Home

ପାର୍ଲାମେଣ୍ଟରେ ଆଗକୁ ବିଜେଡି ପାଇଁ ବଡ଼ ପରୀକ୍ଷା

ନୂଆଦିଲ୍ଲୀ,୩୧ା୭: ମଣିପୁର ପ୍ରସଙ୍ଗରେ ବିରୋଧୀ ପାର୍ଲାମେଣ୍ଟରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ତାହା ଉପରେ କେଉଁଦିନ ବିତର୍କ ହେବ ତାହା ସୋମବାର ସ୍ଥିର ହେବ। ସେହିପରି ଆସନ୍ତା ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର(ସଂଶୋଧନ) ବିଲ୍‌ ଉପରେ…

ଦିଲ୍ଲୀରେ ଶିଶୁଚାଲାଣ ୬୮% ବୃଦ୍ଧି

ନୂଆଦିଲ୍ଲୀ,୩୧ା୭: ଦେଶର ରାଜଧାନୀ ଦିଲ୍ଲୀରେ ଶିଶୁ ଚାଲାଣ ଚିନ୍ତାଜନକ ହୋଇଛି। କୋଭିଡ୍‌ର ପୂର୍ବ ଓ ପରବର୍ତ୍ତୀ ସମୟକୁ ତୁଳନା କଲେ ଏଠାରେ ଶିଶୁ ଚାଲାଣ ମାମଲା ୬୮% ବୃଦ୍ଧି ପାଇଛି। ତେବେ ୨୦୧୬ରୁ ୨୦୨୨ ମଧ୍ୟରେ ହୋଇଥିବା ଶିଶୁ ଚାଲାଣ ଅଭିଯୋଗ…

୧୩.୧୩ ଲକ୍ଷ ଝିଅ, ମହିଳା ନିଖୋଜ

ନୂଆଦିଲ୍ଲୀ,୩୧ା୭ (ପି.ଟି.): ଭାରତରେ ୨୦୧୯ରୁ ୨୦୨୧ ତିନି ବର୍ଷ ମଧ୍ୟରେ ୧୩.୧୩ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଓ ଝିଅ ନିଖୋଜ ହୋଇଯାଇଛନ୍ତି। ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ପାଖାପାଖି ୨ ଲକ୍ଷ ନିଖୋଜ ହୋଇଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ରହିଛି। ଏହି ସମୟ…

ସରକାର ବିଫଳ, ପ୍ରଧାନମନ୍ତ୍ରୀ ଉଦାସୀନ

ନୂଆଦିଲ୍ଲୀ,୩୧ା୭: ପ୍ରାୟ ୩ ମାସ ଧରି ହିଂସା ଲାଗିରହିଥିବା ମଣିପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଏହାର ସମାଧାନ କରି ଶାନ୍ତି ଫେରାଇ ଆଣିବାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଭାଜପା ସରକାର ବିଫଳ ହୋଇଛନ୍ତି। ଏତେ ସବୁ ଘଟିଯିବା…

ସୀମା ଚର୍ଚ୍ଚାକୁ ଆସିବା ପରେ ବଢିଲା ସଚିନଙ୍କ ପରିବାରର ମୁସ୍କିଲ

ନୂଆଦିଲ୍ଲୀ,୩୦।୭: ପାକିସ୍ତାନରୁ ବେଆଇନ ଭାବେ ଭାରତ ଆସି ଗ୍ରେଟର ନଏଡାରେ ଭାରତୀୟ ଯୁବକ ସଚିନ ମିଣାଙ୍କ ସହ ରହୁଥିବା ସୀମା ହାଇଦର ଏବେ ଖୁବ ଚର୍ଚ୍ଚାରେ। ଏବେ ଏହାକୁ ନେଇ ସଚିନଙ୍କ ଘରେ ଖାଇବା ପିଇବାରେ ସମସ୍ୟା ଦେଖାଯିବା ସହ ସେମାନଙ୍କ…

ବିଶେଷ ସଫଳତା ହାସଲ କଲେ ବ୍ରଡ-ଆଣ୍ଡରସନ

ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଲଣ୍ଡନରେ ଖେଳାଯାଉଛି। ଇଂଲଣ୍ଡର କିମ୍ବଦନ୍ତୀ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଏହି ମ୍ୟାଚ୍‌ରେ…

ପାକିସ୍ତାନ ବଜାରରେ ବିସ୍ଫୋରଣ, ଅତିକମରେ ୨୦ ମୃତ

ଇସଲାମାବାଦ,୩୦।୭: ପାକିସ୍ତାନର ଖେବର ପଖତୁନଖ୍ବା ବଜାରରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଜମିୟତ…

ପାର୍ଟଟାଇମ୍‌ ଆକ୍ଟିଂ କରିବାକୁ ଆଗ୍ରହୀ ଦିଆ

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଅଭିନୟ ବ୍ୟତୀତ ପରିବେଶ ସୁରକ୍ଷା ନେଇ ପ୍ରାୟତଃ ସ୍ବର ଉତ୍ତୋଳନ କରିଥାନ୍ତି। ସେ ନିଜ କ୍ୟାରିୟରରେ ପାର୍ଟଟାଇମ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବାକୁ…

ମଧ୍ୟ ରୁଷିଆରେ ପ୍ରବଳ ବର୍ଷା, ଘୂର୍ଣ୍ଣିଝଡ଼ରେ ୧୦ ମୃତ

ମସ୍କୋ,୩୦।୭: ମଧ୍ୟ ରୁଷିଆରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ରେ ବଡ ବଡ ଗଛ ଉପୁଡି ପଡିଛି। ବିଜୁଳି କାଟ ବି ହୋଇଛି। ଏହି ପ୍ରାକୃତିକ ଦୁର୍ଘଟଣାରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ରୁଷିଆର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ରବିବାର…

ଭାଇରାଲ ହେଲା ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଅଡିଓ, ଫୋନରେ ସ୍ବାମୀଙ୍କୁ ଗାଳି ଦେଲେ

ନୂଆଦିଲ୍ଲୀ,୩୦।୭: ରାଜସ୍ଥାନର ଅଲଓ୍ବରରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଏବେ ଲଗାତାର ଭାବେ ରହୁଛନ୍ତି ଚର୍ଚ୍ଚାରେ। ସେଠାକୁ ଯାଇ ସେ ଇସଲାମ ଧର୍ମ ଗ୍ରହଣ କରିବା ସହ ଏବେ ସେ ଫାତିମା ହୋଇଯାଇଛନ୍ତି। ଏହାସହ ସେ ତାଙ୍କ ପ୍ରେମିକ ନସରୁଲ୍ଲାହଙ୍କ ସହ ନିକାହ…

ଭକ୍ତଙ୍କ ପାଇଁ ଖୋଲିଲା ରାମ ଜନ୍ମଭୂମି ପଥ

ଅଯୋଧ୍ୟା,୩୦।୭: ଭକ୍ତମାନଙ୍କ ପାଇଁ ରବିବାର ଶ୍ରୀ ରାମ ଜନ୍ମଭୂମି ପଥ ଖୋଲା ଯାଇଛି। ରାସ୍ତା ଖୋଲିବା ମାତ୍ରେ ଭକ୍ତମାନେ ରାମଲାଲା ଜପ କରିଥିଲେ। ଏହା ବିର୍ଲା ଧର୍ମଶାଳାରୁ ସୁଗ୍ରିବ ଦୁର୍ଗ ଦେଇ ରାମଲଲା ଦରବାରକୁ ଯିବ। ଏହି ପଥ ୬୦୦ ମିଟର…

ବ୍ରିଟେନରେ ମୂଳ ଭାରତୀୟ ବାସିନ୍ଦା ଡାକ୍ତରଙ୍କୁ ୧୮ ମାସ ଜେଲ

ଲଣ୍ଡନ,୩୦।୭: ଭାରତରେ ଦୁଇ ବର୍ଷ ଧରି ମସାଜ୍‌ ଥେରାପିଷ୍ଟ ଭାବେ ତାଲିମପ୍ରାପ୍ତ ବୋଲି ଦାବି କରୁଥିବା ଜଣେ ଭାରତୀୟ ମୂଳ ଡାକ୍ତରଙ୍କୁ ବ୍ରିଟେନ କୋର୍ଟ ୧୮ ମାସର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ ମହିଳା ରୋଗୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଦୋଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?