁମାର ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର କନ୍ଦରସିଂହା ଗାଁରେ ମୋ ଜନ୍ମ। ବାପା ଥିଲେ ଜଣେ କୃଷକ। ନିଜର ଜମିବାଡ଼ି ଥିବାରୁ…

ଡରକୁଳୀ ସାନ୍ୟା

‘ଦଙ୍ଗଲ’ ଫେମ୍‌ ସାନ୍ୟା ମଲହୋତ୍ରା ଗୋଟିଏ ଜିନିଷ ଦେଖିବା ମାତ୍ରେ ତାଙ୍କ ମନରେ ଛନକା ପଶିଯାଏ। ତାହା କ’ଣ ଜାଣନ୍ତି ? ନିଜ ଛାଇ। କେବଳ ନିଜ ଛାଇ ନୁହେଁ, ବେଳେବେଳେ ଅନ୍ୟ କାହାର ଛାଇ ଦେଖିଲେ ବି ସେ ଚମକି…

ପ୍ରେମ ନୁହେଁ ବନ୍ଧୁତା

ସୈଫ ତନୟା ସାରାଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ହେଲେ କ’ଣ ପାଇଁ ଜାଣନ୍ତି ? ସେ କୁଆଡେ ଏବେ ପ୍ରେମରେ ପଡିଯାଇଛନ୍ତି। ହେଲେ ଯେତେବେଳେ ଏହି କଥା ତାଙ୍କ କାନରେ ବାଜିଲା ସେ ଆଉ ଚୁପ୍‌ ହୋଇ ବସି ରହିପାରିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri