Home

ନ୍ୟୁରୋ ଡେଭଲପମେଣ୍ଟାଲ ସମସ୍ୟା ଥିବା ପିଲାଙ୍କ ଚିକିତ୍ସା କରିବ ଏମ୍ସ : ବର୍ଷକୁ ୧୨ ପିଲାଙ୍କୁ ଚିକିତ୍ସା ସୁବିଧା…

ନୂଆଦିଲ୍ଲୀ,୮।୭ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଦିଲ୍ଲୀ ପ୍ରତିବର୍ଷ ନ୍ୟୁରୋ ଡେଭଲପମେଣ୍ଟାଲ ସମସ୍ୟାରେ ପୀଡିତ ଥିବା ହଜାର ହଜାର ପିଲାଙ୍କୁ ଚିକିତ୍ସା କରିବ। ଏହି ସମସ୍ୟାରେ ପୀଡିତ ପିଲାମାନଙ୍କ ପାଇଁ ହଂସ ଫାଉଣ୍ଡେଶନ ଏବଂ ଏଆଇଏମଏସ ଦିଲ୍ଲୀ…

ଗ୍ୟାସ ସିଲିଣ୍ଡର ଫାଟି ୭ ମୃତ, ୧୪ ଗୁରୁତର

ଇସଲାମାବାଦ,୮ା୭: ପାକିସ୍ତାନର ପଞ୍ଜାବ ପ୍ରଦେଶର ସରଗୋଧା ଜିଲାରେ ଶନିବାର ଏକ ଯାତ୍ରୀବାହୀ ଭ୍ୟାନ୍‌ରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଫଳରେ ଅତି କମ୍‌ରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।…

ହାତ ଯୋଡ଼ି କ୍ଷମା ମାଗିଲେ ମନୋଜ

ବମ୍ବେ: ରିଲିଜ ପରଠାରୁ ବିବାଦରେ ଫିଲ୍ମ ‘ଆଦିପୁରୁଷ’। ବିଶେଷ କରି ଫିଲ୍ମର ଡାଏଲଗ୍‌କୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଡାଏଲଗ୍‌ ରାଇଟର୍‌ ମନୋଜ ମୁନ୍ତଶିରଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। ଏବେ ମନୋଜ ହାତଯୋଡ଼ି ଦର୍ଶକଙ୍କୁ କ୍ଷମା ମାଗିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ବିହାର: ଲାଲୁଙ୍କ ନିକଟତମ ସୁନୀଲ ସିଂଙ୍କ ମନ୍ତବ୍ୟ…

ପାଟନା,୮।୭ : ସମ୍ପ୍ରତି ବିହାରର ଶିକ୍ଷା ବିଭାଗକୁ ସାରା ଦେଶରେ ଆଲୋଚନା ହେଉଛି। ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ ପାଠକ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ବିବାଦ ଏତେ ଗଭୀର ହୋଇଛି…

ମଧ୍ୟପ୍ରଦେଶ ପରିସ୍ରା କାଣ୍ଡ: ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପାଇଁ ସରକାରଙ୍କୁ ଦାବି କଲେ ପୀଡିତ

ଭୋପାଳ,୮।୭: ମଧ୍ୟପ୍ରଦେଶର ପରିସ୍ରା କାଣ୍ଡ ଘଟଣାର ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କୁ ମୁକ୍ତ କରିବାକୁ ଶିବରାଜ ସିଂ ଚୌହାନ ସରକାରଙ୍କୁ ଦାବି କରିଛନ୍ତି ପୀଡିତ। ପୀଡିତ ଆଦିବାସୀ କହିଛନ୍ତି, ଅଭିଯୁକ୍ତ ତାଙ୍କ ଭୁଲ ବୁଝିଛନ୍ତି। ବୁଧବାର ଦିନ ଆଦିବାସୀ ସମ୍ପ୍ରଦାୟର ପୀଡିତା ଦାଶମତ…

ବିଆରଏସ-କଂଗ୍ରେସ ଉଭୟ ତେଲେଙ୍ଗାନା ପାଇଁ ବିପଜ୍ଜନକ: ପ୍ରଧାନମନ୍ତ୍ରୀ…

ଓ୍ବାରଙ୍ଗଲ,୮।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତେଲେଙ୍ଗାନାର ୱାରଙ୍ଗାଲ ଗସ୍ତରେ ଅଛନ୍ତି। ସେ ସକାଳେ ତେଲେଙ୍ଗାନାର ୱାରଙ୍ଗାଲରେ ପହଞ୍ଚିବା ପରେ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସେ ରାଜ୍ୟ ପାଇଁ ପ୍ରାୟ ୬,୧୦୦ କୋଟି ଟଙ୍କା ମୂଲ୍ୟର…

ଶର୍ମିଳାଙ୍କୁ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଷ୍ଟାଇଲ୍‌ ପାଇଁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି। କାହାକୁ ପ୍ରଶଂସା କରିବା ହେଉ କିମ୍ବା ରୋକ୍‌ଠୋକ୍‌ କଥା କହି ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ପ୍ରଶଂସା କରିଛନ୍ତି। କଙ୍ଗନା…

ଭାରତରେ ୪୭ପ୍ରତିଶତ ଲୋକଙ୍କର ଅଛି ଚାକିରି ହରାଇବାର ଭୟ

ନୂଆଦିଲ୍ଲୀ,୮।୭: ଭାରତରେ ପ୍ରାୟ ୪୭ ପ୍ରତିଶତ ଲୋକ ଚାକିରିକୁ ନେଇ ଅସୁରକ୍ଷିତ ମନେ କରନ୍ତି। ୧୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣଙ୍କ ମଧ୍ୟରେ ଚାକିରି ହରାଇବାର ଭୟ ରହିଥାଏ। ଏଡିପି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଏକ ସର୍ଭେର ଏହା ଜଣାପଡିଛି।…

ରାହୁଲଙ୍କ ଟ୍ରକ-ଟ୍ରାକ୍ଟର ଚଳାଉଥିବା-ଧାନ ରୋଉଥିବା ଫଟୋ ଭାଇରାଲ…

ନୂଆଦିଲ୍ଲୀ,୮।୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ସକାଳେ ହରିୟାଣାରେ ଟ୍ରାକ୍ଟର ଚଳାଉଥିବାର ନଜର ଆସିଥିଲେ। ସେ ଚାଷୀଙ୍କ ସହ ଧାନ ରୋଇ ଥିଲେ। ଗତ କିଛି ଦିନ ହେବ ରାହୁଲଙ୍କ ଏଭଳି ଅନେକ ଚିତ୍ର ସାମ୍ନାକୁ ଆସିଛି। ବେଳେବେଳେ…

ଭାରତରୁ ଗ୍ଲୋବମାଷ୍ଟର-ରାଫାଲ ପହଞ୍ଚିଲା ଫ୍ରାନ୍ସ…

ପ୍ୟାରିସ,୮।୭ : ୪ ଟି ରାଫେଲ ଯୁଦ୍ଧ ବିମାନ ଏବଂ ୨ଟି ସି -୧୭ ଗ୍ଲୋବାମାଷ୍ଟରଙ୍କୁ ନେଇ ଭାରତୀୟ ବାୟୁସେନାର ବିମାନ କଣ୍ଟିଜେଣ୍ଟ ଜୁଲାଇ ୭ରେ ଫ୍ରାନ୍ସର ଏଭ୍ରକ୍ସ-ଫାଉଭିଲ ଏୟାର ବେସରେ ଅବତରଣ କରିଛି। ଯେଉଁଠାରେ ସେମାନଙ୍କୁ ଫ୍ରାନ୍ସ ବାୟୁ ଏବଂ…

ଡବଲ ପାଓ୍ବାର ଡ୍ରାମା: ନା ଥକିଛି, ନା ରିଟାୟାର ହେବି, ମୁଁ ନିଆଁ: ଶରଦ ପାଓ୍ବାର

ମୁମ୍ବାଇ,୮।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଡବଲ ପାଓ୍ବାର ଡ୍ରାମା। ଦାଦା-ପୁତୁରା କଳି ଭିତରେ ଫଶିଯାଇଛନ୍ତି ସିନ୍ଦେ ସରକାର। ସେପଟେ ମହାରାଷ୍ଟ୍ର ମହାନାଟକର ଦର୍ଶକ ସାଜିଛି ଭାଜପା। ଡ୍ରାମାରେ ଥାଇ ମଧ୍ୟ ଡ୍ରାମାରେ ନାହିଁ ବୋଲି ମତ ଦେଇଛି ଭାଜପା। କିଛି ଦିନ…

ଚାଇନା ମୋ ସହିତ ଆଲୋଚନା କରିବାକୁ ଆଗ୍ରହୀ: ଦଲାଇ ଲାମା…

ଧର୍ମଶାଲା,୮।୭ : ବୈଦ୍ଧ ନେତା ଦଲାଇ ଲାମା କହିଛନ୍ତି ତିବ୍ଦତର ସମସ୍ୟା ସମ୍ପର୍କରେ ସେ ଚାଇନା ସହ ଖୋଲାଖୋଲି ଭାବେ ଆଲୋଚନା କରିବାକୁ ପ୍ରସ୍ତୁତ। ଚାଇନା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ଧାର୍ମିକ ନେତା କହିଛନ୍ତି ବର୍ତ୍ତମାନ ଚାଇନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?