Posted inଜାତୀୟ

ଭାଇରାଲ ହେଲା ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଅଡିଓ, ଫୋନରେ ସ୍ବାମୀଙ୍କୁ ଗାଳି ଦେଲେ

ନୂଆଦିଲ୍ଲୀ,୩୦।୭: ରାଜସ୍ଥାନର ଅଲଓ୍ବରରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଏବେ ଲଗାତାର ଭାବେ ରହୁଛନ୍ତି ଚର୍ଚ୍ଚାରେ। ସେଠାକୁ ଯାଇ ସେ ଇସଲାମ ଧର୍ମ ଗ୍ରହଣ କରିବା ସହ ଏବେ ସେ ଫାତିମା ହୋଇଯାଇଛନ୍ତି। ଏହାସହ ସେ ତାଙ୍କ ପ୍ରେମିକ ନସରୁଲ୍ଲାହଙ୍କ ସହ ନିକାହ କରି ନେଇଛନ୍ତି। ଏବେ ଅଞ୍ଜୁଙ୍କର ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ପୂର୍ବତନ ସ୍ବାମୀ ଅରବିନ୍ଦଙ୍କ ସହ କଥା ହେଉଥିବା ଶୁଣାଯାଉଛି। ଏହି କଥାବାର୍ତ୍ତା ମଧ୍ୟରେ ଅଞ୍ଚୁ ଲଗାତାର ଭାବେ ତାଙ୍କ ପୂର୍ବତନ ସ୍ବାମୀଙ୍କୁ ଗାଳି ଦେବାରେ ଲାଗିଛନ୍ତି।

ନିକଟରେ ଅଞ୍ଜୁ ଭାରତରେ ରହୁଥିବା ତାଙ୍କ ସ୍ବାମୀ ଅରବିନ୍ଦଙ୍କୁ ଡାକିଥିଲେ। ଯାହାର ଅଡିଓ ଭାଇରାଲ ହୋଇଥିଲା। ଭାଇରାଲ ଅଡିଓରେ ସେ ଅରବିନ୍ଦଙ୍କୁ ଖରାପ କଥା କହିଥିଲେ, ଯାହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଞ୍ଜୁ ଅରବିନ୍ଦଙ୍କୁ କହିଛନ୍ତି ଯେ ଆପଣ ଗଣମାଧ୍ୟମରେ କ’ଣ ନିବୋଧ କାର୍ଯ୍ୟ କରୁଛନ୍ତି, ଆପଣ କ’ଣ ଯାହା ପାଉଛନ୍ତି ତାହା କହୁଛନ୍ତି। ନିଜ ବିଷୟରେ ମଧ୍ୟ କୁହ, ତୁମେ କି ପ୍ରକାର ବ୍ୟକ୍ତି। ଆପଣ ଗଣମାଧ୍ୟମ ସାମ୍ନାରେ ନାଚୁଛନ୍ତି ବୋଲି ଅରବିନ୍ଦଙ୍କୁ ଗାଳି ଦେଇ କହିଥିଲେ ଅଞ୍ଜୁ।

ଏହାର ଉତ୍ତରରେ ଅରବିନ୍ଦ କହିଛନ୍ତି ଯେ ତୁମେ ମଧ୍ୟ ସେଠାରେ ବିବାହ କରିଛ, ବୁଲାବୁଲି କରୁଛ। ଅଞ୍ଜୁ ଏହା ଉପରେ କହିଛନ୍ତି ଏହା ମୋର ଇଚ୍ଛା, ମୁଁ ଯାହା ଚାହେଁ ତାହା କରିବ। ମୁଁ ପିଲାମାନଙ୍କ ପାଇଁ ଫେରିବ। ହେଲେ ଏହି ଅଡିଓ ତେକେ ସତ ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri