ପାକିସ୍ତାନରେ ବସ୍ ଦୁର୍ଘଟଣା: ୭ମୃତ,୨୦ଆହତ
ଇସଲାମବାଦ,୧।୭:ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ବସ୍ ଧକ୍କା ହେବା ଫଳରେ ୭ଜଣଙ୍କର ମତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି। ପୋଲିସ ସୂଚନା ଉଯାୟୀ, ଦୁର୍ଘଟଣା ହୋଇଥିବା ଦୁଇଟି ବସ୍ ମଧ୍ୟରୁ…
ଆଜି ୟୁସିସି ଉପରେ କଂଗ୍ରେସର ସଂସଦୀୟ କମିଟିର ବୈଠକ: ଅଧ୍ୟକ୍ଷତା କରିବେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧।୭: ଭାରତର ଆଇନ ଆୟୋଗର ବିଜ୍ଞପ୍ତି ପରେ ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି)ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଷ୍ଟାଣ୍ଡ କ’ଣ ହେବ ସେନେଇ କଳ୍ପନାଜଳ୍ପନା କରାଯାଉଥିଲା। ଏଭଳି…
ଟାଇଟଲ ବଜାୟ ରଖିଲା ଭାରତ
ବୁସାନ (କୋରିଆ),୧।୭ (ପି.ଟି.): ଭାରତୀୟ ପୁରୁଷ କବାଡ଼ି ଦଳ ଏସିଆନ ଚାମ୍ପିୟନଶିପ୍ ଟାଇଟଲ ବଜାୟ ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍ ଫାଇନାଲରେ ଦଳ ୪୨-୩୨ରେ ଇରାନକୁ ହରାଇ ଦେଇଛି। ମହାଦେଶୀୟ ଚାମ୍ପିୟନଶିପ୍ରେ ଭାରତର ଏହା ହେଉଛି ୮ମ ଟାଇଟଲ। ମ୍ୟାଚରେ…
ଦୁଲୀପ ଟ୍ରଫି: ପରାଜୟ ଦ୍ୱାରରେ ପୂର୍ବାଞ୍ଚଳ
ଅଲୁର, ୧।୭: ଏଠାରେ ଚାଲିଥିବା କେନ୍ଦ୍ରାଞ୍ଚଳ ବିପକ୍ଷ ଦୁଲୀପ ଟ୍ରଫି କ୍ୱାର୍ଟର ଫାଇନାଲରେ ପୂର୍ବାଞ୍ଚଳ ପରାଜୟର ଦ୍ୱାରରେ ପହଞ୍ଚତ୍ ଯାଇଛି। ବିଜୟ ଲକ୍ଷ୍ୟ ୩୦୦ ରନ ଥିବାବେଳେ ପୂର୍ବାଞ୍ଚଳ ଶୁକ୍ରବାର ୩ୟ ଦିବସ ଖେଳ ଶେଷ ବେଳକୁ ୬୯ ରନ ମଧ୍ୟରେ…
ଆଲ୍କାରାଜ, ସ୍ବିଟେକ ଟପ୍ସିଡ୍
ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ଜୁଲାଇ ୩ରୁ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି। ଓ୍ବିମ୍ବେଲଡନର ଏହି ୧୩୬ତମ ସଂସ୍କରଣରେ ସ୍ପେନ୍ର କାର୍ଲୋସ ଆଲକାରାଜ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍ ସିଡ୍ର…
ହୋର୍ଡିଂରେ ମେସେଜ୍
ନୋଏଡ଼ା : ଅନେକ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଜିନିଷ ଭାଇରାଲ ହୋଇଥାଏ। ‘ଆଇ ଆମ୍ ସରି ସଞ୍ଜୁ। ଆଇ ୱିଲ୍ ନେଭର ଏଭର୍ ହର୍ଟ ୟୁ ଏଗେନ୍ ୟୋର ସୁସ୍’ ଏପରି ଏକ ହୋର୍ଡିଂର ଫଟୋ ସୋସିଆଲ ମିଡିଆରେ…
ଦେହରେ ନିଅଁା ଲଗାଇ ଦୌଡ଼ିଲେ
ପ୍ୟାରିସ: ଦୈନନ୍ଦିନ କାର୍ଯ୍ୟକଳାପଠାରୁ ଆଗକୁ ବଢ଼ି ଯଦି କେହି ଅଲଗା କରନ୍ତି, ଲୋକେ ତାକୁ ମନେ ରଖିନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବକ ଏପରି କିଛି କରିଛନ୍ତି। ତାଙ୍କର ଏପରି କାର୍ଯ୍ୟରେ କେହି ବି ଡରିଯିବେ। ଜୋନାଥନ ଭେରୋ ନାମକ ଜଣେ…
ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସରେ ଲାଗିଲା ନିଆଁ: ଜଳିଯାଇ ୨୫ ମୃତ
ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଶୁକ୍ରବାର ରାତିରେ ଏକ ବଡ ଦୁର୍ଘଟଣା ଘଟିଛି। ବୁଲଦାଣାରେ ୟମତମାଲରୁ ପୁଣେ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ, ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବୁଲଦାଣା ନିକଟରେ ପ୍ରଥମେ ବସଟି…
ଆର୍ଥିକ ବିକାଶ ପାଇଁ ଜିଏସ୍ଟି ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୧।୭: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ୧ରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜିଏସ୍ଟି ଦିବସ ପାଳନ କରାଯାଉଛି। ଏପରିକି ଭାରତର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସରକାର ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍ଟି)କୁ ସାରା ଦେଶରେ ପ୍ରଚଳନ…
ସୀମିତ ଖାଦ୍ୟ, ୧୨ ଘଣ୍ଟା ଡ୍ୟୁଟି
ନୂଆଦିଲ୍ଲୀ,୧।୭,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୧୬୯ ବର୍ଷର ଯାତ୍ରା ଇତିହାସ, ବିଶ୍ୱର ଚତୁର୍ଥ ବୃହତ୍ ରେଳ ନେଟ୍ଓ୍ବର୍କ। ଭାରତର ମୋଟ ଟ୍ରେନ୍ ସଂଖ୍ୟା ୨୨,୫୯୩ (ଯାତ୍ରୀବାହୀ ୧୩,୪୫୨ ଏବଂ ମାଲବାହୀ ୯,୧୪୧)। ଭାରତୀୟ ରେଳପଥରେ ଏହି ଇଞ୍ଜିନ୍ଗୁଡ଼ିକୁ ଗତିଶୀଳ କରିବା ପାଇଁ ଟ୍ରେନ୍…
ବୀରେନ୍ ସିଂଙ୍କ ଇସ୍ତଫା ଦ୍ୱନ୍ଦ୍ୱ
ଇମ୍ଫାଲ, ୧।୭, (ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ): ମଣିପୁରରେ ପ୍ରାୟ ଦୁଇ ମାସ ହେଲା ଜାତିଗତ ହିଂସା ଲାଗି ରହିଥିବାବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ତୁରନ୍ତ ଇସ୍ତଫା ଦିଅନ୍ତୁ…
ଆଜି ରାଜ୍ୟର ୩୦୭ କେନ୍ଦ୍ରରେ ଓଟିଇଟି
କଟକ ,୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ପକ୍ଷରୁ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ନେଇ ପୁଣି ବିଭ୍ରାଟ ଦେଖାଦେଇଛି। ବିଗତ ଦିନରେ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଦେଖାଦେଇଥିବାବେଳେ ଏବେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା ଜୋର୍…
Archives


