ହାଇକୋର୍ଟରୁ ସିସୋଡିଆଙ୍କୁ ସାମାନ୍ୟ ଆଶ୍ୱସ୍ତି
ନୂଆଦିଲ୍ଲୀ,୨।୬: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଶୁକ୍ରବାର ଅର୍ଥାତ୍ ୨ ଜୁନରେ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କୋର୍ଟ ସିସୋଡିଆଙ୍କୁ…
୨୦୦ ଭାରତୀୟ ମତ୍ସଜୀବୀ, ୩ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ, ଓ୍ବାଘା ସୀମା ଦେଇ ଭାରତକୁ କରିବ ହସ୍ତାନ୍ତର
ଇସଲାମାବାଦ,୨।୬: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜରଦାରୀ ଭାରତ ଗସ୍ତ କରିବା ପରେ ଏବେ ସେମାନଙ୍କ ମନୋଭାବରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଥମେ ଭାରତକୁ ପ୍ରଶଂସା କରିବା ଆଉ ଏବେ ସେ ଘୋଷଣା କରିଛନ୍ତି କି ପାକିସ୍ତାନ ଶୁକ୍ରବାର…
କଲ୍ୟାଣ ମଣ୍ଡପ ନିର୍ମାଣର ଟେଣ୍ଡର ଫିକ୍ସିଂ ଅଭିଯୋଗର ତଦନ୍ତ କରିବେ ଉପଜିଲାପାଳ
କେସିଙ୍ଗା,୨।୬(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ଏନ.ଏ.ସିର ୱାର୍ଡ ନମ୍ବର ୨ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଗତ ଦୁଇମାସରେ ଶେଷ ହୋଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ଏନ.ଏ.ସିର ଦୁଇ ଜଣ କାଉନସିଲର ରୋହିତ ଜୈନ…
ଡବ୍ଲୁଟିସି ଫାଇନାଲ: ଟିମ୍ ଇଣ୍ଡିଆ ପାଇଁ ଭାରି ପଡିପାରନ୍ତି କଙ୍ଗାରୁ ଟିମ୍ର ଏହି ଖେଳାଳି
ନୂଆଦିଲ୍ଲୀ,୨।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଜୁନ୍ ୭ରୁ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ତେବେ ମଇଦାନରେ ଦ୍ରୁତ ବୋଲର୍ଙ୍କ ଦ୍ୱାରା ଭଲ ରନ୍ କରିହେବ ବୋଲି…
କଂଗ୍ରେସର ୫ ଗ୍ୟାରେଣ୍ଟି ଉପରେ ମୋହର ଲଗାଇଲା କର୍ନାଟକ କ୍ୟାବିନେଟ
ବେଙ୍ଗାଲୁରୁ,୨।୬: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଶୁକ୍ରବାର କହିଛନ୍ତି, କଂଗ୍ରେସ ନିର୍ବାଚନ ପୂର୍ବରୁ ଯେଉଁ ୫ଟି କଥା ଦେଇଥିଲା ଏ ସବୁକୁ ଚଳିତ ଆର୍ଥିକ ବର୍ଷରେ ଲାଗୁ କରାଯିବ। ଜୁନ ୨ ଶୁକ୍ରବାର ସିଦ୍ଦାରାମାୟା କହିଛନ୍ତି, ନିର୍ବାଚନ ସମୟରେ ଓ ଏହା ପୂର୍ବରୁ…
ଷ୍ଟେସନ ରୋଡ଼ରୁ ବେନିୟମ ହମ୍ପସ ଉଠାଇବାକୁ ଦାବି
କେନ୍ଦୁଝର,୨।୬(ସ୍ବ.ପ୍ର) କେନ୍ଦୁଝରଗଡ଼ ରେଳଷ୍ଟେସନ ଠାରୁ ଧୋବାଡ଼ିହା ପର୍ଯ୍ୟନ୍ତ ଷ୍ଟେସନ ରୋଡ଼ଟି ସମସ୍ତ ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ। ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବହନ ଏହି ରାସ୍ତାରେ ଚଳାଚଳ କରିଥାଏ।…
୨ ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ
କେସିଙ୍ଗା,୨।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୧୯୭୦ରେ ପ୍ରାଣୀ ଚିକିତ୍ସାଳୟ ସ୍ଥାପିତ ହୋଇଛି। ଦୀର୍ଘ ୫୩ ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭବାରୁ ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ସରକାରୀ ଗୃହଗୁଡ଼ିକ ଉଈ ଲାଗି କବାଟ, ଝରକା, ଘର ଛାତ ଭୁଶୁଡି ପଡୁଛି।…
ଖଣ୍ଡାରେ ହାଣି ବେପାରୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର
ନିରାକାରପୁର,୨ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ ନିରାକାରପୁର ଭୂଷଣ୍ଡପୁର ମୁଖ୍ୟ ରାସ୍ତା କୋଲସାହି ଗାଁ ନିକଟରେ ଶୁକ୍ରବାର ସକାଳେ ଜଣେ ବୁଲା ବେପାରୀଙ୍କୁ ଖଣ୍ଡାରେ ହାଣି ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇ…
କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ ଅଭିନେତା ଆୟୁଷ୍ମାନଙ୍କ ପତ୍ନୀ ତାହିରା, ବହୁ ଅଭିନେତା କଲେ ନିନ୍ଦା…
ନୂଆଦିଲ୍ଲୀ,୨।୬: ଦୀର୍ଘଦିନ ଧରି କୁସ୍ତିଯୋଦ୍ଧାମାନେ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯନ୍ତରମନ୍ତରରେ ଧାରଣା ଦେଉଛନ୍ତି। ତେବେ ଏହାକୁ ବହୁ ବିରୋଧୀ ସମେତ ବହୁ ରାଜନେତା ଏବଂ ଅଭିନେତା ସମର୍ଥନ କରିଛନ୍ତି। ବ୍ରିଜ୍ ଭୂଷଣଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଛନ୍ତି ବୋଲି…
ଧରାପଡ଼ିଲେ ମହିଳା ଲୁଟେରା ଗ୍ୟାଙ୍ଗ: ଶାଢ଼ି ଭିତରେ ଦାମୀ ସାମଗ୍ରୀ ପୂରାଇ କରୁଥିଲେ ଲୁଟ୍
ଭୁବନେଶ୍ୱର,୨ା୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ୮ ଜଣିଆ ମହିଳା ଲୁଟେରା ଗ୍ୟାଙ୍ଗକୁ ଧରିଛି ନୟାପଲ୍ଲୀ ଥାନା ପୋଲିସ। ଏହି ଲୁଟେରା ଗ୍ୟାଙ୍ଗ ରାଜଧାନୀର ବଡ଼ବଡ଼ ଶପିଂ ମଲ୍କୁ ଟାର୍ଗେଟ କରି ବିଭିନ୍ନ ଦାମୀ ସାମଗ୍ରୀ ଲୁଟୁଥିଲେ। ବେଶ ଚତୁରତାର ସହ ଶାଢ଼ି ଭିତରେ…
ରାକ୍ଷୀ ବାନ୍ଧିଥିବା ବ୍ୟକ୍ତିଙ୍କୁ ବିବାହ କରିଥିଲେ ଶ୍ରୀଦେବୀ, ଲଭ୍ଷ୍ଟୋରି ଥିଲା କିଛି ଏମିତି…
ମୁମ୍ବାଇ:ବଲିଉଡର ଭେଟେରାନ ଲେଡି ସୁପରଷ୍ଟାର ଭାବେ ଜଣାଶୁଣା ଶ୍ରୀଦେବୀଙ୍କ ପ୍ରେମ କାହାଣୀ କୌଣସି ଏକ ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ। ଜୁନ୍ ୨ ୧୯୯୬ରେ, ସେ ବୋନି କପୁରଙ୍କୁ ବିବାହ କରିଥିଲେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା: ଗରିବ, ଆଦିବାସୀଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ
ଭୁବନେଶ୍ୱର,୨ା୬(ବ୍ୟୁରୋ): ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ (Patients’ Facilitation Center)ର ଅବଧିକୁ ରାଜ୍ୟ ସରକାର ଆଉ ବର୍ଷେ (୨୦୨୩-୨୪) ପାଇଁ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା…
Archives


