Home

ପଶ୍ଚିମବଙ୍ଗ ରାମନବମୀ ହିଂସାର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୨୫ା୭: ପଶ୍ଚିମବଙ୍ଗ ରାମନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରିବାକୁ କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ସୋମବାର ଉକ୍ତ ରାୟକୁ କାଏମ ରଖିଛନ୍ତି। ରାମନବମୀ ପାଳନ ବେଳେ ପଶ୍ଚିମବଙ୍ଗର ହାଓଡ଼ା, ଦଲଖୋଲା ଜିଲା…

ହିଂସା ମଧ୍ୟରେ ମଣିପୁରରେ ୭୦୦ରୁ ଅଧିକ ମିଆଁମାର ନାଗରିକ କରିଛନ୍ତି ଅନୁପ୍ରବେଶ: ରିପୋର୍ଟ ମାଗିଲେ ସରକାର

ଇମ୍ଫାଲ,୨୫।୭: ମଣିପୁରରେ ହିଂସା ଘଟଣା ମଧ୍ୟରେ ଏବେ ଆଉ ଏକ ଚିନ୍ତା ରାଜ୍ୟ ସରକାରଙ୍କୁ ଘାରିଛି। ଜୁଲାଇ ୨୨ ଏବଂ ୨୩ରେ ମିଆଁମାରର ୭୦୦ରୁ ଅଧିକ ନାଗରିକ ମରିପୁରରେ ଅନୁପ୍ରବେଶ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆସାମ ରାଇଫଲ୍ସରୁ…

ସିଙ୍ଗାପୁରର ୭ ସାଟେଲାଇଟ୍‌ ଲଞ୍ଚ୍‌ କରିବ ଇସ୍ରୋ

ବେଙ୍ଗାଲୁରୁ,୨୫।୭: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଜୁଲାଇ ୩୦ରେ ସିଙ୍ଗାପୁରର ୭ ସାଟେଲାଇଟ୍‌ ଲଞ୍ଚ କରିବ। ଇସ୍ରାଏଲ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଦ୍ୱାରା ବିକଶିତ ସାଟେଲାଇଟ୍‌ରେ ସିନ୍‌ଥେଟିକ୍‌ ଆପରାରଚର ରାଡାର (ଏସ୍‌ଏଆର୍‌) ପେଲୋଡ୍‌ ଖଞ୍ଜାଯାଇଛି, ଯାହା ଯେ କୌଣସି ପାଣିପାଗରେ…

ଇସିଙ୍କ କ୍ଷମତାର ସାମ୍ବିଧାନିକ ବୈଧତା ଯାଞ୍ଚ ହେବ

ନୂଆଦିଲ୍ଲୀ,୨୫ା୭ (ପି.ଟି.): ନିର୍ବାଚନ କମିଶନ ଆସାମର ଲୋକ ସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଚଳାଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଏକାଧିକ ପିଟିଶନକୁ ନେଇ ସର୍ବୋଚ୍ଚ…

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଇମ୍ଫାଲ,୨୫।୭: ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ କରି ପରେଡ କରାଯିବା ଘଟଣା ସମଗ୍ର ଦେଶକୁ ଲଜ୍ଜାଜନକ କରିଛି। ଏହି ଘଟଣା ମେ ୪ରେ ଘଟିଥିଲା। ଯାହାର ଭିଡିଓ ଜୁଲାଇ ୧୯ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୋଲିସ ଆଉ ଜଣଙ୍କୁ…

ଭାରତ ସିରିଜ୍‌ ବିଜୟୀ

ପୋର୍ଟ ଅଫ୍‌ ସ୍ପେନ୍‌, ୨୫ା୭: ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ରହିଥିବା ଭାରତୀୟ ଦଳ ଟେଷ୍ଟ ସିରିଜକୁ ଜିତି ନେଇଛି। ଅନ୍ତିମ ଟେଷ୍ଟ ଅମୀମାଂସିତ ଭାବରେ ଶେଷ ହେବାରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ…

ଅଜିତ ପାଓ୍ବାରଙ୍କ ଗୋଷ୍ଠୀର ନେତାଙ୍କୁ ଆଲିଙ୍ଗନ କଲେ ଶରଦଙ୍କ ବିଶ୍ୱସ୍ତ ଜୟନ୍ତ ପାଟିଲ: ଚର୍ଚ୍ଚା ଆରମ୍ଭ

ମୁମ୍ବାଇ,୨୫।୭: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଦୁଇ ଗୋଷ୍ଠୀ ନେତାଙ୍କ ମଧ୍ୟରେ ସାକ୍ଷାତକୁ ନେଇ ଏବେ ଚର୍ଚ୍ଚା ହେଉଛି। ବିଧାନ ଭବନରେ ଶରଦ ପାୱାର ଦଳର ନେତା ଜୟନ୍ତ ପାଟିଲ ଏବଂ ଅଜିତ ପାୱାର ଦଳର…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ପଥର ମାଡ଼

ଶିଲଂ,୨୪।୭: ମେଘାଳୟର ସହର ତୁରାକୁ ଶୀତକାଳୀନ ରାଜଧାନୀ ଘୋଷଣା ଦାବି ତେଜୁଛି। ଏହାକୁ ଦେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହେଉଛି। ବିକ୍ଷୋଭକାରୀ ମେଘାଳୟର ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମାଙ୍କ କାର୍ଯ୍ୟାଳୟ ଉପରକୁ ପଥର ଫିଙ୍ଗିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।…

ଅଜିତ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କ’ଣ କହିଲେ ଫଡନଭିସ

ମୁମ୍ବାଇ,୨୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିରୋଧୀ ଦଳର ନେତାଙ୍କ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାର ଜବାବ ଦେଇଛନ୍ତି। ସୋମବାର ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ, ଆଜିକାଲି ବହୁ ବରିଷ୍ଠ ନେତା ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି। ସେହି କଳ୍ପନାଜଳ୍ପନାରେ…

ଏସ୍‌ପିକୁ ଝଟ୍‌କା: ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିଥିବା ଶାଳିନୀ ଯାଦବ ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୪।୭: ମିଶନ ୨୦୨୪ ପାଇଁ ପ୍ରସ୍ତୁତ ହେଉଥିବା ସମାଜବାଦୀ ପାର୍ଟି ବାରାଣସୀରେ ଏକ ବଡ଼ ଝଟ୍‌କା ଲାଗିଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଶାଳିନୀ ଯାଦବ ଏସପି ଛାଡି ଭାଜପାରେ ଯୋଗ ଦେଇଛନ୍ତି।…

ରାଜେନ୍ଦ୍ର ଗୁଧା, ମଦନ ଦିଲାଓ୍ବର ବିଧାନସଭାରୁ ନିଲମ୍ବିତ

ଜୟପୁର,୨୪।୭: ରାଜସ୍ଥାନ ବିଧାନସଭାରେ ହୋଇଥିବା ହଙ୍ଗାମା ପରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଶାନ୍ତି ଧାରିଓ୍ବାଲଙ୍କ ପ୍ରସ୍ତାବ ପରେ ରାଜେନ୍ଦ୍ର ଗୁଧା ଓ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ମଦନ ଦିଲାଓ୍ବରଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ଏହି ଦୁଇ ବିଧାୟକ ଅବଶିଷ୍ଟ ଅଧିବେଶନରେ…

ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୨୪।୭: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୋମବାର କ୍ୱେଟାର ବରିଷ୍ଠ ଓକିଲ ଅବଦୁଲ ରଜ୍ଜାକ ଶାରଙ୍କ ହତ୍ୟା ମାମଲାରେ ଆଶ୍ୱସ୍ତି ମିଳିଛି। ପାକିସ୍ତାନର ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ପାକିସ୍ତାନ ସୁପ୍ରିମକୋର୍ଟ ଓକିଲଙ୍କ ହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?