Home

ଘରେ ପଶି ୧୫ ଜଣଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ଅବୁଜା,୨୮ା୪ : ଉତ୍ତର ନାଇଜେରିଆରେ ଦୁଇଟି ପୃଥକ୍‌ ଘଟଣା ଘଟିଛି। ଉଭୟ ଘଟଣାରେ ବନ୍ଧୁକଧାରୀମାନେ ଘରେ ପଶି ୧୫ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ୫ ଜଣ ସହାୟତା କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ…

ନୟାପଲ୍ଲୀ ହଜର ପୁନରୁଦ୍ଧାର ଅଧାପନ୍ତରିଆ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବିଏମ୍‌ସି ଦ୍ବାରା ଏକାଧିକ ଜଳାଶୟ ଓ ପୋଖରୀର ପୁନରୁଦ୍ଧାର କରାଯିବା ସହ ବିକାଶ ଜାରି ରହିଛି। ଏହି କ୍ରମରେ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ ନୟାପଲ୍ଲୀ ହଜର ପୁନରୁଦ୍ଧାର ଜାରି ରହିଛି। ପ୍ରାୟ ୪ ଏକର ପରିମିତ ଜାଗାରେ ଏହି ବିକାଶ…

‘ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଜୀବନ ଯାଉଛି’

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଗଣଶିକ୍ଷା ବିଭାଗର ଅବହେଳା ପାଇଁ ମାନସିକ ଦୁଶ୍ଚିନ୍ତାରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀଶିକ୍ଷକଙ୍କ ଜୀବନ ଚାଲିଯାଉଛି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ନିଯୁକ୍ତିକୁ ନିୟମତି କରିବା ଦାବିରେ ଗୁରୁବାର ଓଡିଶା ସରକାରୀ ହାଇସ୍କୁଲ ସିବିଟି ସଂଘ ପକ୍ଷରୁ ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ଶିକ୍ଷୟିତ୍ରୀଶିକ୍ଷକ…

୯୧ ଏଫ୍‌ଏମ ଟ୍ରାନ୍ସମିଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁକ୍ରବାର ୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୮୪ଟି ଜିଲାରେ ୯୧ ଏଫ୍‌ଏମ ଟ୍ରାନ୍ସମିଟରର ଉଦ୍‌ଘାଟନ କରିଛନ୍ତି। ଏହା ସୀମା ଅଞ୍ଚଳ ଏବଂ ଆକାଂକ୍ଷା ଜିଲାଗୁଡିକର ଏଫ୍‌ଏମ ଟ୍ରାନ୍ସମିଟରର ସେବାକୁ…

ଗିରଫଦାରି ଭୟରେ କହ୍ନେଇପୁର ଜନଶୂନ୍ୟ

କୃଷ୍ଣପ୍ରସାଦ,୨୮ା୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟି ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଗ୍ରାମରେ ଚାପା ଉତ୍ତେଜନା…

ଅଲୋଡ଼ା ମଧୁସୂଦନ ସଂଗ୍ରହାଳୟ

କଟକ ଅଫିସ,୨୮ା୪: ଶୁକ୍ରବାର ମଧୁବାବୁଙ୍କ ଜୟନ୍ତୀ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହେଲେ ତାଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା କଟକ ଚଣ୍ଡୀଛକସ୍ଥିତ ମଧୁସୂଦନ ସଂଗ୍ରହାଳୟ ଏବେ ଅସ୍ଥିତ୍ୱ ହରାଇବାରେ ଲାଗିଛି। ରାତି ପାହିଲେ ଜୟନ୍ତୀ, ହେଲେ ଗୁରୁବାର ସଂଗ୍ରହାଳୟ…

କାଓନୋମିକ୍ସ ଟେକ୍ନୋଲୋଜିରେ ପୁନରୁଦ୍ଧାର ହେବ ଜଳାଶୟ

କଟକ ଅଫିସ,୨୮ା୪: କଟକ ସହରରେ ଅଧିକାଂଶ ଜଳାଶୟ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ମଶାବଂଶ ବୃଦ୍ଧି ପାଉଛି। ଫଳରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏକ ଅଭିନବ ଉପାୟରେ ଜଳାଶୟଗୁଡିକୁ ବିଶୋଧନ କରି ବ୍ୟବହାର ଉପଯୋଗୀ ପାଇଁ ଯୋଜନା କରାଯାଇଛି। ଏନେଇ…

ବାଉଁଶ ଖୁଣ୍ଟରେ ୧୧କେଭି ବିଦ୍ୟୁତ୍‌ ତାର

ଯୋଡ଼ା/ଚମ୍ପୁଆ,୨୮ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଆସେଇଁକଳା ଗ୍ରାମରେ ଏକ ବାଉଁଶ ଖୁଣ୍ଟରେ ୧୧ କେଭି ବିଦ୍ୟୁତ୍‌ ତାର ଟଣାଯାଇଛି। ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ରହିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଖୁଣ୍ଟ ପରିବର୍ତ୍ତନ ହେଉନାହିଁ। କିଛି ଅଘଟଣ ପରେ…

ମୋ ଝିଅ ହିଁ ସୁନକଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ: ସୁଧା ମୂର୍ତ୍ତି

ଲଣ୍ଡନ/ନୂଆଦିଲ୍ଲୀ,୨୮।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି କି ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପଛରେ କାହାର ହାତ ରହିଛି। ପ୍ରକୃତରେ…

ଖାଦ୍ୟ ପରଷିବାରେ ବିଳମ୍ବ ପାଇଁ ପିଅନ ନିଲମ୍ବିତ

ବାସୁଦେବପୁର,୨୮।୪ (ଡି.ଏନ.ଏ.): ତହସିଲ ପରିସରରେ ଥିବା ଡାକବଙ୍ଗଳାରେ ଖାଦ୍ୟ ପରଷିବାରେ ବିଳମ୍ବ ହେଲା। ଏଣୁ କାର୍ଯ୍ୟରେ ଅବହେଳା କରିଥିବାରୁ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଫିସ୍‌ ପିଅନ ପ୍ରଶାନ୍ତ ବାଗ। ସୂଚନା ଅନୁଯାୟୀ, ଜିଲା ପରିଷଦ ସିଡିଓ (ମୁଖ୍ୟ…

ଦୁଇ ସେନା ହେଲିକପ୍ଟର ଦୁର୍ଘଟଣା, ୩ ପାଇଲଟ ମୃତ

ଓ୍ବାଶିଂଟନ,୨୮ା୪: ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୩ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଶୁକ୍ରବାର ସୂଚନା ମିଳିଛି। ତେବେ ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକପ୍ଟର…

ବଢ଼ୁଛି ୨ ନଦୀବନ୍ଧ ବିସ୍ଥାପିତଙ୍କ ଦୁଃଖ

ନୟାଗଡ଼ ଅଫିସ,୨୮।୪: ନୟାଗଡ଼ ଜିଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାନୀୟ ଆଦିବାସୀଙ୍କୁ ଲୋଭ ଦେଖାଇ ଭୋଗ ଦଖଲ ଜମିରେ କାଜୁ କର୍ପୋରେଶନ କାଜୁ ଗଛ ଲଗାଇଲେ। କାଜୁ ଗଛକୁ ଆଦିବାସୀଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରାଗଲା । ହେଲେ ଫଳ ଧରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri