‘ଏବେ ନୀରବ ମୋଦି, ବିଜୟ ମାଲ୍ୟାଙ୍କୁ ଭାଜପା ଦଳରେ ନେବାକୁ ଅଛି ବାକି’
ମୁମ୍ବାଇ,୫।୭: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା ପୁଣିଥରେ ମୁଖପତ୍ର ସାମ୍ନା ମାଧ୍ୟମରେ ଭାଜପାକୁ ଟାର୍ଗେଟ କରିଛି। ଏଥର ସାମ୍ନାର ସମ୍ପାଦକୀୟରେ ଲେଖାଯାଇଛି ଯେ, ମହାରାଷ୍ଟ୍ରରେ ଭାଜପା ଯାହା କରିଛି, ସେଥିପାଇଁ ସମଗ୍ର ଦେଶ ଦଳ ଉପରେ ଛାପ ପକାଉଛି। ବର୍ତ୍ତମାନ…
ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଭଗ୍ନାବଶେଷ ଉଦ୍ଧାର କଲା ଦକ୍ଷିଣ କୋରିଆ…
ସିଓଲ,୫।୭ : ଦକ୍ଷିଣ କୋରିଆ ସୈନ୍ୟମାନେ ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହରୁ ଆବର୍ଜନା ଉଦ୍ଧାର କରିଛନ୍ତି। ମେ ମାସରେ ବିଫଳ ଉତକ୍ଷେପଣ ପରେ ଉପଗ୍ରହ ସମୁଦ୍ରରେ ପଡ଼ିଯାଇଥିଲା। ଗତ ମାସରେ ଉତ୍ତର କୋରିଆ ଏହାର ପ୍ରଥମ ସାମରିକ ଉପଗ୍ରହ ଉତକ୍ଷେପଣ କରିଥିଲା,…
ପୂର୍ବତନ କ୍ରିକେଟର୍ଙ୍କ ଗାଡିକୁ ପିଟିଲା କ୍ୟାଣ୍ଟର
ମିରୁଟ୍,୫।୭: ଭାରତୀୟ ଦଳର ପୂର୍ବତନ ଖେଳାଳି ପ୍ରବୀଣ କୁମାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ କାରକୁ ଦ୍ରୁତ ଗତିରେ ଆସୁଥିବାବେଳେ ଏକ କ୍ୟାଣ୍ଟର ଧକ୍କା ଦେଇଥିଲା। ସେହି ସମୟରେ ତାଙ୍କ ପୁଅ ମଧ୍ୟ ପ୍ରବୀଣଙ୍କ ସହ କାରରେ ଥିଲେ ଏବଂ ଦୁହେଁ…
ଘାଟିକୁ ଖସିଲା କାର: ୪ ମୃତ, ୮ ଆହତ
ଶ୍ରୀନଗର,୫।୭: ଜମ୍ମୁ-କଶ୍ମୀରର ରଜୌରୀ ଜିଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଗଭୀର ଘାଟିରେ ଖସିପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କାରଟି ପୁଞ୍ଚରୁ ଭଙ୍ଗାଇ ଗ୍ରାମକୁ…
ସୋସିଆଲ ମିଡ଼ିଆ ଉପରେ ଚାପ ପକାଇ ପାରିବେନି ବାଇଡେନ: ଆମେରିକା କୋର୍ଟଙ୍କ ରାୟ…
ଓ୍ବାଶିଂଟନ,୫।୭ : ଯୁକ୍ତରାଷ୍ଟ୍ରର ଏକ କୋର୍ଟ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ସୋସିଆଲ ମିଡିଆରେ କୌଣସି ବିଷୟବସ୍ତୁ ଉପରେ ଚାପ ପକାଇ ପାରିବେ ନାହିଁ କିମ୍ବା ନିୟନ୍ତ୍ରଣ କରିପାରିବ ନାହିଁ। କମ୍ପାନୀଗୁଡିକ ଠାରୁ ଦୂରରେ ରହିବାକୁ କୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ…
ଇମ୍ରାନଙ୍କ ଶାସନ ସମୟରେ ସାମ୍ବାଦିକଙ୍କୁ କରାଯାଉଥିଲା ଅପହରଣ; ସେନାକୁ ଦୋଷ ଦେଲେ ପ୍ରଧାନମନ୍ତ୍ରୀ
ଇସଲାମବାଦ,୫।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ମୁଖ୍ୟ ଇମ୍ରାନ ଖାନଙ୍କ ଶାସନ ସମୟରେ ବହୁ ସାମ୍ବାଦିକଙ୍କୁ ଅପହରଣ କରାଯାଇଛି। ଯାହାକୁ ନେଇ ମୁହଁ ଖୋଲିଛନ୍ତି ଇମ୍ରାନ। ଏନେଇ ସେ ସେନାକୁ ଦାୟୀ କରିଛନ୍ତି। ପାକିସ୍ତାନର ଏଜେନ୍ସି ଡନ ଏ…
ଜୁଲାଇ ୩ , ପୃ୍ଥିବୀର ସବୁଠାରୁ ଉତ୍ତପ୍ତ ଦିନ…
ଓ୍ବାଶିଂଟନ,୫।୭ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବଢୁଥିବା ଉତ୍ତାପ ଯୋଗୁଁ ସମଗ୍ର ବିଶ୍ୱ ଯନ୍ତ୍ରଣା ଭୋଗୁଛି। ଏହି ସମୟରେ, ଆମେରିକାର ନ୍ୟାଶନାଲ ସେଣ୍ଟର ଫର ପରିବେଶ ପୂର୍ବାନୁମାନ ଉତ୍ତାପ ଉପରେ ଏକ ରିପୋର୍ଟ…
ଦରଦାମ୍ ବୃଦ୍ଧି ପ୍ରସଙ୍ଗ: ଭାଜପାକୁ ଟାର୍ଗେଟ୍ କଲେ ଖାର୍ଗେ
ନୂଆଦିଲ୍ଲୀ,୫।୮: ଟମାଟୋ ଠାରୁ ଆରମ୍ଭ କରି ସମସ୍ତ ପନିପରିବାର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି। ଏବେ ବିରୋଧୀମାନେ ମଧ୍ୟ ଏ ନେଇ ସରକାରଙ୍କୁ ଘେରିଛନ୍ତି। ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…
ଅଗରକରଙ୍କ ନାଁରେ ଏମିତି ରେକର୍ଡ, ଯାହା ଆଜି ବି ରହିଛି ଅତୁଟ
ନୂଆଦିଲ୍ଲୀ,୫।୭: ଭାରତୀୟ କ୍ରିକେଟର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି ଅଜିତ ଅଗରକର। ପୁରୁଷ ଚୟନ କମିଟିର ଅଧ୍ୟକ୍ଷ ଭାବେ ଅଗରକରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସୂଚନା ଦିଆଯାଇଛି। ଅଜିତ ଅଗରକର ୪ ଡିସେମ୍ବର…
ସ୍କୁଲରେ ମୋବାଇଲ ବ୍ୟବହାର ବନ୍ଦ: ନେଦରଲାଣ୍ଡ ସରକାରଙ୍କ ନିଷ୍ପତ୍ତି…
ଆମଷ୍ଟରଡାମ,୫।୭ : ନେଦରଲାଣ୍ଡ ସରକାର ଆସନ୍ତା ବର୍ଷ ସୁଦ୍ଧା ବିଦ୍ୟାଳୟରେ ମୋବାଇଲ ଫୋନ, ଟାବଲେଟ ଏବଂ ସ୍ମାର୍ଟ ୱାଚ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ସରକାରଙ୍କ ଅନୁସାରେ ଏହି ଜିନିଷଗୁଡିକ ଛାତ୍ରମାନଙ୍କ ଅଧ୍ୟୟନରେ ବାଧା ସୃଷ୍ଟି କରୁଛି, ଯେଉଁଥିପାଇଁ ସେସବୁକୁ…
ଆଫଗାନିସ୍ତାନ ସଡକ ଦୁର୍ଘଟଣାରେ ୫ଦିନରେ ମଲେଣି ୨୦୦ରୁ ଅଧିକ
କାବୁଲ,୫।୭: ଆଫଗାନିସ୍ତାନ ଟ୍ରାଫିକ ପୋଲିସ ବିଭାଗର ଏକ ରିପୋର୍ଟ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯେଉଁଥିରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଗତ ପାଞ୍ଚ ଦିନ ମଧ୍ୟରେ ୨୦୦ରୁ ଅଧିକ ଲୋକଙ୍କର…
ଚାଇନାରେ ପାଣିପାଗ ବିପର୍ଯ୍ୟୟ: ପ୍ରବଳ ଉତ୍ତାପ ସହ ଅନେକ ସହରରେ ବନ୍ୟା ପରିସ୍ଥିତି, ରାଷ୍ଟ୍ରପତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ…
ବେଜିଂ,୫।୭ : ଆସନ୍ତା ମାସରେ ଚରମ ଉତ୍ତାପ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ବିଷୟରେ ଚାଇନା ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପ୍ରବଳ ବର୍ଷା ହେତୁ ଚାଇନା ବହୁତ କ୍ଷତି ସହିଛି। ହଜାର ହଜାର ଲୋକଙ୍କୁ ନିଜ ଘର ଛାଡି ନିରାପଦ ସ୍ଥାନକୁ…
Archives


