Home

ମୋଦି ନୁହେଁ ତ ଆଉ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିବେ ସଂସଦର ଉଦଘାଟନ: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ…

ନୂଆଦିଲ୍ଲୀ,୨୫।୫ :ଦେଶର ନୂତନ ସଂସଦର ଉଦଘାଟନ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। କଂଗ୍ରେସ ସମେତ ଦେଶର ୧୯ ଟି ବିରୋଧୀ ଦଳ ଉଦଘାଟନୀ ସମାରୋହକୁ ବଜର୍ନ କରିଛନ୍ତି। କଂଗ୍ରେସ କହିଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନ…

ଜଳୁଛି ରାଜଧାନୀ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗୁରୁବାର ରାଜଧାନୀ ଭୁବନେଶ୍ୱର ଜଳୁଛି। ସକାଳ ୮ଟାରୁ ତାତି ବଢ଼ି ସାଢ଼େ ୧୧ଟା ସୁଦ୍ଧା ଏହା ୩୯.୨ ଡିଗ୍ରୀରେ ପହଞ୍ଚିଥିଲା। ଖାଲି ଭୁବନେଶ୍ୱର ନୁହେଁ ସମ୍ବଲପୁରରେ ମଧ୍ୟ ତାପମାତ୍ରା ୩୯.୨…

ଶ୍ୱଶୁର ଘରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ଭଦ୍ରକ ଅଫିସ,୨୫ା୫ ଭାଇ ବାହାଘରକୁ ସ୍ବାମୀଙ୍କୁ ନେଇ ସାଥୀରେ ଆସିଥିଲେ ଭଉଣୀ। ଭଲରେ ଖାଇପିଇ ରାତିରେ ସ୍ତ୍ରୀ-ସ୍ବାମୀ ଶୋଇଥିଲେ। କିନ୍ତୁ ରାତିରେ ଉଭୟଙ୍କ ମଧ୍ୟରେ କ’ଣ ଘଟିଲା କେଜାଣି ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ ବେକକୁ ଧାରୁଆ ଛୁରିରେ କାଟି ଜୀବନ…

ଆଦିବାସୀମାନେ ମନ୍ଦିରରେ ପ୍ରବେଶ ପାଇଁ କରି ନାହାନ୍ତି ଯୁଦ୍ଧ, ହିନ୍ଦୁ ବର୍ଣ୍ଣ ବ୍ୟବସ୍ଥାର ସଂସ୍କୃତିରେ ହେଉଛି ସଂସଦର ଉଦଘାଟନ: ଛୋଟୁଭାଇ ଭାସାଭା…

ଅହମଦାବାଦ,୨୫।୫ : ଗୁଜରାଟର ଭେଟେରାନ ଆଦିବାସୀ ନେତା ଛୋଟୁଭାଇ ଭାସାଭା ମଧ୍ୟ ଦେଶର ନୂତନ ସଂସଦର ଉଦଘାଟନ ନେଇ ବିବାଦ ଭିତରକୁ ଟାଣିହୋଇ ଆସିଛନ୍ତି। ଛୋଟୁଭାଇ ସୋସିଆଲ ମିଡିଆରେ ଟୁଇଟ କରି କହିଛନ୍ତି ଆଦିବାସୀ ହିନ୍ଦୁ ନୁହଁନ୍ତି ଏବଂ ହିନ୍ଦୁବର୍ଣ୍ଣ ବ୍ୟବସ୍ଥାର…

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା

ରୋଡ୍‌ ଟ୍ରିପ୍‌ ସ୍ବତନ୍ତ୍ର ହୋଇଥାଏ, ଯେତେବେଳେ ଆପଣ ସାଙ୍ଗ କିମ୍ବା ପରିବାର ସଦସ୍ୟଙ୍କ ସହିତ ଏକ ଲଙ୍ଗ୍‌ ଡ୍ରାଇଭରେ ଯାଇଥାନ୍ତି। କିନ୍ତୁ ଯଦି ଆପଣ ବୋଲିଭିଆରେ ଅଛନ୍ତି, ତେବେ ଏଠାରେ ସବୁଠାରୁ ବିପଜ୍ଜନକ ରାସ୍ତାରେ ଗାଡ଼ି ଚଳାଇ ବାହାରକୁ ଯାଆନ୍ତୁ ନାହିଁ।…

ମଲ୍ଟି ଲେୟାର ସିକ୍ୟୁରିଟି ମଧ୍ୟରେ ହେବ ନୂଆ ସଂସଦ ଭବନର ଉଦଘାଟନ

ନୂଆଦିଲ୍ଲୀ,୨୫।୫: ଚଳିତ ମାସ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଗୃହର ଉଦଘାଟନ କରି ଏହାକୁ ଦେଶକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି, ଏହି ଦିନ ରାଜଧାନୀ ଦିଲ୍ଲୀର ତଥା ବିଶେଷ କରି ସଂସଦ ଗୃହର ସୁରକ୍ଷା ସମ୍ପର୍କରେ ଦିଲ୍ଲୀ ପୋଲିସ…

ଆଉ କିଣିବାକୁ ପଡ଼ିବନି ଔଷଧର ପୂରା ଷ୍ଟ୍ରିପ୍‌, ପ୍ରତି ଟ୍ୟାବଲେଟରେ ରହିବ ଏକ୍ସପାୟର ସମୟ…

ନୂଆଦିଲ୍ଲୀ,୨୫।୫ : ବର୍ତ୍ତମାନ ଆଉ ଗ୍ରାହକଙ୍କୁ ଔଷଧର ସମ୍ପୂର୍ଣ୍ଣ ଷ୍ଟ୍ରିପ୍‌ କିଣିବାକୁ ପଡିବ ନାହିଁ। ଯେତିକି ଆବଶ୍ୟକ ସେତିକି ଔଷଧ ଗ୍ରାହକ କିଣିବେ। ଏହା ସହିତ ପ୍ରତ୍ୟେକ ଟାବଲେଟରେ ଏକ୍ସପାୟର ସମୟ ଲେଖାଯିବ। ଏନେଇ ସରକାର ବିଚାର କରୁଛନ୍ତି । କେନ୍ଦ୍ର…

ରାମଚରିତମାନସ ପାଠ ଦୁନିଆର ସବୁଠାରୁ ଲମ୍ବା ଗୀତ: ଜଗଦୀଶ ପିଲ୍ଲାଇ କଲେ ବିଶ୍ୱ ରେକର୍ଡ…

ବାରାଣସୀ,୨୫।୫ : ଗୋଟିଏ ପଟେ ରାମଚରିତମାନସଙ୍କ ସମ୍ପର୍କରେ ରାଜନୈତିକ କରିଡରରେ ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଧାର୍ମିକ କାଶୀ ସହରରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇ ଗୀତ ଆକାରରେ ରାମଚରିତମାନସ ପାଠ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୧୩୮…

ଆପରାଧିକ ମାନହାନି ମାମଲା: ଅଶୋକ ଗେହଲୋଟଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦାଖଲ କଲା ରିପୋର୍ଟ, ଜୁନ ୧ରେ ଶୁଣାଣି

ନୂଆଦିଲ୍ଲୀ,୨୫।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ଆପରାଧିକ ମାନହାନି ମାମଲାରେ ଦିଲ୍ଲୀ ପୋଲିସ ତା’ର ରିପୋର୍ଟ ରାଉଜ ଏଭେନ୍ୟୁ କୋର୍ଟରେ ଦାଖଲ କରିଛି। କୋର୍ଟ ଦିଲ୍ଲୀ ପୋଲିସର ରିପୋର୍ଟକୁ ସ୍ବୀକାର କରି ନେଇଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ…

୨୨ ଲକ୍ଷର ଭେଣ୍ଡିଂ ଜୋନ୍‌ ଆବର୍ଜନାରେ ପରିପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୫ା୫: ସହରର ଉଠା ପରିବା ବ୍ୟବସାୟୀଙ୍କୁ ଥଇଥାନ ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଛି। ସେଥିମଧ୍ୟରେ ମର୍ଦ୍ଦରାଜ ଭେଣ୍ଡିଂ ଜୋନ, କର୍ପୋରେଶନ ରୋଡ ଭେଣ୍ଡିଂଜୋନ୍‌, ଗେଟ ବଜାର ଭେଣ୍ଡିଂ ଜୋନ୍‌ ଓ ଖୋଲା…

ବୁଝାଇବା ପରେ ନ ବୁଝିଲେ ତେଜ୍ୟପୁତ୍ର ହେବେ ପାଇଲଟ !…

ଜୟପୁର,୨୫।୫ : ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ଦଳ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଛି। ମେ ୨୬ ରେ ଅପରାହ୍ନରେ ଏଆଇସିସି…

ପାଣି ପାଇଁ ହାହାକାର

ଖଣ୍ଡପଡ଼ା,୨୫ା୫(ସ୍ବ.ପ୍ର.): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। କେତେକ ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହୁଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇଛି। ନଦୀ, ନାଳ, ପୋଖରୀ,କୂଅ ଶୁଖିବାରେ ଲାଗିଛି। ଗ୍ରାମାଞ୍ଚଳରେ ଲୋକେ ପାଣି ପାଇଁ ଡ଼ହଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri