Home

ମଣିପୁରରେ ମୈତେଇ-କୁକି-ନାଗା ସମ୍ପ୍ରଦାୟର ସଂଘର୍ଷ କେବେଠାରୁ ହୋଇଥିଲା ଆରମ୍ଭ, ଜାଣନ୍ତୁ ତା’ର ଇତିହାସ

ଇମ୍ଫାଲ,୩୧।୫:ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ସେନା କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୪୦ଉଗ୍ରପନ୍ଥୀ ନିହତ ହେବା ନେଇ ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ କୁକି ଜାତୀୟ ସଂଗଠନ…

କୁଖ୍ୟାତ ଅପରାଧୀ ଚକ୍ରଧରଙ୍କୁ ତଡ଼ିପାର କଲା ପୋଲିସ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ରାଜଧାନୀର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁଙ୍କୁ କମିଶନରେଟ୍‌ ପୋଲିସ ତଡ଼ିପାର ନିର୍ଦ୍ଦେଶ ଦେଇଛି। କମିଶନରେଟ୍‌ ପୋଲିସ ପକ୍ଷରୁ ୬ ମାସ ପାଇଁ ଚକ୍ରଧରଙ୍କୁ ତଡ଼ିପାର ନୋଟିସ୍‌ କରାଯାଇଛି। ଏହି ଆଦେଶ ଇନ୍‌ଫୋସିଟି ଥାନା ଅଞ୍ଚଳ ଏବଂ ଭୁବନେଶ୍ୱର ସହରାଞ୍ଚଳ ପୋଲିସ…

ପୂର୍ବ ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ: ୫ ପାଲେଷ୍ଟାଇନ ଆତଙ୍କବାଦୀ ନିହତ, ୧୦ ଆହତ

ସିରିଆ,୩୧ା୫: ବୁଧବାର ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୫ ଜଣ ପାଲେଷ୍ଟାଇନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଗୋଷ୍ଠୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଲିବରେସନ୍‌ ଅଫ୍‌ ପାଲେଷ୍ଟାଇନ-ଜେନେରାଲ କମାଣ୍ଡର ଅନଓ୍ବର୍‌ ରାଜା କହିଛନ୍ତି, ଇସ୍ରାଏଲ ଆକ୍ରମଣ…

ପୁଣିଥରେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ

ଛତ୍ରପୁର,୩୧ା୫(ଡି.ଏନ୍‌.ଏ.): ପୁଣିଥରେ ପଦାରେ ପଡ଼ିଛି ଗଞ୍ଜାମ ବିଜେଡିର ଗୋଷ୍ଠୀ କନ୍ଦଳ। ଗଞ୍ଜାମ ଗ୍ରାସୀମ ଇଣ୍ଡଷ୍ଟ୍ରି କେମିକାଲ ଡିଭିଜନ ଶ୍ରମିକ ୟୁନିୟନ ନିର୍ବାଚନରେ ବାଜି ମାରିନେଇଛନ୍ତି ଛତ୍ରପୁର ବିଧାୟକଙ୍କ ବିରୋଧୀ ଗୋଷ୍ଠୀ। ବିରୋଧୀ ଗୋଷ୍ଠୀ ୫୨ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଧାୟକଙ୍କ ଗୋଷ୍ଠୀ…

୩୩ ବର୍ଷ ପରେ ଛୋଟ ପରଦାକୁ ଫେରିବେ ରାମାୟଣର ସୀତା…

ମୁମ୍ବାଇ,୩୧।୫ : କିଏ ଅବା ଟିଭି ଅଭିନେତ୍ରୀ ଦୀପିକା ଚିଖାଲିୟାଙ୍କୁ ନ ଜାଣନ୍ତି। ସେ ରାମାନନ୍ଦ ସାଗରଙ୍କ ଶୋ ’ରାମାୟଣରେ ସୀତା ଭୂମିକାରେ ଅଭିନୟ କରିବା ପରେ ଏକ ଘରୋଇ ନାମ ପାଲଟିଥିଲେ। ଏହି ଶୋ ତାଙ୍କୁ ବହୁ ଖ୍ୟାତି ଦେଇଥିଲା।…

ଏଣିକି ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା ବଦଳିବ। ଏଥର ଗୋଟିଏ ଦିନରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ଶିକ୍ଷାବର୍ଷଠାରୁ ଏକାସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ…

ପହଁରିବା ମତେ ବି ଜଣା ଅଛି, ଗଙ୍ଗାରେ ମେଡାଲ ବିସର୍ଜନ କଲେ ମତେ ମିଳିବନି ଫାଶୀ: ବ୍ରିଜ ଭୂଷଣ…

ନୂଆଦିଲ୍ଲୀ,୩୧।୫ : ରେସଲିଂ ଫେଡେରେଶନର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ଗଙ୍ଗାରେ କୁସ୍ତିଯୋଦ୍ଧାଙ୍କ ମେଡାଲ ବିସର୍ଜନ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିଂ କହିଛନ୍ତି, ଗଙ୍ଗାରେ ପଦକ ଫିଙ୍ଗିଥିବାରୁ ବ୍ରିଜ ଭୂଷଣଙ୍କୁ ଫାଶୀ ଦିଆଯିବ ନାହିଁ। ସେ କହିଛନ୍ତି,…

ଓଟିଟି ପ୍ଲାଟର୍ଫମରେ ତମାଖୁ ନେଇ ଚେତାବନୀ ଜାରି କରିବା ଅନିବାର୍ଯ୍ୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିୟମରେ ସଂଶୋଧନ…

ନୂଆଦିଲ୍ଲୀ,୩୧।୫ : ବିଶ୍ୱ ତମାଖୁ ନିରୋଧୀ ଦିବସରେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ ଅନୁଯାୟୀ ସଂଶୋଧିତ ନିୟମାବଳୀ ଏବଂ ଓଟିଟି (ଓଭର ଦ ଟପ) କାର୍ଯ୍ୟକ୍ରମ ପାଇଁ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ…

ସିଙ୍ଗାପୁର ଯିବେ ଗଞ୍ଜାମର ମିଶନ ଶକ୍ତି ମହିଳା

ଛତ୍ରପୁର,୩୧।୫(ଡିଏନଏ ): ଦୁବାଇ ପରେ ଏବେ ସିଙ୍ଗାପୁର ଯିବେ ଗଞ୍ଜାମ ଜ଼ିଲାର ମିଶନ ଶକ୍ତି ମହିଳା। ମହିଳା ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ବ ଦରବାରରେ ଉପଲବ୍ଧ ହେବ ବୋଲି ଏନେଇ ଗଞ୍ଜାମ ଜିଲାପାଳ ଘୋଷଣା କରିଛନ୍ତି। ଜିଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ…

ବିରୋଧୀ ଏକତାରେ ଫାଟ: କଂଗ୍ରେସ-ଟିଏମସି ମୁହାଁମୁହିଁ …

କୋଲକାତା,୩୧।୫ : ପଶ୍ଚିମବଙ୍ଗରେ ଭାଜପା ବିରୋଧରେ ଏକତା ଅଭିଯାନରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ଏକମାତ୍ର କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେବା ପରେ ଉଭୟ ଦଳ ମଧ୍ୟରେ…

ଭୁଲ୍‌ରେ ବି ଏହି ୩ କଥା କାହା ଆଗରେ କୁହନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କଥା କହିଛନ୍ତି। ଯାହା ଆଜି ବି ମାନବ ସମାଜ ଏବଂ ପରିବାରରେ ଦୈନନ୍ଦିନ ଜୀବନଯାପନ କରିବାରେ ଶିକ୍ଷା ଦେଇଥାଏ। ଆଚାର୍ଯ୍ୟ ଚାଣକ୍ୟ ଅର୍ଥ, ସ୍ବାସ୍ଥ୍ୟ, ବ୍ୟବସାୟ, ଦାମ୍ପତ୍ୟ ଜୀବନ, ଜୀବନର ସଫଳତା ସହିତ ଜଡ଼ିତ…

ପାକିସ୍ତାନୀ ବିମାନକୁ ଜବତ କଲା ମାଲେସିଆ, ଲିଜ୍‌ ଟଙ୍କା ନ ଦେବାରୁ ବନ୍ଧା ପଡିଲା…

ଇସଲାମବାଦ୍‌,୩୧।୫: ଆର୍ଥିକ ମାନ୍ଦାବାସ୍ଥା ଦେଇ ଗତି କରୁଛି ପାକିସ୍ତାନ। ତେବେ ଏମଧ୍ୟରେ ପାକିସ୍ତାନକୁ ପୁଣି ଆନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡିଛିି। ମାଲେସିଆ ପାକିସ୍ତାନର ସରକାରୀ କମ୍ପାନୀ ପିଆଇଏର ଏକ ବିମାନ ଜବତ କରିଛି। ପାକିସ୍ତାନର ଏକ ନ୍ୟୁଜ ୱେବସାଇଟ ଅନୁଯାୟୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri