ପ୍ରେମ ପାଇଁ ଭାରତ ଆସିଥିବା ସୀମା ଯୋଗୀଙ୍କ ପାଖରେ କଲେ ନିବେଦନ, ପାକିସ୍ତାନ ଫେରିଲେ ମରିଯିବି…
ନୂଆଦିଲ୍ଲୀ,୯।୭: ପ୍ରେମ କ’ଣ ନ କରିପାରେ। ପ୍ରେମ ପାଇଁ ମାଇଲି ମାଇଲି ବାଟ ବି ଛୋଟ ଲାଗିଥାଏ। ପବଜିରେ ଆରମ୍ଭ ହୋଇଥିବା ପ୍ରେମ ପାଇଁ ପାକିସ୍ତାନୀ ମହିଳା ସୀମା ସାତ ଦରିଆ ଡେଇଁ ଚାଲିଆସିଛନ୍ତି ତାଙ୍କ ଭାରତୀୟ ପ୍ରେମୀଙ୍କ ପାଖକୁ। ବର୍ତ୍ତମାନ…
ଜାପାନରେ ପ୍ରବଳ ବର୍ଷା: ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର
ଟୋକିଓ,୯ା୭: ଲଗାତର ପ୍ରବଳ ବର୍ଷା ହେତୁ ଜାପାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜାପାନର ଶିମାନ ପ୍ରିଫେକ୍ଟର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସ୍ଥାନୀୟ କର୍ତ୍ତୃପକ୍ଷ ଦୁଇ ସହରର ୩,୭୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ…
କିଲିମାଞ୍ଜାରୋ ଆରୋହଣ କରିବେ ଅନୀତା
ଭୁବନେଶ୍ୱର, ୯ା୭ (ସରୋଜ ଜେନା): ଓଡ଼ିଶାର ପର୍ବତାରୋହଣକାରୀ ଅନୀତା ସ୍ବାଇଁ ୧୯୩୪୧ ଫୁଟ ଉଚ୍ଚ ବିଶ୍ୱର ପଞ୍ଚମ ବୃହତ୍ତମ ଗିରିଶୃଙ୍ଗ ତଥା ଆଫ୍ରିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରେ ଆରୋହଣ କରିବେ। ଏଏଏସ୍ଏ କ୍ଲବ୍ର ସଦସ୍ୟ ଅନୀତା ପୂର୍ବରୁ ସଫଳତାର ସହ…
ଦୀପାବଳିରେ ରିଲିଜ ହେବ ସଲମାନଙ୍କ ଫିଲ୍ମ ‘ପ୍ରେମ କି ଶାଦି’!
ବମ୍ବେ: ସାତ ବର୍ଷ ପରେ ପୁଣି ଥରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟାଙ୍କ ସହ କାମ କରିବେ ଦବଙ୍ଗ ଖାଁ ସଲମାନ। ଏହି ଫିଲ୍ମର ନାଁ ରହିବ ‘ପ୍ରେମ କି ଶାଦି’। ପୂର୍ବରୁ ଭାଇଜାନ ଅନେକ ଫିଲ୍ମରେ ପ୍ରେମ ଚରିତ୍ରରେ ନଜର ଆସିଛନ୍ତି।…
ଅଂଶୁମାନଙ୍କ ପାଇଁ ଅର୍ଥ ବାଧକ
ସମ୍ବଲପୁର,୯ା୭(ବି.ଶଙ୍କର): ସଫ୍ଟ ଟେନିସରେ ଜାତୀୟ ସ୍ତରର ସଫଳତା ହାସଲ କରିଛନ୍ତି ସମ୍ବଲପୁରର ଅଂଶୁମାନ ବାବୁ। ଚଳିତ ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟ୍ଟାୟାଠାରେ ଅନ୍ତର୍ଜାତୀୟ ସଫ୍ଟ ଟେନିସ ଚାମ୍ପିୟନଶିପ -୨୦୨୩ ଅନୁଷ୍ଠିତ ହେବ। ଏଥିରେ ୧୮ବର୍ଷରୁ କମ ବର୍ଗରେ…
କୋଠା ଅଛି, ପାହାଚ ନାହିଁ
ସୋନପୁର,୯।୭(ମୃତ୍ୟୁଞ୍ଜୟ ଶତପଥୀ)ରାଜ୍ୟ ସରକାର ୫-ଟିରେ ହାଇସ୍କୁଲକୁ ସାମିଲ କରି ଏହାର ରୁପାନ୍ତରଣ କରୁଛନ୍ତି। ସେହି କ୍ରମରେ ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜ ବିହାରୀ ହାଇସ୍କୁଲ ରୂପାନ୍ତରିତ ହୋଇଛି। ୧ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ…
କ୍ରୀଡ଼ାରେ ପ୍ରତିବାଦ
ହ୍ୟୁମାନ୍ ରାଇଟ୍ ସାଲ୍ୟୁଟ୍ ୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ଆମେରିକାର କଳା ଗୋରା ଭେଦଭାବ(ବର୍ଣ୍ଣବୈଷମ୍ୟବାଦ)କୁ ନେଇ ପ୍ରତିବାଦର ସ୍ବର ଉଠାଇଥିଲେ ଦୁଇ ଆମେରିକୀୟ ସ୍ପ୍ରିଣ୍ଟର। ୨୦୦ ମିଟର ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିବା ପରେ ଆଫ୍ରିକାନ ଆମେରିକୀୟ…
ସରପ୍ଲସ୍ ନିର୍ମାଣ ପାଇଁ ସାନି ଟେଣ୍ଡର ହେଉନି
ଲୋଇସିଂହା,୯।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭାଟ ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମାଟି ପୁନରୁଦ୍ଧାର ଓ ସରପ୍ଲସ୍ କାମ ପାଇଁ ଟେଣ୍ଡର ହୋଇଥିଲା। ନିର୍ଦ୍ଧାରିତ ସମୟରେ କାମ ନ ସରିବାରୁ ଟେଣ୍ଡର ବାତିଲ ହୋଇଯାଇଛି। ୨ ବର୍ଷ ବିତିଯାଇଥିଲେ ବି…
ଭୟରେ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ
ନୂଆପଡ଼ା,୯।୭(ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଗଡଗଡବାହାଲି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଭଙ୍ଗା ଦଦରା କେନ୍ଦ୍ରରେ ପାଠ ପଢୁଛନ୍ତି କୋମଳମତି ଶିଶୁମାନେ। ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହେବାର ଆଜକୁ ପ୍ରାୟ…
ଦେବାଶିଷଙ୍କୁ ତୃତୀୟ ସ୍ଥାନ
ଭୁବନେଶ୍ୱର,୯ା୭(ସରୋଜ ଜେନା): ଯୁବ ଟେନିସ୍ ଖେଳାଳି ଦେବାଶିଷ ସାହୁ ଇରାନରେ ଅନୁଷ୍ଠିତ ଆଇଟିଏଫ୍ ଜେ ୧୦୦ ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସମଗ୍ର ବିଶ୍ୱରୁ ୩୨ ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ୩ ଜୁଲାଇରୁ ୮…
ବିଳମ୍ବ ହେଉଛି ପାଇପ୍ ଗ୍ୟାସ୍ ଯୋଗାଣ
ରାଉରକେଲା,୯।୭(ସଙ୍ଗୀତା ଜେନା)ରାଉରକେଲା ସହରରେ ୨୦୧୯ରୁ ପାଇପ୍ ଯୋଗେ ଘରୋଇ ଗ୍ୟାସ୍ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଶେଷ ହୋଇନାହିଁ। କିଛି ଉପଭୋକ୍ତାଙ୍କୁ ପାଇପ୍ ସଂଯୋଗ ଦିଆଯାଇଥିବା ବେଳେ ଅଧିକାଂଶ ଉପଭୋକ୍ତାଙ୍କ ଘରକୁ ସଂଯୋଗ ହୋଇନାହିଁ। ସେହିପରି ମାଟି ତଳେ…
ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ବଲାଲ ସ୍ବର୍ଣ୍ଣ, ନାରାୟଣ ରୌପ୍ୟ, ଶୁଭମ୍ଙ୍କୁ ବ୍ରୋଞ୍ଜ
ଭୁବନେଶ୍ୱର,୯ା୭ (ବିଜୟ ରଣା): ମାଳଦ୍ୱୀପରେ ଦକ୍ଷିଣ ଏସିଆ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୩ଜଣ ପଦକ ଜିତିଛନ୍ତି। ସେମାନଙ୍କ ମଧ୍ୟରୁ ବଲାଲ ଖାଁ ଓ ନାରାୟଣ ବାରିକ ୬୫କେଜି ଓଜନ ଶ୍ରେଣୀରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ…
Archives


