କିଆକଟା ଛକ ହେଲା ଆଲୋକିତ
ମାଧପୁର,୫।୫: ଜାତୀୟ ରାଜପଥ ଡିଭିଜନ ସମ୍ବଲପୁର ଓ ଅନୁଗୋଳ ଜିଲା ଆଠମଲ୍ଲିକ ବିଦ୍ୟୁତ୍ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଦୀର୍ଘଦିନ ହେଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ ଛକଠାରେ ଥିବା ଷ୍ଟ୍ରିଟ୍ ଲାଇଟ୍ରେ ବିଦ୍ୟୁତ୍ ସଂଯୋଗ ହୋଇପାରୁ ନ ଥିଲା। ଫଳରେ…
୨ କୋଟିରୁ ଊର୍ଦ୍ଧ୍ୱ ଅଲିଭ ରିଡ୍ଲେ କଇଁଛ ଶାବକ ସମୁଦ୍ରକୁ ଗଲେ
ରାଜନଗର,୫ା୫(ଡି.ଏନ.ଏ.): ଅଲିଭ ରିଡ୍ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ବେଳାଭୂମି ଦୀର୍ଘ ୬୦ଦିନ ପରେ ଚଳଚଞ୍ଚଳ ହୋଇଉଠିଛି। ଲକ୍ଷ ଲକ୍ଷ ମା’ କଇଁଛ ଗହୀରମଥାର ଅଗରନାସୀ-୨ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ କରିଥିଲେ। ୨୯ରୁ ୪ତାରଖ ୬ଦିନ ଭିତରେ…
ଠକେଇ ଟଙ୍କାରେ ଗାଡ଼ି ସଉକ
ଭୁବନେଶ୍ୱର,୫।୫ (ବ୍ୟୁରୋ): ମୋତେ ଟଙ୍କା ଦିଅ ମୁଁ ତୁମକୁ ଚାକିରି ଦେବି । ସରକାରୀ ହେଉ ବା ବେସରକାରୀ, ଟଙ୍କା ଦେଲେ ସହଜରେ ମିଳିଯିବ। ଏମିତି କହି ଚାକିରି ଆଶାୟୀ ଯୁବତୀଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଧୃତ ଠକଙ୍କୁ…
ଶରଦ ପାଓ୍ବାରଙ୍କ ନିକଟରେ ହିଁ ରହିବ ପାଓ୍ବାର, ଏନସିପି ବୈଠକରେ ଦ୍ୱିତୀୟ ଥର ଅଧ୍ୟକ୍ଷ ହେବାର ପ୍ରସ୍ତାବ ପାସ!
ମୁମ୍ବାଇ,୫।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ବାରଙ୍କ ପକ୍ଷରୁ ପଦରୁ ଇସ୍ତଫା ଦେବା ଘୋଷଣା ପରେ ମୁମ୍ବାଇରେ ଏନସିପି କୋର କମିଟିର ବୈଠକ ଚାଲିଛି। ଏହି ସମୟରେ ଏନସିପି ନେତା ପ୍ରଫୁଲ୍ଲ ପଟେଲ ନୂଆ ଅଧ୍ୟକ୍ଷ ନିର୍ବାଚନ ସମୟରେ ପୁଣିଥରେ…
ସ୍ବାସ୍ଥ୍ୟ ଉପଯୋଗୀ ପ୍ରୋବାୟୋଟିକ ଆବିଷ୍କାର
ଭୁବନେଶ୍ୱର,୫।୫(ବ୍ୟୁରୋ): ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ସ୍ବାସ୍ଥ୍ୟ ଏବଂ ପୁଷ୍ଟିକୁ ଦୃଷ୍ଟିରେ ରଖି ଇନ୍ଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସ ଭୁବନେଶ୍ୱର (ଆଇଏଲ୍ଏସ୍) ପକ୍ଷରୁ ଏକ ନୂଆ ପ୍ରୋବାୟୋଟିକ୍ ଆବିଷ୍କାର କରାଯାଇଛି। ଏହା ସ୍ବାସ୍ଥ୍ୟ ପାଇଁ ହିତୋଯୋଗୀ ବୋଲି ଦାବି କରାଯାଇଛି। ପ୍ରାୟ ୩…
କର୍ନାଟକ ଯାତ୍ରା ରଦ୍ଦ କଲେ ଶାହା
ନୂଆଦିଲ୍ଲୀ,୫।୫: ମଣିପୁରରେ ଉପୁଜିଥିବା ହିଂସା ପରେ ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଏହା ଉପରେ ନଜର ରଖିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର କର୍ନାଟକ ଗସ୍ତକୁ ରଦ୍ଦ କରି ଦେଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା…
‘ଯେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ପଡିବ’, ଏସସିଓ ମଞ୍ଚରେ ଚାଇନା-ପାକିସ୍ତାନ ସାମ୍ନାରେ ବାର୍ତ୍ତା ରଖିଲା ଭାରତ
ପଣଜି,୫।୫: ଗୋଆରେ ଏସସିଓ ବର୍ହିବ୍ୟାପରା ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଦୁଇ ଦିବସୀୟ ବୈଠକରେ ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକ ଏମିତି ସମୟରେ ଆୟୋଜନ କରାଯାଇଛି ଯେତେବେଳେ ୟୁକ୍ରେନ ଯୁଦ୍ଧକୁ ନେଇ ପଶ୍ଚିମ ଦେଶରେ…
ରାସ୍ତାରେ ପଡ଼ି ରହିଛି ଅଳିଆ
ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ସୁଧାରିବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ତେବେ ବିଭିନ୍ନ କାରଣରୁ ବିଏମ୍ସିକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ବିଏମ୍ସି ଦକ୍ଷିଣ ପଶ୍ଚିମ ଜୋନ୍ର ଏକାଧିକ ଓ୍ବାର୍ଡକୁ ସଫେଇ ଗାଡ଼ି…
ମେଡିକାଲ ପାଇଖାନାରେ ଜନ୍ମନେଲେ ଶିଶୁକନ୍ୟା, ଗୁରୁତର ଅବସ୍ଥାରେ ଉଦ୍ଧାର
ବରଗଡ଼ ଅଫିସ,୫ା୫: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଗର୍ଭବତୀ, ପ୍ରସୂତି କିମ୍ବା ନବଜାତ ଶିଶୁର ଚିକିତ୍ସାରେ ଆଦୌ ଅବହେଳା ନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଅନେକ କ୍ଷେତ୍ରରେ…
୧୦ଦିନ ପାଇଁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଡେପୁଡି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି…
ରାସ୍ତାଫାଟି ଆଁ, ଗ୍ରାମବାସୀ ଅସନ୍ତୁଷ୍ଟ
ସାଲେପୁର,୫।୫(ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୨ରେ ମାଛୁଆତି-ପୁରୁଷୋତ୍ତମପୁର ନଈଗୁଆଁ ରାସ୍ତାର ବଲ୍ଲଭପୁର ରାଜସ୍ବ ଗ୍ରାମକୁ ସମ୍ପ୍ରସାରିତ ହୋଇଥିବା ରାସ୍ତା ଫାଟି ଆଁ କଲାଣି। ୧୧ମାସ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତାରେ ନିମ୍ନମାନର କଞ୍ଚାମାଲ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ…
ସେନାଙ୍କୁ ବଡ ସଫଳତା, ରାଜୌରିରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି
ରାଜୌରି,୫।୫: ଜମ୍ମୁ-କଶ୍ମୀରରେ ଲଗାତର ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଜାରି ରହିଛି। ଶୁବ୍ରକାର ପୁଣିଥରେ ସୁରକ୍ଷାବଳଙ୍କ ଗୁଳିରେ ଟଳି ପଡିଛନ୍ତି ୨ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ରାଜୌରିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ମଧ୍ୟରେ ୨ ଆତଙ୍କବାଦୀ ନିହତ ହୋଇଥିବା…
Archives


