ଚେନ୍ନାଇ ଆଗରେ ୨୦୩ ରନ୍ର ବିଜୟ ଟାର୍ଗେଟ୍
ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ର ୩୭ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍ସନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯଶସ୍ବୀ ଜୟସ୍ବାଲଙ୍କ ୭୭ ରନ୍ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦…
ସୀମାନ୍ତରେ ଆଜି ପୁଣି ମାଓବାଦୀଙ୍କ ତାଣ୍ଡବ
ମାଲକାନଗିରି,୨୭ା୪(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ବୁଧବାର ମାଓବାଦୀମାନେ ଏକ ବଡ଼ ଧରଣର ଅଘଟଣ ଘଟାଇଥିବା ବେଳେ ବେଲେ ଆଜି ପୁଣିଥରେ ପୁଣିଥରେ ଦାନ୍ତଓ୍ବୋଡା ଜିଲା ଓରଛା ଗ୍ରାମର ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଖୋଳି ପଥର ଓ…
‘ଦେଶର ୬ ଜଣ ଲୋକ ହିଁ ମୋତେ ହତ୍ୟା କରିବାକୁ ରଚିଥିଲେ ଷଡ଼ଯନ୍ତ୍ର’
ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏଥି ସହ ଇମ୍ରାନ କହିଛନ୍ତି, ଦେଶର ୬ ଜଣ ଲୋକ ହିଁ ମୋତେ ହତ୍ୟା କରିବାକୁ…
‘ଡାକୋଟା’ ବିମାନ ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ
ଭୁବନେଶ୍ୱର,୨୭ା୪(ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରଖାଯାଇଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’କୁ ବୁଲି ଦେଖିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ। ତାଙ୍କ ସହ ଏକ ଟିମ୍ ମଧ୍ୟ ‘ଡାକୋଟା’ ଦେଖିଛନ୍ତି। ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,…
ମହାକାଳପଡ଼ାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଇସ୍ପାତ ପ୍ରକଳ୍ପ, ସ୍ଥିତି ପରଖିଲେ ୫-ଟି ସଚିବ
ମହାକାଳପଡ଼ା,୨୭ା୪(ଡି.ଏନ୍.ଏ.): ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଜାପାନର ସମୁଦ୍ର ପୋତାଯାଇ ନିପନ ଷ୍ଟିଲ କାରଖାନା ଦେଖି ଅଭିଭୂତ ହୋଇଥିଲେ…
ନାବାଳିକାଙ୍କୁ ଅପହରଣ ଅଭିଯୋଗ
ହିଞ୍ଜିଳିକାଟୁ,୨୭ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ହାଇସ୍କୁଲ ଛାତ୍ରୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅପହୃତା ନାବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କ ନାବାଳିକା ଝିଅଙ୍କୁ ସ୍କୁଲ…
ଦୁର୍ନୀତି ମାମଲାରେ ପୂର୍ବତନ ସହକାରୀ ବନସଂରକ୍ଷକ, ଠିକାଦାର ଦଣ୍ଡିତ
ମାଲକାନଗିରି,୨୭ା୪(ଡି.ଏନ୍.ଏ.): ମାଲକାନଗିରି ଜିଲା ବନ ବିଭାଗର ପୂର୍ବତନ ବନ ସହକାରୀ ବନସଂରକ୍ଷକ ଶରତ କୁମାର ପଣ୍ଡା ଏବଂ ଠିକାଦାର ଜି.ଏମ୍. ସୁବାସ ଚନ୍ଦ୍ର ବୋଷଙ୍କ ଏକ ଦୁର୍ନୀତି ମାମଲାର ରାୟ ଗୁରୁବାର ଜୟପୁର ସ୍ବତନ୍ତ୍ର ଦୁର୍ନୀତି ନିବାରଣ ବିଚାରପତି ଶୁଣାଇ ଉଭୟଙ୍କୁ…
ଟସ୍ ଜିତି ବ୍ୟାଟିଂ କରିବ ରାଜସ୍ଥାନ
ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍ର ୩୭ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍ସନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବ। ଅନ୍ୟପକ୍ଷେ ରାଜସ୍ଥାନ…
ନକଲି ଔଷଧ କାରବାର: ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତଙ୍କୁ ବରଗଡ଼ ଆଣିଲା ପୋଲିସ
ବରଗଡ଼ ଅଫିସ,୨୭ା୪:ବରଗଡ଼ ଜିଲାରେ ଧରାପଡ଼ିଥିବା ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଛି। ଏହା ଜଣାପଡ଼ିବା ପରେ ପୋଲିସ ଟିମ୍ ସେଠାକୁ ପହଞ୍ଚି ୫ ଅଭିଯୁକ୍ତଙ୍କୁ ବରଗଡ଼କୁ ଆଣିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବାରଣାସୀ ଜିଲା ଭେଲୁପୁର ଥାନା ବାଦିଗାଇବିର ଶୁଭମ୍…
୨୮ରୁ ମେ’ ୨ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର,୨୭ା୪(ବ୍ୟୁରୋ): ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଗତ କିଛିଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି। ଆସନ୍ତା ମେ’ ୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଏପରି ପାଗ ଲାଗି…
ଦାନ୍ତଓ୍ବୋଡା ମାଓବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଙ୍ଗଠନ
ଦାନ୍ତଓ୍ବୋଡା,୨୭।୪: ଛତିଶଗଡ଼ର ଦାନ୍ତଓ୍ବୋଡାରେ ହୋଇଥିବା ମାଓବାଦୀ ଆକ୍ରମଣକୁ ନେଇ ମାଓବାଦୀ ସଙ୍ଗଠନର ଦରଭା ଡିଭିଜନ କମିଟି ଏଥିପାଇଁ ନିଜକୁ ଦାୟୀ କରିଛି। ଘଟଣାକୁ ନେଇ ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ନୋଟ ଜାରି କରିଛନ୍ତି। ଏଥିରେ ଦାବି କରାଯାଇଛି କି…
ଆସନ୍ତାକାଲି ଟ୍ରାଏଲ ରନ୍ କରିବ ‘ବନ୍ଦେ ଭାରତ ଏକ୍ସପ୍ରେସ୍’
ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଶୁକ୍ରବାର ‘ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ୍’ ଟ୍ରାଏଲ ରନ୍ କରିବ। ସକାଳ ୬ଟା ୧୦ ମିନିଟ୍ରେ ହାଓ୍ବଡାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ପରେ ଭଦ୍ରକ, ଯାଜପୁର, କଟକରେ ୨ ମିନିଟ୍ ଲେଖାଏ ରହଣି କରିବ।…
Archives


