Home

ଶରଦଙ୍କ ପରେ ନିଜ ପରିବାରର ଆଉ ଜଣଙ୍କ ସହ କଡା ମୁକାବିଲା କରିବେ ଅଜିତ ପାଓ୍ବାର! ଆପତ୍ତିଜନକ ଟ୍ବିଟ୍‌ କରି ବର୍ଷିଲେ ରାହୁଲ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତି ଦିିନକୁ ଦିନ ନୂଆ ମୋଡ ନେଉଛି। ଅଜିତ ପାଓ୍ବାର ଶରଦ ପାଓ୍ବାରଙ୍କ ଦଳ ଛାଡିବା ପରେ ତାଙ୍କୁ ନେଇ ଶରଦଙ୍କ ପକ୍ଷରୁ ବିଭିନ୍ନ ବୟାନ ବାଜି ଜାରି ରହିଛି। ଏହିକ୍ରମରେ ସୁପ୍ରିୟା ସୁଲେ ମଧ୍ୟ ଅଜିତଙ୍କୁ ସମାଲୋଚନା…

‘ଗୋଟିଏ ମାସରେ ସବୁ ବିୟୁଟି ପାର୍ଲର ବନ୍ଦ କର’

କାବୁଲ,୫ା୭: ଆଫଗାନିସ୍ତାନ ସରକାରକୁ କାବୁ କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଦେଶର ସମସ୍ତ ବିୟୁଟି ପାର୍ଲର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବିୟୁଟି ପାର୍ଲର ଚଳାଉଥିବା ମହିଳାମାନଙ୍କୁ ଏକ ମାସର ସମୟ ଦିଆଯାଇଛି। ତେବେ ଏହି ନିଷେଧାଦେଶର କାରଣ ଦର୍ଶାଯାଇନାହିଁ। ସଂଗଠନ…

ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର

ନିରାକାରପୁର,୫।୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ସାହି ରେ ରହିଥିବା ଜୈନିକ ବୃଦ୍ଧ ଦମ୍ପତି ଙ୍କ ଘରୁ ଦୃବୃର୍ତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଚୋରେଇ ନେଇଥିବା ଥାନାରେ ଅଭିଯୋଗ…

୮ ବର୍ଷ ବାଳିକାଙ୍କ କଥାରେ ଅର୍ଥମନ୍ତ୍ରୀଙ୍କୁ ଫୋନ କଲେ ପୁଟିନ…

ମସ୍କୋ,୫।୭ : କ୍ରେମଲିନ ରୁଷିାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଭିଡିଓ ଜାରି କରିଛି ଯେଉଁଥିରେ ସେ ଜଣେ ୮ ବର୍ଷର ବାଳିକା ସହିତ ନଜର ଆସିଛନ୍ତି। ଏହି ଆଠ ବର୍ଷର ବାଳିକାଙ୍କର ନାମ ହେଉଛି ରାଇସାଟ ଅକିପୋଭା। ଉଭୟ ଫୋନରେ…

ୟୁସିସିକୁ ବିରୋଧ କଲା ଅକାଳୀ ଦଳ, ଭାଜପାକୁ ଆଇନା ଦେଖାଇବାକୁ କହିଲା…

ନୂଆଦିଲ୍ଲୀ,୫।୭ : କେନ୍ଦ୍ରରେ ଭାଜପାର ସହଯୋଗୀ ଥିବା ଅକାଳୀ ଦଳର ଦିଲ୍ଲୀ ୟୁନିଟ କେବଳ ୟୁସିସିକୁ ବିରୋଧ କରି ଭବିଷ୍ୟତର ସହଯୋଗ ପୂର୍ବରୁ ଭାଜପାକୁ ଦର୍ପଣ ଦେଖାଇବାକୁ କହିଛି। ଶିଖମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅକାଲୀ ଦଳ ଦିଲ୍ଲୀରେ…

ମାନ୍‌ଙ୍କ ନୂଆ ଘୋଷଣା: ସିଙ୍ଗୱାଲା ଟୋଲ ପ୍ଲାଜା ବନ୍ଦ…

ଚଣ୍ଡିଗଡ଼,୫।୭ : ପଞ୍ଜାବ ସରକାର ବୁଧବାର ମୋଗା-କୋଟକାପୁରା ରାସ୍ତାରେ ଥିବା ସିଙ୍ଗୱାଲା ଟୋଲ ପ୍ଲାଜାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଏହା ହେଉଛି ଦଶମ ଟୋଲ ପ୍ଲାଜା, ଯାହା ପଞ୍ଜାବ ସରକାର ବନ୍ଦ କରିବାକୁ ଯାଉଛନ୍ତି। ଏହି ଟୋଲ ପ୍ଲାଜା ବନ୍ଦ…

ଅଜିତ ଗୋଷ୍ଠୀଙ୍କ ପକ୍ଷରୁ ବିଧାୟକଙ୍କୁ କରାଯାଉଛି ଫୋନ୍‌! ଶରଦ ପାଓ୍ବାରଙ୍କୁ ସମ୍ମାନ କରନ୍ତୁ କିନ୍ତୁ…

ମୁମ୍ବାଇ,୫।୭:ଏନସିପି ଦଳର ମାଲିକାନା କାହା ହାତକୁ ଯିବ ଏବଂ କାହା ପାଖରେ ଅଧିକ ବିଧାୟକ ରହିବ ଏନେଇ ମହାରାଷ୍ଟ୍ର ରାଜନୀତିରେ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏହାରି ଭିତରେ ଅଜିତଙ୍କ ପାଓ୍ବାର ବୈଠକ ଡାକିଥିବାବେଳେ ବୁଧବାର ଦିନ ୧ଟାରେ ବୈଠକ ଡାକିଛନ୍ତି…

ଇସ୍ରୋକୁ ପ୍ରଶଂସା କଲା ନ୍ୟୁୟର୍କ ଟାଇମ୍ସ…

ହାଇଦ୍ରାବାଦ,୫।୭ : ଆମେରିକାର ସବୁଠାରୁ ପ୍ରତିଷ୍ଠିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ୍‌ଭାରତର ମହାକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛି। ଖବରକାଗଜ କହିଛି ବର୍ତ୍ତମାନ ଭାରତରେ ପ୍ରାୟ ୧୪୦ ଷ୍ଟାର୍ଟଅପ ରହିଛି। ଯାହାଦ୍ୱାରା ଭାରତ ଖୁବ ଶୀଘ୍ର ଚାଇନେ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ୧୯୬୩…

ପେଟ୍ରୋଲ ଲିଟର ପିଛା ହେବ ୧୫ ଟଙ୍କା: ନୀତିନ ଗଡକରୀ…

ଜୟପୁର,୫।୭ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ରାଜସ୍ଥାନର ପ୍ରତାପଗଡରେ କହିଛନ୍ତି ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ୧୫ ଟଙ୍କା ହୋଇପାରେ। ମୁଁ ଅଗଷ୍ଟରେ ଟୟୋଟା କମ୍ପାନୀ ଯାନ ଲଞ୍ଚ କରିବାକୁ ଯାଉଛି। ଏବେ ସମସ୍ତ ଯାନ ଚାଷୀଙ୍କ ଦ୍ୱାରା ପ୍ରସ୍ତୁତ…

କ୍ୟାବିନେଟ ବୈଠକରେ ସାମିଲ ହେଲେନି କିଷନ ରେଡ୍ଡୀ, କିଛି ସମୟ ପରେ ଦେଇପାରନ୍ତି ଇସ୍ତଫା

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଡକାଯାଇଥିଲା। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଜି କିଷନ ରେଡ୍ଡୀ ସାମିଲ ହୋଇନାହାନ୍ତି। ଏହି ସମୟରେ ଖବର ସାମ୍ନାକୁ ଆସିଛି ଯେ, କିଷନ ରେଡ୍ଡୀ କିଛି ସମୟ ପରେ ମନ୍ତ୍ରୀ…

ଅଜିତ ପାଓ୍ବାରଙ୍କ ଏଣ୍ଟ୍ରି ପରେ ସିନ୍ଦେ ଶିବିରରେ ହଟଚମଟ, ଏନସିପିକୁ ସରକାରରେ ସାମିଲ କରିବା ନେଇ ନା ଖୁସ କିଛି ବିଧାୟକ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୂହୁର୍ତ୍ତରେ ଘଡିକରେ ଘୋଡା ଛୁଟୁଛି। ପୁତୁରା ଅଜିତ ପାୱାର ଶରଦ ପାୱାରଙ୍କ ଦଳ ଛାଡି ଭାଜପା-ସିନ୍ଦେ(ଶିବସେନା)ମେଣ୍ଟରେ ଯୋଗ ଦେଇଛନ୍ତି। ଏବଂ ଏକାଥରକେ ଉପ ମୁଖ୍ୟମନ୍ତ୍ରୀର ପଦ ହାତେଇଛନ୍ତି। ଦୁଇ ପାଓ୍ବାରଙ୍କ ମଧ୍ୟରେ ଦଳର ମାଲିକାନାକୁ ନେଇ…

ଭାରତ ମହାସାଗର ତଳେ ଲୁଚି ରହିଛି ଗ୍ରାଭିଟି ହୋଲ୍‌…

ଓ୍ବାଶିଂଟନ,୫।୭ : ସାଧାରଣତଃ ବିଶ୍ୱାସ କରାଯାଏ ଆମ ପୃଥିବୀ ସମ୍ପୂର୍ଣ୍ଣ ଗୋଲାକାର। କିନ୍ତୁ ଯଦି ଏହାର ସମସ୍ତ ଜଳ ଅପସାରିତ ହୁଏ, ତେବେ ଏହା ଚଟାଣ ଭଳି ଦେଖାଯିବ ଏବଂ ସ୍ଥାନଗୁଡ଼ିକରେ ଆବୁଡା ଖାବୁଡ଼ା ଭଳି ଦେଖିଯିବ। ସେହିଭଳି, ପୃଥିବୀର ସବୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri