ଏଲନ ମସ୍କଙ୍କ ପିଲାଦିନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…
ଓ୍ବାଶିଂଟନ,୯।୭ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିଲିୟନେୟାର ଏଲନ ମସ୍କ ହେଡଲାଇନରେ ରହିଆସୁଛନ୍ତି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଙ୍କ ଅନୁଗାମୀ ଏବଂ ସମର୍ଥକମାନଙ୍କୁ ତାଙ୍କ ଜୀବନ, କାର୍ଯ୍ୟ ଏବଂ ବିଭିନ୍ନ କମ୍ପାନୀଗୁଡିକର ଅତ୍ୟାଧୁନିକ…
ଭାରତର ମୋଷ୍ଟ ଓ୍ବାଣ୍ଟେଡ ଅଲ କାଏଦା ଆତଙ୍କବାଦୀ ଇକରାମୁଲ ଢାକାରେ ଗିରଫ…
ଢାକା,୯।୭ : ଭାରତର ‘ମୋଷ୍ଟ ୱାଣ୍ଟେଡ’ ଅଲ କାଏଦା ଆତଙ୍କବାଦୀ ଇକରାମୁଲ ହକ ଛଦ୍ମନାମ ଆବୁ ତାଲହାଙ୍କୁ ତାଙ୍କ ସ୍ତ୍ରୀ ଫରିଆ ଆଫ୍ରିନଙ୍କ ସହ ବାଂଲାଦେଶରେ ଗିରଫ କରାଯାଇଛି। ବାଂଲାଦେଶ ଦୈନିକ ପ୍ରୋଥୋମାଲୋ ରିପୋର୍ଟ କରିଛି ଢାକାର ସବୁଜ ବାଗ ଅଞ୍ଚଳରୁ…
ଇଣ୍ଡଷ୍ଟ୍ରି ଛାଡ଼ିବାର କାରଣ କହିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ୧୯୯୧ ଫିଲ୍ମ ‘ଫୁଲ୍ ଔର୍ କାଣ୍ଟେ’ ଅଜୟ ଦେବଗନଙ୍କୁ ସୁପରଷ୍ଟାର କରିଥିଲା। ଏହି ଫିଲ୍ମଟି କେବଳ ପରଦାରେ ଏକ ସୁପର ହିଟ୍ ନୁହେଁ, ଏହାର ଷ୍ଟଣ୍ଟ୍ ଅନେକ ବର୍ଷ ଧରି ରହିଥିଲା। ଏହି ଫିଲ୍ମରେ ମଧୁ ଅଜୟ ଦେବଗନଙ୍କ ସହ…
ସୁଦାନରେ ଗୃହଯୁଦ୍ଧ ସଙ୍କଟ ଘନେଇଲା: ସେନା-ଆରଏସଏଫ ମୁହାଁମୁହିଁ…
ଖାର୍ତୁମ,୯।୭ : ସୁଦାନରେ ଗୃହଯୁଦ୍ଧ ସଙ୍କଟ ଘନେଇବାରେ ଲାଗିଛି। ସୁଦାନ ସେନା ଏବଂ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସୁଦାନର ଓମଡୁରମାନ ସହରରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମର…
କୁରାନ ଜଳେଇବା ଘଟଣା: ସ୍ବିଡେନ ବିରୋଧରେ ଯୁଦ୍ଧ ଘୋଷଣା କଲା ପାକିସ୍ତାନ!
ଇସଲାମବାଦ,୯।୭: ସ୍ବିଡେନ୍ରେ ଇଦ୍ ଅବସରରରେ ଜଣେ ବ୍ୟକ୍ତି କୁରାନ ଜଳାଇବା ଘଟଣାକୁ ନେଇ ପାକିସ୍ତାନରେ ବିରୋଧ ଜାରି ରହିଛି। ଏହି ଘଟଣାରେ ପାକିସ୍ତାନୁ ଶୁକ୍ରବାର କଳା ଦିବସ ଭାବେ ପାଳନ କରିଥିଲା। ସେହି ଦିନ ତେହେରିକ-ଇ-ଲାବବାଇକ ପାକିସ୍ଥାନ (ଟିଏଲପି) ନେତା ସାଦ…
ମେଟା ସିଇଓଙ୍କ ସୁରକ୍ଷାରେ ୩ ବର୍ଷରେ ବିପୁଳ ଖର୍ଚ୍ଚ, ଚଳିତ ବର୍ଷ ଖର୍ଚ୍ଚ ହେଲାଣି ୧୧୫ କୋଟି…
ଓ୍ବାଶିଂଟନ,୯।୭ : ଫେସବୁକ ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆଜିକାଲି ତାଙ୍କର ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ ଏବଂ ନିଜସୁରକ୍ଷା ପାଇଁ ଖର୍ଚ୍ଚ ପାଇଁ ଚର୍ଚ୍ଚାରେ ଅଛନ୍ତି। ଜୁକରବର୍ଗଙ୍କ କମ୍ପାନୀ ଗତ ତିନିବର୍ଷ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ୪୦…
ନ୍ୟୁୟର୍କ ସମୁଦ୍ର ତଟରେ ସାର୍କ ଆତଙ୍କ
ନ୍ୟୁୟର୍କ,୯।୭: ନ୍ୟୁୟର୍କ ସମୁଦ୍ର କୂଳରେ ସାର୍କ ଆତଙ୍କ ବୃଦ୍ଧି ପାଇଛି। ଗତ କିଛି ଦିନ ମଧ୍ୟରେ ଲଙ୍ଗ ଦ୍ୱୀପ ଉପକୂଳରେ ସାର୍କ ଆକ୍ରମଣରେ ଅନେକ ଲୋକ ଶିକାର ହୋଇଛନ୍ତି।ସାର୍କ ଆତଙ୍କ ବୃଦ୍ଧି ପାଉଥିବାରୁ ନ୍ୟୁୟର୍କ ସରକାର ସମୁଦ୍ର କୂଳରେ ସାର୍କ ଉପରେ…
ଜଳିଗଲା ବିମାନ, ୬ ମୃତ
ଓ୍ବାଶିଂଟନ,୯ା୭: ଦକ୍ଷିଣ କାଲିଫର୍ନିଆରେ ବିମାନ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଲସ୍ଆଞ୍ଜେଲସ ଏବଂ ସାନ ଡିଏଗୋ ମଧ୍ୟରେ କାଲିଫର୍ନିଆର ମୁରିଏଟା ସହରର ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ବିମାନଟି ଲାସ ଭେଗାସର ହ୍ୟାରି ରିଡ…
ବହୁ ଅଧିକାରୀଙ୍କ ସମେତ ସାଧାରଣ ଲୋକଙ୍କ ଗୋପନୀୟ ତଥ୍ୟ ଲିକ୍: ଚିନ୍ତାରେ ଶେହବାଜ ସରକାର…
ଇସଲାମାବାଦ,୯।୭ : ପାକିସ୍ତାନର ଜାତୀୟ ଡାଟାବେସ ଏବଂ ପଞ୍ଜୀକରଣ ପ୍ରାଧିକରଣ (ଏନଏଡିଆରଏ) ବିରୋଧରେ ନାଗରିକଙ୍କ ତଥ୍ୟ ଲିକ କରିଥିବା ଅଭିଯୋଗ ହୋଇଛି। ଏନଏଡିଆରଏ ଉପରେ ଅଭିଯୋଗ ଆସିବା ପରେ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦ୍ୱାରା ଏହି…
ଅଢ଼େଇ ମିନିଟ୍ରେ ଭାଙ୍ଗିଲେ ୩୦୦ ନଡ଼ିଆ
ଆଦିଲ ନାମକ ଜଣେ ବ୍ୟକ୍ତି ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଚର୍ଚ୍ଚାରେ ରହିବାର କାରଣ ହେଲା ସେ ମାତ୍ର ଅଢ଼େଇ ମିନିଟ୍ରେ ୩୦୦ ନଡ଼ିଆ ଭାଙ୍ଗିଛନ୍ତି। ବିଶେଷ କଥା ହେଉଛି ଆଦିଲ କୌଣସି ପଥରର ସାହାଯ୍ୟ ନ ନେଇ ନିଜ ହାତରେ ଏସବୁ…
ସୁଦାନର ଓମଦୁରମାନରେ ଏୟାର ଷ୍ଟ୍ରାଇକ୍: ୨୨ମୃତ
ଖାରତୋମ,୯।୭: ସୁଦାନରେ ଦୁଇ ପ୍ରତିଦ୍ୱନ୍ଦୀ ମଧ୍ୟରେ ଚାଲିଥିବା ଏୟାର ଷ୍ଟ୍ରାଇକ୍ରେ ୨୨ଜଣଙ୍କର ମୃତ୍ୟୁ ହୋଇଛିି। ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ (ଆପ) ସ୍ବାସ୍ଥ୍ୟ ଅଧିକାରୀଙ୍କ ଏନେଇ ସୂଚନା ଦେଇଛନ୍ତି। ଆପ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ ରାଜଧାନୀ ଖାର୍ତୁମ ପଡୋଶୀ ସହର…
ଏହି ମା’ଙ୍କ ଭିଡିଓ ଦେଖିଲେ ଆଖିରେ ଆସୁଛି ଲୁହ, ସଲାମ କରୁଛନ୍ତି ଲୋକେ…
କଥାରେ ଅଛି ‘ମା’ ଦୁନିଆର ସବୁଠୁ ବଡ଼ ଯୋଦ୍ଧା’। ନିଜ ସନ୍ତାନର ଜୀବନକୁ ସରସସୁନ୍ଦର ଭାବେ ଗଢ଼ି ତୋଳିବା ଲାଗି ସେ କିଛି ବି କରିପାରେ। ନିଜ ପିଲା ଲାଗି ମା’ ଯେକୌଣସି ପରିସ୍ଥିତି ସହ ଲଢ଼ିପାରେ। ଏଥିଲାଗି ତା ସ୍ଥାନ…
Archives


