Home

ପ୍ରତିରକ୍ଷା ଉତ୍ପାଦନ କମ୍ପାନୀ ଦ୍ୱାରା ୩୦ କୋଟି ବ୍ୟାଙ୍କ ଠକେଇ, ସିବିଆଇ କଲା ମାମଲା ରୁଜୁ…

ନୂଆଦିଲ୍ଲୀ,୬।୭ : ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ଗୁରୁବାର ଦିଲ୍ଲୀର ଏକ ସଂସ୍ଥା ଆଡିଗିଅର୍‌ ଇଣ୍ଟରନ୍ୟାଶନାଲ ବିରୋଧରେ ମାମଲା ରୁଜୁ କରିଛି। ପ୍ରତିରକ୍ଷା ଉତ୍ପାଦନକାରୀ ଏହି କମ୍ପାନୀ ୩୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗହୋଇଛି। ଏଫଆଇଆର୍‌…

ଖଁା ଖଁା ପ୍ରାଣୀ ଚିକିତ୍ସାଳୟ

ଖଇରା,୬।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଖଇରା ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ୬ମାସ ହେଲା ଡାକ୍ତରଶୂନ୍ୟ। ଏଠାରେ ୪ଟି ପଦବୀ ଥିବା ବେଳେ ଜଣକ ପରେ ଜଣେ ଏହିଭଳି ଭାବେ ସବୁ ଡାକ୍ତର ୨୨-୨୩ବର୍ଷ ମଧ୍ୟରେ ଅନ୍ୟତ୍ର ଚାଲିଯାଇଛନ୍ତି। ଏଣୁ ଦୈନିକ ଶହ…

ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛି ଆମେରିକା, କୋର୍ଟରେ ଅପିଲ…

ଓ୍ବାଶିଂଟନ,୬।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସରକାର ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛନ୍ତି। ବାଇଡେନ ସରକାର ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ହାବିସ କର୍ପସ ଆବେଦନକୁ ବିରୋଧ କରିଛନ୍ତି।…

ହ୍ବାଇଟ ହାଉସରେ ଧଳା ପାଉଡର: ଯାଞ୍ଚ ରିପୋର୍ଟ ଆସିଲା, ବାଇଡେନଙ୍କୁ ଟାର୍ଗେଟ କଲେ ଟ୍ରମ୍ପ…

ଓ୍ବାଶିଂଟନ,୬।୭ : ହ୍ବାଇଟ ହାଉସରେ ମିଳିଥିବା ଧଳା ପାଉଡରର ଯାଞ୍ଚ ରିପୋର୍ଟ ଆସିଛି। ଆମେରିକାର ସିକ୍ରେଟ ସର୍ଭିସର ମୁଖପାତ୍ର କହିଛନ୍ତି ପୂର୍ବ କ୍ଷେତ୍ର ପରୀକ୍ଷା ସମୟରେ ଧଳା ପାଉଡର ଚିହ୍ନଟ କରାଯାଇଥିଲା। ପରୀକ୍ଷା ରିପୋର୍ଟରେ ଏହା କୋକେନ ବୋଲି ଜଣାପଡିଛି। ଏହା…

୩୦ ବର୍ଷ ପରେ ବି ନିଜସ୍ବ କୋଠା ନାହିଁ

ସୋନପୁର,୬।୭(ମୃତ୍ୟୁଞ୍ଜୟ ଶତପଥୀ)ଅପରାଧୀଙ୍କୁ ଧରିବା ସହ ଲୋକଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। କିନ୍ତୁ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନାହିଁ। ସୁବର୍ଣ୍ଣପୁର ଜିଲା ହରଡଖୋଲ ବିଟ୍‌ରେ ଏଭଳି ସ୍ଥିତ ଦେଖିବାକୁ ମିଳିଛି। ଏହି ବିଟ୍‌ରେ ଜଣେ…

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ: ୨୭ ମୃତ, ୧୭ ଆହତ…

ମେକ୍ସିକୋ ସିଟି,୬।୭ : ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମେକ୍ସିକୋର ଦକ୍ଷିଣ ପ୍ରଦେଶର ଓକ୍ସାକାରେ ଘଟିଛି। ଓକ୍ସାକା ରାଜ୍ୟପାଳ…

କୁଢ଼କୁଢ଼ ଆବର୍ଜନାରେ ଭର୍ତ୍ତି ସାପ୍ତାହିକ ହାଟ

କୁତ୍ରା,୬।୭(ଦେବାଶିଷ ସାହୁ)ସୁନ୍ଦରଗଡ଼ ଜିଲା କୁତ୍ରା ୧୦ ନମ୍ବର ରାଜ୍ୟ ରାଜପଥକୁ ଥିବା ସାପ୍ତାହିକ ହାଟରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି। ସାମାନ୍ୟ ପବନ ହେଲେ ଅଳିଆ ଏଣେତେଣେ ଉଡ଼ିବା ସହିତ ଦୁର୍ଗନ୍ଧରେ ଫାଟି ପଡୁଛି ହାଟ ଅଞ୍ଚଳ। ଫଳରେ ସ୍ଥାନୀୟ…

ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ହୋଇପାରେ ଜେଲ…

ଓ୍ବାଶିଂଟନ,୬।୭ : ଜଣାଶୁଣା ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ୬ ମାସ ଜେଲ ଦଣ୍ଡ ଦିଆଯାଇପାରେ। ପ୍ରକୃତରେ, ଗ୍ରେଟା ଥନବର୍ଗ ଜୁନ ମାସରେ ସ୍ବିଡେନରେ ଏକ ସିଟ-ଇନ ପ୍ରଦର୍ଶନ ସମୟରେ ପୋଲିସର ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଗତ ଜୁନ…

ସ୍ପଷ୍ଟୀକରଣରେ ଅଟକିଗଲା ବର୍ଗୀକରଣ, ପଦୋନ୍ନତି

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ)ପ୍ରାଥମିକ ଶିକ୍ଷକଙ୍କ ବର୍ଗୀକରଣ ଓ ପଦୋନ୍ନତି ସମୟସୀମା ଚାଲିଯାଇଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗର ଅଙ୍କକଷା ଚାଲିଛି। ବାରମ୍ବାର ସ୍ପଷ୍ଟୀକରଣ ନାମରେ ଫାଇଲ ଅଟକିଯାଇଛି। ନିର୍ଭୁଲ୍‌ ତାଲିକା ପ୍ରସ୍ତୁତ କରିବାରେ ଜିଲା ଶିକ୍ଷା ବିଭାଗ ଅସମର୍ଥ ବୋଲି ଶିକ୍ଷୟିତ୍ରୀ ଶିକ୍ଷକମାନେ…

ଗାୟିକା କୋକୋ ଲିଙ୍କ ପରଲୋକ…

ହଂକଂ,୬।୭ : ହଂକଂର ଗାୟିକେ କୋକୋ ଲିଙ୍କର ପରଲୋକ ହୋଇଛି। କୋକୋ ଲିଙ୍କ ଭଉଣୀମାନେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ କୋମାରେ ରହିଥିଲେ। କୋକୋ ଲିଙ୍କ ଭଉଣୀ କାରୋଲ ଏବଂ…

ଗ୍ରାସୁଛି ପଲିଥିନ୍‌ ବିଷ

ଦଶରଥପୁର,୬।୭(ମନୋଜ ପୃଷ୍ଟି):ପଲିଥିନ୍‌, ଜରି, ପ୍ଲାଷ୍ଟିକ୍‌ରେ ନିର୍ମିତ କପ୍‌ ଓ ଚାମଚ ଆଦିର ବ୍ୟବହାର ଉପରେ ସରକାର କଟକଣା ଜାରି କରିଛନ୍ତି। ଏପରିକି ୪୦ ମାଇକ୍ରୋନ୍‌ ମୋଟେଇରୁ କମ୍‌ ଏବଂ ରିସାଇକେଲିଂ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ସରକାରଙ୍କ ଏହି ଆଇନକୁ…

ଚାରାରୋପଣ ବନାମ ଗଛ କଟା

ପାରାଦୀପ,୬।୭ (ଶରତ ରାଉତ)ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳ ଦେଶର ସର୍ବାଧିକ ପ୍ରଦୂଷିତ ତାଲିକାରେ ଅଛି। ଦେଶର ଯେଉଁ ୮୮ ସହର ଅତ୍ୟଧିକ ପ୍ରଦୂଷଣ ତାଲିକା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସାର୍ବଜନୀନ କରିଛି। ସେଥିରେ ଓଡ଼ିଶାର ୪ଟି ସ୍ଥାନ ଅଛି। ସେଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?