ହୋମ୍ସିକ୍ ରଶ୍ମିକା
ରଶ୍ମିକା ମନ୍ଦାନା ଏବେ ହୋମ୍ ସିକ୍ ହୋଇପଡିଛନ୍ତି। ତେଲୁଗୁ ଫିଲ୍ମ ‘ରେନ୍ବୋ’ର ଶୁଟିଂରୁ ବ୍ରେକ୍ ମିଳିବା ମାତ୍ରେ ସେ ସିଧା ଘର ମୁହଁା ହୋଇଛନ୍ତି। ଏବେ ପାଖାପାଖି ଦୁଇ ସପ୍ତାହ ଶୁଟିଂ ବନ୍ଦ ରହିବ। ତେଣୁ ଏହି ସମୟକୁ ସେ ପରିବାର…
ଲାଲ୍ ସଲାମ
ଦକ୍ଷିଣ ଭାରତୀୟ ସିନେମାରେ ରଜନୀକାନ୍ତ କେତେ ଲୋକପ୍ରିୟ ତାହା କହିବା ଅନାବଶ୍ୟକ। ତାଙ୍କ ଅଭିନୀତ ଫିଲ୍ମ ଶୁଟିଂ ଆରମ୍ଭ ହେବା ସମୟରୁ ହିଁ ଆଲୋଚନାର ପରିସରକୁ ଆସିଥାଏ। ଏବେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଏହି ବରିଷ୍ଠ ତଥା…
ପଞ୍ଚାନନଙ୍କ ଚିତ୍ର ଦୁନିଆ
କ୍ୟାମେରା ଆସିବା ପରେ ଚିତ୍ରର ମୋଡ଼ ବଦଳିଗଲା। କିନ୍ତୁ ଶିଳ୍ପୀ ତା’ ଚିତ୍ରକଳାରେ ଏମିତି କିଛି ସୃଷ୍ଟି କରିଥାଏ, ଯାହା କ୍ୟାମେରାରେ ହୋଇ ନ ଥାଏ। ତାହା ହିଁ ଶିଳ୍ପୀର ସ୍ବତନ୍ତ୍ରତା। ପିଲାଟିଦିନରୁ ଚିତ୍ରକଳାକୁ ନେଇ ତାଙ୍କର ସାଧନା । କେବେ…
ବିସ୍ମୟ ମଣିଷ
କୁହାଯାଏ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛି ମଣିଷ। ତା’ ମଧ୍ୟରେ ଭରି ରହିଥାଏ ଅସୀମ ଶକ୍ତି। ହେଲେ ଅନେକ ସମୟରେ ସେ ଅଜ୍ଞ ଥାଏ ନିଜ ଭିତରର ସେଇ ଶକ୍ତି ସମ୍ପର୍କରେ। ଯେବେ ସେ ନିଜର ସେଇ ସୁପ୍ତ ଶକ୍ତିକୁ ଅନୁଭବ…
ଆଇସ୍କ୍ରିମ
ଖରାଦିନେ ଥଣ୍ଡା ଥଣ୍ଡା ଆଇସ୍କ୍ରିମ ଖାଇବାକୁ ଭାରି ଇଛା ହୁଏ। ଛୋଟରୁ ବଡ଼ ସମସ୍ତଙ୍କର ଇଏ ପ୍ରିୟ। ଏହାର ଶୀତଳତା ଓ ସ୍ବାଦ, ଦେହମନକୁ ଖୁସି କରିଦିଏ। ହେଲେ ଜାଣନ୍ତି କି ଏହାକୁ ପ୍ରଥମେ କିଏ ଓ କେବେ ତିଆରି କରିଥିଲେ?…
ଜନ୍ତର ମନ୍ତରରେ ଉତ୍ତେଜନା, କେତେଜଣ କୁସ୍ତିଯୋଦ୍ଧା ଅଟକ, ବଜରଙ୍ଗ ପୁନିଆ କହିଲେ ଆମକୁ ଗୁଳି କର
ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜନ୍ତର ମନ୍ତରରେ ନୂଆ ସଂସଦ ଭବନ ସାମ୍ନାରେ ରେସଲରମାନେ ମହାପଞ୍ଚାୟତ କରିବାକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଦେଇଛି। ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। କୁସ୍ତିଯୋଦ୍ଧାମାନେ ପୋଲିସ ବାରିକେଡକୁ ପାର ହୋଇ ଯିବାକୁ ଚେଷ୍ଟା କରୁଥିବା…
ଘରେ ଦର୍ପଣକୁ କିପରି ରଖିବେ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ଶାନ୍ତି ବଜାୟ ରଖିବାକୁ ନେଇ ଦର୍ପଣର ମଧ୍ୟ ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ କି ପ୍ରକାରର ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… *ଯେହେତୁ ଉତ୍ତର ଦିଗର…
ଆଇପିଏଲ ଟିମ ବିଜେତା ହେବେ ମାଲାମାଲ, ବାଜି ଲଗାଯାଇଛି କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୨୮।୫: ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ଆଇପିଏଲ ୨୦୨୩ର ଫାଇନାଲରେ ମୁକାବିଲା କରିବାକୁ ଯାଉଛନ୍ତି। ଏହି ସିଜନ ମାଧ୍ୟମରେ ଚେନ୍ନାଇ ଦଶମ ଥର ପାଇଁ ଆଇପିଏଲର ଫାଇନାଲରେ ପହଞ୍ଚି ଥିବାବେଳେ ଗୁଜରାଟ ଏହାର ଦୁଇ ସିଜନରେ ଲଗାତାର…
ଫେଲ୍ ମାରିଛି ଗାଈ ଗୁହାଳ ଯୋଜନା
ଡୁଙ୍ଗୁରିପାଲି,୨୮ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ଫେଲ୍ ମାରିଛି ସରକାରଙ୍କ ଗାଈ ଗୁହାଳ ଯୋଜନା। ଖୋଲାଆକାଶ ତଳେ ଗାଈ ରଖୁଛନ୍ତି ଚାଷୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବୈଇଦୁପାଲି ଗ୍ରାମ ପଞ୍ଚାୟତ ବଡ଼ ଫଟାମୁଣ୍ଡା ଗ୍ରାମରେ ା ଗ୍ରାମର ହାରାଧନ ଭୁଏ…
ତାଲିବାନ ନୀତି ଉପରେ ଅନ୍ତରାଷ୍ଟ୍ରୀୟ ସଙ୍ଗଠନର ରିପୋର୍ଟ, କୁହାଯାଇଛି ମହିଳାଙ୍କ ପ୍ରତି ହୋଇଛି ଭେଦଭାବପୂର୍ଣ୍ଣ ରଣନୀତି
କାବୁଲ,୨୮।୫: ତାଲିବାନର କଟ୍ଟର ପ୍ରଶାସନ ଆଫଗାନିସ୍ତାନରେ ନିଜର ଶାସନ ଜରିଆରେ ଲଗାତାର ମହିଳାଙ୍କ ଅଧିକାରର ଉଲ୍ଲଂଘନ କରି ଚାଲିଛି। ଏହାକୁ ନେଇ କିଛି ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ଓ ମାନବାଧିକାର ସଂସ୍ଥା ଦେଶର ଲିଙ୍ଗ ଭିତ୍ତିକ ନୀତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।…
ପଲିଥିନ ତଳେ କ୍ଷୀର ବେୱାଙ୍କ ଜୀବନ
ବେହେରା,୨୮ା୫(ଡି.ଏନ.ଏ.): ଗରିବ ଅସହାୟମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକା ଘର ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା ବେଳେ ପ୍ରକୃତ ହିତାଧିକାରୀ ବର୍ଷ ବର୍ଷ ଧରି ଏଥିରୁ ବଞ୍ଚତ୍ତ ହେଉଛନ୍ତି। କଳାହାଣ୍ଡି ଜିଲା…
ସରୁନି ପରୀକ୍ଷା, ପୋଲିସ କରିଛି ଅପେକ୍ଷା
ସମ୍ବଲପୁର,୨୮ା୫(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡାଥାନା ଅଞ୍ଚଲରେ ଜଣେ ବଳାତ୍କାର ଅଭିଯୁକ୍ତ ଅଧ୍ୟାପକ ସଞ୍ଜିତ ନାୟକ ବୁର୍ଲା ଭିମସାରରେ ଆଶ୍ରିତ ହୋଇଛନ୍ତି। ପ୍ରାୟ ୧୫ ଦିନ ହେବ ସେ ମେଡିକାଲରେ ଥିବାରୁ ପୋଲିସ ଗିରଫ ମଧ୍ୟ କରିପାରୁ ନାହିଁ। ସେପଟେ ଏତେଦିନ ହେଲା…
Archives


