Home

ମୋଦିଙ୍କ ଟିଫିନ ବୈଠକ: କର୍ମୀଙ୍କ ସହ ଖାଇଲେ ଖେଚୁଡି

ବାରାଣସି,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରେକା ଗେଷ୍ଟ ହାଉସରେ ଶୁକ୍ରବାର ରାତିରେ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ କେହି କେହି ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ କେତେକ ପାର୍ଟି ସହିତ ଜଡିତ ଥିଲେ । ସେ ଶ୍ରମିକମାନଙ୍କ ସହିତ…

ଚାଇନା ସେନା ବିକଶିତ କରୁଛନ୍ତି ମସ୍ତିଷ୍କକୁ ଆଘାତ କରିପାରିବା ଭଳି ଅସ୍ତ୍ର, ବିଶ୍ୱ ପାଇଁ ହୋଇପାରେ ସତର୍କ ଘଣ୍ଟି

ବେଜିଂ,୮।୭: କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିସିପି) ଏବଂ ଚାଇନା ସେନାବାହିନୀ ବର୍ତ୍ତମାନ ଏକ ନୂତନ ପ୍ରକାରର ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଏହି ଅସ୍ତ୍ର ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।…

ବ୍ରହ୍ମୋସ, ଅଗ୍ନୀ, ୟୁସିଭି ଭଳି ମିଶାଇଲର ତଥ୍ୟ ପାକିସ୍ତାନ ପଠାଇଲେ ଡିଆରଡିଓ ସାଇଣ୍ଟିଷ୍ଟ, ଚାର୍ଜସିଟରେ ଦିଆଯାଇଛି ଅନେକ ତଥ୍ୟ

ନୂଆଦିଲ୍ଲୀ,୮।୭: ପଡୋଶୀ ଦେଶ ପାକିସ୍ତାନ ସହ ଗୁଇନ୍ଦା ତଥ୍ୟ ଶେୟାର କରିବା ଅଭିଯୋଗରେ ଗିରଫ ହୋଇଥିବା ସାଇଣ୍ଟିଷ୍ଟ ପ୍ରଦିପ କୁରୁଲକରଙ୍କୁ ନେଇ ଚାର୍ଜସିଟରେ ବହୁ ତଥ୍ୟ ସାମ୍ନାକୁ ଆସିଛି। ଏଟିଏସ ଜୁନ ୩୦ରେ ଏକ ସ୍ବତନ୍ତ୍ର କୋର୍ଟଙ୍କୁ ଚାର୍ଜସିଟ ଦେଇଥିଲେ, ଯେଉଁଥିରେ…

ଧାନ କ୍ଷେତରେ ରାହୁଲ

ସୋନିପତ,୮।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ହଠାତ୍‌ ବରୋଦା ଗସ୍ତ କରିଛନ୍ତି। ସେଠାରେ ସେ ମଦିନା ଗାଁରେ ପହଞ୍ଚି କ୍ଷେତରେ ଥିବା ଚାଷି ଓ ଶ୍ରମିକଙ୍କ ସହ କଥା ହୋଇ ଫସଲ ସମ୍ପର୍କରେ କିଛି ତଥ୍ୟ ନେଇଛନ୍ତି,…

୪୨ବର୍ଷରେ ପଦାର୍ପଣ କଲେ ଧୋନୀ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ସଚିନ ତେନ୍ଦୁଲକର, ହରଭଜନ ସିଂ ଓ ବୀରେନ୍ଦ୍ର ସେହ୍ବାଗ ଭଳି ଭାରତୀୟ କିମ୍ବଦନ୍ତୀଙ୍କ ସମେତ ସମଗ୍ର ବିଶ୍ୱର ଅଗ୍ରଣୀ…

ଇଂଲଣ୍ଡ ୨୩୭, ଅଷ୍ଟ୍ରେଲିଆ ୧୧୬/୪

ଲିଡ୍ସ, ୮।୭: ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏହାର ପ୍ରଥମ ଇନିଂସରେ ୨୩୭ ରନକରି ଅଲ୍‌ଆଉଟ ହୋଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୧୧୬…

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

କୋଲକାତା,୮।୭: ନିର୍ବାଚନ ପ୍ରଚାରକୁ ନେଇ ବହୁ ପରିଶ୍ରମ, ପାର୍ଥୀପତ୍ର ଦାଖଲ ସମୟରେ ହିଂସା, ବହୁ ଘଟଣା ଦୁର୍ଘଟଣା ପରେ ଶେଷରେ ଶନିବାର ସକାଳେ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ। ପ୍ରାର୍ଥୀପତ୍ର ଦାଖଲ ସମୟରେ ହୋଇଥିବା ହିଂସା…

ପ୍ଲେବଏ ବଙ୍ଗଳାର ଗୁମର ଖୋଲିବେ ଖ୍ରୀଷ୍ଟାଲ

ଓ୍ବାଶିଂଟନ୍‌: ଆମେରିକୀୟ ମାଗାଜିନ୍‌ ପ୍ଲେବଏର ପ୍ରତିଷ୍ଠାତା ହଗ୍‌ ହେଫ୍‌ନରଙ୍କ ସ୍ତ୍ରୀ ଖ୍ରୀଷ୍ଟାଲ ହେଫ୍‌ନର ପ୍ଲେବଏ ବଙ୍ଗଳାର ଗୁମର ଖୋଲିବା ନେଇ ଦାବି କରିଛନ୍ତି। ଏ ନେଇ ସେ ଏକ ପୁସ୍ତକ ଲେଖିଥିବାବେଳେ ଆଗାମୀ ଦିନରେ ତାହାର ଉନ୍ମୋଚନ କରିବେ। ଯେଉଁଥିରେ ଆଇକନିକ୍‌…

ଦ୍ୱିପାକ୍ଷିକ ସହଭାଗିତାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନର ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଉକ୍ତ ଗସ୍ତରେ ଆସିଥିବା ଜାପାନ ଏମ୍‌ପିଙ୍କ ଏକ ପ୍ରତିନିଧି ଦଳ ‘ଗଣେଶ’ ଗ୍ରୁପ୍‌କୁ ଫେଡେରେଶନ…

ବିଜିୟୁର ନବାଗତ ଏମ୍‌ବିଏ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୮।୭: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଶୁକ୍ରବାର ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଉକ୍ତ ଉତ୍ସବରେ ୨୦୨୩-୨୫ ବ୍ୟାଚ୍‌ର ମାଷ୍ଟର ଅଫ୍‌ ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେଶନ (ଏମ୍‌ବିଏ) ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ…

କାନାରା ରୋବେକୋ ମଲ୍ଟି କ୍ୟାପ୍‌ ଫଣ୍ଡ୍‌

ଭୁବନେଶ୍ୱର,୮।୭: କାନାରା ରୋବେକୋ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘କାନାରା ରୋବେକୋ ମଲ୍ଟି କ୍ୟାପ୍‌ ଫଣ୍ଡ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହି ନୂତନ ଫଣ୍ଡ୍‌ ଅଫର ବିଭିନ୍ନ ବଜାର ପୁଞ୍ଜୀକରଣର କମ୍ପାନୀଗୁଡ଼ିକରେ ନିବେଶ କରୁଛି। ଏପରିକି ଏହାର…

ବ୍ୟବସାୟରେ ବିଶ୍ୱାସ-ନୈତିକତା ରହିବା ଆବଶ୍ୟକ

ଭୁବନେଶ୍ୱର,୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂଘ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି) ପକ୍ଷରୁ ଏକ ଦିନିକିଆ ତଥା ୫ମ କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ସ୍ପନ୍‌ସିବିଲିଟି (ସିଏସ୍‌ଆର୍‌) ସମ୍ମିଳନୀ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ମେନ୍‌ଷ୍ଟ୍ରିମିଂ ସିଏସ୍‌ଆର୍‌ ଫର୍‌ ଇନ୍‌କ୍ଲୁସିଭ୍‌ନେସ୍‌’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri