ଘୁଞ୍ଚୁନି ୨୮୪୦ ଶ୍ରମିକଙ୍କ ଫାଇଲ
ନୟାଗଡ଼,୯।୭ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଅନୁଦାନ ରାଶି ଖର୍ଚ୍ଚ କରିବାରେ ଜିଲା ଶ୍ରମ ଅଧିକାରୀ(ଡିଏଲଓ) ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଅସଫଳ ହୋଇଛି। ଶ୍ରମ ଆୟୁକ୍ତ ଓଡ଼ିଶାଙ୍କ ପତ୍ରାଙ୍କ ସଂଖ୍ୟା ୮୪୭/ତା ୨୮।୬।୨୦୨୩କୁ ଅନୁଧ୍ୟାନ କଲେ ଜିଲାପାଳ…
ମର୍ନିଂ ଓ୍ବାକ୍
ଆଜିର ପରିବର୍ତ୍ତିତ ଜୀବନଶୈଳୀ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯେଉଁଥିରୁ ଦୂରେଇ ରହିବା ଲାଗି ସନ୍ତୁଳିତ ଖାଦ୍ୟ ଖାଇବା ସହ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି। ଏମିତିରେ ମର୍ନିଂ ଓ୍ବାକ୍ ପାଲଟିଛି ଅନେକଙ୍କ…
ପିଙ୍କ୍ ହ୍ବାଟ୍ସଆପ୍କୁ ସାବଧାନ
ଭୁବନେଶ୍ୱର,୯।୭(ସୂର୍ଯ୍ୟକାନ୍ତ ବେହେରା)ଆପଣଙ୍କ ମୋବାଇଲକୁ ପିଙ୍କ୍ ହ୍ବାଟ୍ସଆପ୍ ଲିଙ୍କ ଆସୁଛି କି ? ତା’ହେଲେ ସାବଧାନ ରୁହନ୍ତୁ। ନ ହେଲେ ଠକ ପଠାଇଥିବା ଲିଙ୍କ୍ରେ କ୍ଲିକ କଲେ କ୍ଷଣିକ ଭିତରେ ଆପଣଙ୍କ ମୋବାଇଲକୁ ନିଜ ନିୟନ୍ତ୍ରଣକୁ ନେଇଯିବେ ସାଇବର ହ୍ୟାକର। ଫଳରେ ଆପଣଙ୍କ…
ମାର୍କୁଣ୍ଡି ବେଶରେ ଲାମା
ନ୍ୟୁୟର୍କ: ଭାରତୀୟ ବିବାହରେ ବର ସହିତ ଜଣେ ମାର୍କୁଣ୍ଡି ଯିବାର ପରମ୍ପରା ରହିଛି। ଏବେ ବିଦେଶରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳୁଛି। ହେଲେ ନିକଟରେ ଏକ ବିବାହ ଉତ୍ସବରେ ଏକ ପ୍ରାଣୀକୁ ମାର୍କୁଣ୍ଡି ଭାବେ ସାମିଲ କରାଯାଇଥିବା ନଜରକୁ ଆସିଛି।…
ବଳି ପଡ଼ିଲେଣି ୯ ହଜାରରୁ ଊର୍ଦ୍ଧ୍ୱ
କିଭ୍/ଜାତିସଂଘ,୯।୭: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ଶନିବାର ୫୦୦ ଦିନ ପୂରିଯାଇଛି। ଦୀର୍ଘ ଦିନ ଧରି ରୁଷିଆ ସେନାର କଡ଼ା ମୁକାବିଲା କରୁଥିବା ୟୁକ୍ରେନୀୟ ସେନା ଯବାନଙ୍କୁ କୃଷ୍ଣ ସାଗର ଦ୍ୱୀପରୁ ଏକ ଭିଡିଓ ଜାରି କରି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି…
କ୍ୟୁଆର୍ କୋଡ୍ ଚଞ୍ଚକତା କରି ୧୪ କୋଟି ଠକେଇ
ଭୁବନେଶ୍ୱର,୯।୭(ସୂର୍ଯ୍ୟକାନ୍ତ ବେହେରା)ଏକ କମ୍ପାନୀର କ୍ୟୁଆର୍ କୋଡ୍କୁ ଚଞ୍ଚକତା କରି ୧୪ କୋଟି ଟଙ୍କା ଠକିନେବା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉତ୍ତର ପ୍ରଦେଶ ନୋଏଡାର କରଣ କୁମାର ସିଂହଙ୍କୁ ଗିରଫ କରିବାରେ ସଫଳ ହୋଇଛି। କରଣ ହେଉଛନ୍ତି ପେ’…
ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍.ଡି. କରିବେ ଦୀପା
କଟକ,୯।୭(ସୁପ୍ରିୟା ପ୍ରିୟଦର୍ଶିନୀ)ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍.ଡି କରିବେ କଟକ ହରିପୁର ଅଞ୍ଚଳର ଦୀପା ସାହୁ। କଠିନ ପରିଶ୍ରମ ଓ ନିଜର ଦୃଢ଼ ମନୋବଳ ଆଗରେ ହାର ମାନିଛି ସମାଜର ଟାହି ଟାପରା। ଆଜିର ସମାଜରେ କିନ୍ନରମାନେ ଚଳିବା ପାଇଁ ଅନ୍ୟ…
ଭୋଟ ବେଳେ ହିଂସା:୧୮ ମୃତ
କୋଲକାତା,୯ା୭ (ପି.ଟି.): ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ମତଦାନ ବେଳେ ବୋମା ଫୁଟିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୧୦ ଜଣ ଶାସକ ଟିଏମ୍ସିର ହୋଇଥିବାବେଳେ ଭାଜପାରୁ ୩,…
ସ୍ବଚ୍ଛ ସର୍ଭେକ୍ଷଣରେ ଭଲର଼୍ୟାଙ୍କ୍ ପାଇବାକୁ ତତ୍ପରତା
ଭୁବନେଶ୍ୱର,୯।୭ (ବନ୍ଦନା ସେଠୀ)କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବଚ୍ଛ ସର୍ଭେକ୍ଷଣର ଅଷ୍ଟମ ସଂସ୍କରଣ ନିମନ୍ତେ ଘୋଷଣା ହୋଇ ସାରିଛି। ଏହି କ୍ରମରେ ସହରର ସ୍ବଚ୍ଛତା ନେଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଭୋଟିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଯାଇଛି। ବିଏମ୍ସି…
ପୋଷାକରେ ଶାଳୀନତା ଆଧ୍ୟାତ୍ମିକ ଭାବ ଜାଗ୍ରତ କରେ
ନିଶ୍ଚିନ୍ତକୋଇଲି,୯।୭(ଅଶୋକ କୁମାର ମହାପାତ୍ର)ଦେଶର ଉତ୍ତର ଓ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରତିଷ୍ଠିତ ଦେବଦେବୀ ମନ୍ଦିରରେ ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡର ବିଧିବ୍ୟବସ୍ଥା ରହିଛି। ଏପରିକି ମୁସ୍ଲିମ୍ ସମ୍ପ୍ରଦାୟର ଲୋକେ ନମାଜ ପାଠ କଲାବେଳେ, ଖ୍ରୀଷ୍ଟିଆନ ଚର୍ଚ୍ଚ ଯିବା ସମୟରେ, ଶିଖ୍ମାନେ ଗୁରୁଦ୍ୱାର…
ପ୍ରସ୍ତାବରେ ରହିଗଲା ଲୋକକଳା ଏକାଡେମୀ
ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ)ଲୋକକଳା ଆମ ରାଜ୍ୟର ପରିଚୟ। ଆମ ପରମ୍ପରା, ସଂସ୍କୃତିର ପ୍ରତୀକ। ବର୍ତ୍ତମାନର ସମାଜ ପାଶ୍ଚାତ୍ୟ ମୁହାଁ ହେଉଥିବାବେଳେ ଲୋକକଳାକୁ ବଞ୍ଚାଇ ରଖିବା ଆମ ପାଇଁ ଏକ ବଡ଼ ଆହ୍ବାନ। ଇତିମଧ୍ୟରେ କିଛି ଲୋକକଳା ସତ୍ତା ହରାଇଥିବାବେଳେ ଆଉକିଛି ବିଲୁପ୍ତ ହେବାକୁ…
୧୩ବର୍ଷ ହେବ ନିର୍ଯାତନା ଦେଉଛି କଙ୍ଗାରୁ କୋର୍ଟ
ପିପିଲି,୯।୭(ପ୍ରଭାତ ମହାପାତ୍ର)ପିପିଲି ଥାନା ଅଞ୍ଚଳରେ ଚାଲିଛି କଙ୍ଗାରୁ କୋର୍ଟ। ବାହିଲିପଡା ଗ୍ରାମର ଦିଲୀପ ପାଟ୍ଟସାହାଣୀ ଦୀର୍ଘ ୧୩ବର୍ଷ ହେଲା ଗାଁରୁ ନିଆଁପାଣି ବାସନ୍ଦର ଶିକାର ହୋଇ ଅନେକ ନିର୍ଯାତନା ଭୋଗୁଛୁ। ଏପରିକି ତାଙ୍କ ବଡ଼ଭାଇ ସ୍ନେହକର ପାଟ୍ଟସାହାଣୀ ଓ କିଛି ସମ୍ପର୍କୀୟ…
Archives


