Home

ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

କେନ୍ଦୁଝର,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତଜନକ ସ୍ଥିତିରେ ରହିଛି। ଲୋକମାନେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଥିବାରୁ ଏହା ବିଶେଷ କରି ବୃଦ୍ଧା/ବୃଦ୍ଧ, ଶିଶୁମାନଙ୍କ ପାଇଁ ବିପଦଜନକ ସ୍ଥିତି ସୃଷ୍ଟି କରୁଛି। ବହୁସଂଖ୍ୟାରେ ଲୁହାପଥର, ବାଲି/ଗୋଡ଼ି…

ସ୍ବଧାର ଗୃହରୁ ନାବାଳିକା ନିଖୋଜ

ଆନନ୍ଦପୁର,୧୮ା୩(ସ୍ବ.ପ୍ର.): ଘସିପୁରା ଥାନା ଧକୋଠାଠାରେ ଥିବା ସ୍ବାଧାର ଗୃହରୁ ଜଣେ ନାବାଳିକା ନିଖୋଜ ଥିବା ସୂଚନା ମିଳିଛି। ନାବାଳିକା ଜଣଙ୍କ ଗୁରୁବାର ରାତିରୁ ନିଖୋଜ ଥିବା ଜଣାପଡ଼ିଛି। ଏନେଇ ଘସିପୁରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ନିଖୋଜ ନାବାଳିକାଙ୍କର ଏଯାଏ…

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ମାଗୁଥିଲେ ଲାଞ୍ଚ, ସାମ୍ନାକୁ ଆସିଲା ଘଟଣା

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର  ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟିଙ୍ଗ ଅପରେଶନରେ ଜଣେ ଡାକ୍ତର ଲାଞ୍ଚ ନେଉଥିବା ଘଟଣା ପଦାକୁ ଆସିଛି। ମୋବାଇଲରେ ଏହି ଭିଡିଓ ରେକର୍ଡ ହୋଇଛି।…

ଏଚ-୧-ବି ଭିଜା ନେଇ ସଙ୍କଟ: ୬୦ ଦିନରେ ଆମେରିକା ଛାଡ଼ିବା ନିୟମ…

ଓ୍ବାଶିଂଟନ,୧୮।୩ : ଆମେରିକାକୁ ଚାକିରି କରିବାକୁ ଯାଇଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କୁ ପକ୍ଷରୁ ଏଚ-୧-ବି ଭିଜା ଉପରେ ଅଣାଯାଇଥିବା ଆଇନ ଅନୁସାରେ ଆମେରିକାରେ ଚାକିରିରୁ ଛଟେଇ ହୋଇଥିବା ଲୋକଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡ଼ିବ। ଏହାଯୋଗୁ…

ପ୍ରେମରେ ବୟସ ନ ଥାଏ,ମୁଁ ଅର୍ଜୁନଙ୍କୁ ପାଇ ବହୁତ ଖୁସି: ମଲାଇକା

ବମ୍ବେ: ନିଜଠାରୁ ବୟସରେ ସାନ ଅଭିନେତାଙ୍କୁ ଡେଟ୍‌ କରିବାକୁ ନେଇ ଅନେକ ଥର ଟ୍ରୋଲିଂର ଶିକାର ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା। ଏବେ ସେ ଏନେଇ ମୁହଁ ଖୋଲିଛନ୍ତି। ଛାଡ଼ପତ୍ର ନେବା ସମୟରେ ବି ତାଙ୍କୁ ପ୍ରଶ୍ନ କରାଯାଇଥିଲା। କାରଣ…

ଇମ୍ରାନଙ୍କ ଘରୁ ଏକେ-୪୭, ଗୁଳି ଜବତ…

ଇସଲାମାବାଦ,୧୮।୩ : ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପୋଲିସ ପକ୍ଷରୁ କରାଯାଇଥିବା ତଲାସୀ ଅଭିଯାନରେ ଆଶଲ୍ଟ ରାଇଫଲ ସହିତ…

ହାଇଓ୍ବା-ବାଇକ୍‌ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ହିଞ୍ଜିଳିକାଟୁ,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକ ଜାତୀୟ ରାଜପଥ ନଂ ୫୯ରେ ଶନିବାର ଅପରାହ୍ନରେ ହାଇଓ୍ବା ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି।…

ଅଶ୍ୱିନଙ୍କୁ ନୂଆ ନାମ ଦେଲେ ହରଭଜନ

ନୂଆଦିଲ୍ଲୀ,୧୮।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ ଦୁନିଆର ଏଭଳି ଜଣେ କ୍ରିକେଟର ଯିଏ ଖେଳ ସହ ଖେଳର ନିୟମକୁ ଭଲଭାବେ ଜାଣନ୍ତି। କ୍ରିକେଟ ନିୟମକୁ କ୍ରମାଗତ ଭାବେ ଚ୍ୟାଲେଞ୍ଜ କରି ସେ ବିବାଦକୁ ଆସିଥାନ୍ତି। ଏହାଛଡ଼ା ମଇଦାନରେ…

ମାର୍ଚ୍ଚ ୨୧ରେ ମତେ କରାଯିବ ଗିରଫ: ଟ୍ରମ୍ପ…

ଓ୍ବାଶିଂଟନ,୧୮।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ ଶୀଘ୍ର ଜେଲ ଯିବେ। ଏନେଇ ସେ ନିଜେ ଦାବି କରିଛନ୍ତି। ମାର୍ଚ୍ଚ ୨୧ ମଙ୍ଗଳବାର ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ତେଣୁ ସମର୍ଥକମାନେ ଏକଜୁଟ ହେବାକୁ ସେ ଆହ୍ବାନ…

ନାରୀଶକ୍ତିଙ୍କୁ ସମ୍ମାନ ଭାରତୀୟ ପରମ୍ପରା: ଓମ ବିର୍ଲା…

ନୂଆଦିଲ୍ଲୀ,୧୮।୩ : ଭାରତର ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାସ୍ତବରେ, ରାଣୀ ଲକ୍ଷ୍ମୀ ବାଈ ହିଁ ସ୍ବାଧୀନତା ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ବହୁ ସଂଖ୍ୟାରେ ମହିଳାଙ୍କ ଅଂଶଗ୍ରହଣ ଯୋଗୁ ଆମର ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା। ଶନିବାର…

ନିଖିଲଙ୍କ ହାତ ଧରିଲେ ଦଲଜିତ  

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ କୌର। ପ୍ରେମିକ ନିଖିଲ ପଟେଲଙ୍କ ହାତ ଧରିଛନ୍ତି ସେ। କିଛି ଦିନ ଧରି ତାଙ୍କର ବିବାହ ଉତ୍ସବ ଚାଲିଥିବା ବେଳେ ଅଭିନେତ୍ରୀ ବିବାହ ଶେଷ ହୋଇଥିବା ନେଇ…

ଡବ୍ଲ୍ୟୁଟିସି ଫାଇନାଲରେ କେ ଏଲ୍‌ ରାହୁଲଙ୍କୁ କରାଯାଉ ଭାରତର ଉଇକେଟକିପର: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୭୫ ରନ୍‌ର ଇନିଂସ ଖେଳିବା ଦଳକୁ ବିଜେତା କରିବାରେ ପ୍ରମୁଖ ଯୋଗଦାନ ଦେଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ। ଏକ ସମୟରେ ତାଙ୍କୁ ଦଳରୁ ବାଦ ଦିଆଯାଉ ବୋଲି କହୁଥିବା ସମାଲୋଚକମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri