ଇନଷ୍ଟାଗ୍ରାମ ଡାଉନ୍
ନ୍ୟୁୟର୍କ,୯।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଗୁରୁବାର ସକାଳେ ଡାଉନ୍ ହୋଇଯାଇଛି। ପ୍ରାୟ ୪୬,୦୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍ ବୋଲି ଆଉଟେଜ୍ ଟ୍ରାକିଂ ୱେବସାଇଟ ଡାଉନ ଡିଟେକ୍ଟରରେ ଅଭିଯୋଗ କରିଛନ୍ତି। ପ୍ରାୟ ୫୦ ପ୍ରତିଶତ ଲୋକ କହିଛନ୍ତି, ଉଭୟ ଇନଷ୍ଟାଗ୍ରାମ ଆପ…
ବିପଦ ଆସୁଛି ମାଡ଼ି, ୪୮,୫୦୦ ବର୍ଷ ପୁରୁଣା ଜୋମ୍ବି ଭାଇରସକୁ ଲ୍ୟାବରେ କରାଗଲା ଜୀବିତ…
ଓ୍ବାଶିଂଟନ,୯।୩ : ମୃତ୍ତିକା ସ୍ତର ତଳେ ଥିବା ବରଫ ଏବଂ ମାଟିକୁ ପର୍ମାଫ୍ରୋଷ୍ଟ କୁହାଯାଏ। ଆର୍କଟିକରେ ଉଷ୍ମ ତାପମାତ୍ରା ଅଞ୍ଚଳରେ ଥିବା ପର୍ମାଫ୍ରୋଷ୍ଟ ତରଳି ଯାଉଛି । ଏହା ତରଳିବା କାରଣରୁ, ହଜାର ହଜାର ବର୍ଷ ଧରି ଶୋଇରହିଥିବା ମାରାତ୍ମକ ଭାଇରସକୁ…
ୟୁକ୍ରେନ ଶକ୍ତି କେନ୍ଦ୍ର ଉପରେ ରୁଷିଆ ରକେଟ ମାଡ଼, ବିଦ୍ୟୁତ ଯୋଗାଣ ବ୍ୟାହତ…
କିଭ୍,୯।୩ : ଗୁରୁବାର ପୁନର୍ବାର ରୁଷିଆ ୟୁକ୍ରେନ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ରୁଷିଆ ରକେଟ ୟୁକ୍ରେନର ଶକ୍ତି ଯୋଗାଣ ଭିତ୍ତିଭୂମିକୁ ଟାର୍ଗେଟ କରିଛି। ଫଳରେ, ରାଜଧାନୀ କିଭ୍ ସମେତ ଦ୍ୱିତୀୟ ବୃହତ୍ତମ ସହର ଓଡେସାର ଖାର୍କିଭ, କୃଷ୍ଣସାଗର ବନ୍ଦରରେ…
ଏତିକି ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ସତୀଶ
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ ସମସ୍ତଙ୍କୁ ଚକିତ କରିଛି। ସତୀଶ ମାତ୍ର ୬୬ ବର୍ଷ ବୟସରେ ଦୁନିଆ ଛାଡ଼ିଛନ୍ତି। ସମସ୍ତଙ୍କ ମୁହଁରେ ହସ ଆଣିଥିବା ସତୀଶଙ୍କୁ ହରାଇ ଆଜି ସମସ୍ତେ ଲୁହ ଗଡ଼ାଉଛନ୍ତି। ସେ ଆଉ…
ଉପରମୁହାଁ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ୭୫ ବର୍ଷ ପୁରୁଣା…
ନୂଆଦିଲ୍ଲୀ,୯।୩ : ଗୁରୁବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସମୟ ବିତାଇଛନ୍ତି। ବନ୍ଧୁତାକୁ ପାଳନ କରିବା ପାଇଁ କ୍ରିକେଟ ମ୍ୟାଚ ଦେଖିବା…
ରାହୁଲ ଗାନ୍ଧୀ ଦେଶ ପାଇଁ ବିପଦ: କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୯।୩: ଦେଶର ଏକତା ପାଇଁ ରାହୁଲ ଗାନ୍ଧୀ ଅତ୍ୟନ୍ତ ବିପଜ୍ଜନକ। ସେ ଭାରତକୁ ବିଭାଜନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ରିଜିଜୁ ଟୁଇଟ୍ କରି ଲେଖିଛନ୍ତି, କଂଗ୍ରେସର ଆତ୍ମଘୋଷିତ ରାଜକୁମାର ସମସ୍ତ…
ଭିକ ମାଗିଲେ ଜେଲ୍
ନାଗପୁର,୯।୩: ଜି-୨୦ ଶିଖର ବୈଠକ ପୂର୍ବରୁ ମହାରାଷ୍ଟ୍ରର ନାଗପୁର ସହରରେ ଭିକ ମାଗିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟି ପୋଲିସ ମୁଖ୍ୟ ଅମିତେଶ କୁମାର ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ସେ ଧାରା ୧୪୪ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି।…
କର୍ନେଲ ଗୀତା ରାଣା ରଚିଲେ ଇତିହାସ
ନୂଆଦିଲ୍ଲୀ,୯।୩: ଭାରତୀୟ ସେନାର କର୍ପସ ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ମେକାନିକାଲ ଇଞ୍ଜିନିୟର୍ସର କର୍ନେଲ ଗୀତା ରାଣା ଇତିହାସ ସୃଷ୍ଟି କରିଛନ୍ତି। ପୂର୍ବ ଲଦାଖର ଫରଓ୍ବାର୍ଡ ତଥା ଦୁର୍ଗମ ଅଞ୍ଚଳରେ ଫିଲ୍ଡ ଓ୍ବାର୍କଶପ୍ର ଦାୟିତ୍ୱ ସମ୍ଭାଳିବାରେ କର୍ଣ୍ଣେଲ ଗୀତା ରାଣା ପ୍ରଥମ ମହିଳା…
ହୋଟେଲରେ ଲାଗିଲା ନିଆଁ, ୧୨ ଘଣ୍ଟା ପରେ ବି ଲିଭୁନି
ପୁରୀ ଅଫିସ୍,୯।୩: ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ବଡଦାଣ୍ଡସ୍ଥିତ ମର୍ଚିକୋଟ ଛକରେ ଥିବା ହୋଟେଲ ସମ୍ରାଟରେ ନିଆଁ ଲାଗିଯାଇଛି। ନିଆଁ ଲିଭେଇବାରେ ପ୍ରାୟ ୧୨ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି। ବୁଧବାର ରାତି ୮ରୁ ଲାଗିଥିବା ନିଆଁକୁ ଏପର୍ଯ୍ୟନ୍ତ ଆୟତ୍ତ କରାଯାଇପାରିନାହିଁ।…
ଚାଇନା-ପାକିସ୍ତାନ ସହିତ ବଢ଼ିପାରେ ଭାରତର ତିକ୍ତତା: ଆମେରିକା…
ଓ୍ବାଶିଂଟନ,୯।୩ : ଆମେରିକାର ଗୁପ୍ତଚର ଏଜେନ୍ସି ସିନେଟରେ ସାଂସଦମାନଙ୍କୁ କହିଛନ୍ତି ଯେ ଏହା ଭୟ କରୁଛି ଯେ ଭାରତ-ପାକିସ୍ଥାନ ଏବଂ ଭାରତ-ଚୀନ ମଧ୍ୟରେ ତିକ୍ତତା ବଢ଼ିପାରେ। ସେମାନଙ୍କ ମଧ୍ୟରେ ବିବାଦ ହେବାର ସମ୍ଭାବନା ରହିଛି। ଏହା ମଧ୍ୟ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ…
ଚାଇନା ଆମେରିକା ପାଇଁ ବଡ଼ ବିପଦ: ଗୁପ୍ତଚର ଏଜେନ୍ସି ସୂଚନା…
ଓ୍ବାଶିଂଟନ,୯।୩ : ଆମେରିକାର ସଂସଦରେ ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଅବ୍ରିଲ ହେନ୍ସ ଚାଇନ ବିଷୟରେ ଏକ ବଡ଼ ପର୍ଦ୍ଦାଫାଶ କରିଛନ୍ତି। ଆମେରିକାର ସାଂସଦମାନଙ୍କୁ ସମ୍ବୋଧିତ କରି ଅବ୍ରିଲ ହେନ୍ସ କହିଛନ୍ତି ଯେ ବର୍ତ୍ତମାନ ଆମେରିକାର ଜାତୀୟ ସୁରକ୍ଷା ଏବଂ ନେତୃତ୍ୱ ପାଇଁ…
Archives


