Home

ବାଂଲାଦେଶରେ ବୟନ ଶିଳ୍ପ ସଙ୍କଟ…

ଢାକା,୧୧।୭ : ବାଂଲାଦେଶର ପ୍ରସିଦ୍ଧ ବୟନ ଏବଂ ପୋଷାକ ଶିଳ୍ପ ଏହାର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି ଶିଳ୍ପ ମୁଖ୍ୟତଃ ରପ୍ତାନି ଉପରେ ଆଧାରିତ। କିନ୍ତୁ ବିଗତ ମାସଗୁଡିକରେ ବିଦେଶରୁ ଆସିଥିବା ଅର୍ଡରଗୁଡିକ ହ୍ରାସ ପାଇଛି। ଏହି ସମୟରେ, ଶକ୍ତି ମୂଲ୍ୟ…

ଇଡ଼ି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ବେଆଇନ: କେନ୍ଦ୍ରକୁ ଝଟକା ଦେଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ତୃତୀୟ ଥର ପାଇଁ ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ବେଆଇନ। ସୁପ୍ରିମ୍‌କୋର୍ଟ ଏଭଳି ରାୟ ଦେଇଛନ୍ତି। ଫଳରେ କେନ୍ଦ୍ରକୁ ବଡ଼ ଝଟକା ଲାଗିଛି। ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ଏହି ପଦବୀରେ…

ଭାରତରେ ସଂଖ୍ୟାଲଘୁ ଅନ୍ୟ ଦେଶ ତୁଳନାରେ ଅଧିକ ସୁରକ୍ଷିତ…

ଓ୍ବାଶିଂଟନ,୧୧।୭ : ଦେଶର ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଆମେରିକା ସମେତ ଅନେକ ଦେଶ ଅପେକ୍ଷା ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅଧିକ ସୁରକ୍ଷିତ ଅଛନ୍ତି। ଧର୍ମନିରପେକ୍ଷତା ଭାରତର ରକ୍ତରେ ଅଛି। ଭେଙ୍କୟା ନାଇଡୁ ୱାଶିଂଟନରେ ନ୍ୟାଶନାଲ କାଉନସିଲ ଅଫ ଏସିଆନ…

‘ଏମ୍ବାସଡର ଆଟ ଲାର୍ଜ’ ହେଲେ ଭାରତୀୟ ବଂଶୋଦ୍ଭବ ଗୀତା ରାଓ ଗୁପ୍ତା

ଓ୍ବାଶିଂଟନ୍‌,୧୧।୭: ଭାରତୀୟ ଆମେରିକୀୟ ବଂଶୋଦ୍ଭବ ଗୀତା ରାଓ ଗୁପ୍ତା ବୀଦେଶ ମନ୍ତ୍ରଣାଳୟରେ ମହିଳାମାନଙ୍କ ସହ ଜଡିତ ବୈଶିକ ସମସ୍ୟା ଇପସ୍ଥାପନା କରିବା ପାଇଁ ‘ଏମ୍ବାସେଡର ଏଟ ଲାର୍ଜ’ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ବାଳିକା ଏବଂ ମହିଳାଙ୍କ ପାଇଁ ଥ୍ରୀଡି…

ବିଶ୍ୱର ଦ୍ୱିତୀୟ ବୃହତ ଖେଳ ପାଲଟିଲା ଆଇପିଏଲ୍‌ 

ନୂଆଦିଲ୍ଲୀ,୧୧।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଏଣ୍ଟରପ୍ରାଇଜ୍‌ ମୂଲ୍ୟ ପ୍ରାୟ ୧.୩ ଲକ୍ଷ କୋଟି ହୋଇଛି। ଏଥିସହ ବ୍ରାଣ୍ଡ ମୂଲ୍ୟ ୨୬,୬୦୦ କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଆଇପିଏଲ୍‌ ଆମେରିକାର ଜାତୀୟ ଫୁଟବଲ୍‌ ଲିଗ୍‌(ଏନ୍‌ଏଫ୍‌ଏଲ୍‌) ପରେ ବିଶ୍ୱର ଦ୍ୱିତୀୟ ନଂ ଖେଳ ପାଲଟିଛି।…

ପରମାଣୁ କାରଖାନା ଉପରେ ଆକ୍ରମଣକୁ ରୋକିବା ପାଇଁ ରୁଷିଆ ପାଖରେ ରେଡ ଲାଇନ ନାହିଁ: ୟୁକ୍ରେନ…

କିଭ୍‌,୧୧।୭ : ୟୁକ୍ରେନର ଶକ୍ତି ମନ୍ତ୍ରୀ କହିଛନ୍ତି ଦକ୍ଷିଣ ୟୁକ୍ରେନରେ ଏକ ଡ୍ୟାମ ଭୁଶୁଡ଼ିବା ଦ୍ୱାରା କିଭ ଚିନ୍ତାରେ ପଡିଛି ରୁଷିଆ ଜାପୋରିଜିଆ ଆଣବିକ କାରଖାନା ଉପରେ ଆକ୍ରମଣ କରିପାରେ। ହରମାନ ହାଲୁଚେଙ୍କୋ କହିଛନ୍ତି ଖେରସନ ଅଞ୍ଚଳରେ ରୁଷିଆ ନିୟନ୍ତ୍ରଣ ସମୟରେ…

ନ୍ୟୁୟର୍କରେ ଜଳ ପ୍ରଳୟ

ନ୍ୟୁୟର୍କ,୧୧।୭: ସାରା ବିଶ୍ୱରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛିି। ଏହି ସମୟରେ ଆମେରିକାର ନ୍ୟୁୟର୍କ ସିଟିରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଆମେରିକାର ଧନୀ ରାଜଧାନୀ ନ୍ୟୁୟର୍କରେ ଲଗାଣ ବର୍ଷା ଯୋଗୁ ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି।…

ପାକିସ୍ତାନରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ୯ ମୃତ, ୫୦ ଆହତ…

ଇସଲାମାବାଦ,୧୧।୭ : ପାକିସ୍ତାନର ଖାଇବର ପାସ୍ତୁନଖ୍ବା (କେପି) ପ୍ରଦେଶର କୁରାମ ଜିଲାରେ ଜମି ବିବାଦ ଯୋଗୁଁ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ନଅକୁ ବୃଦ୍ଧି ପାଇଛି। ସ୍ଥାନୀୟ ନ୍ୟୁଜ ଏଜେନ୍ସି ଏୟାରଓ୍ବାଇ ନ୍ୟୁଜ ଏହି ସୂଚନା ଦେଇଛି। ଗତ ଚାରି…

ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ‘ସନମ୍‌ ତେରି କସମ୍‌’ ଅଭିନେତା, ଏହି ଅଭିନେତ୍ରୀଙ୍କୁ…

ବମ୍ବେ: ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ‘ସନମ୍‌ ତେରି କସମ୍‌’ ଅଭିନେତା ହର୍ଷବର୍ଦ୍ଧନ ରାଣେ। ଗତ କିଛି ମାସ ଧରି ସେ ଅଭିନେତ୍ରୀ ତଥା ମଡେଲ ସଞ୍ଜିଦା ଶେଖଙ୍କୁ ଡେଟ୍‌ କରୁଛନ୍ତି। ପ୍ରଥମେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। ଏବେ ସେ ଦେଇଥିବା…

ହାତରେ ସିଗାରେଟ ଧରି ଶୋ’ ହୋଷ୍ଟ କଲେ ସଲମାନ!

ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ବିଗ୍‌ବସ୍‌ ଓଟିଟି ସିଜନ ୨। କେତେବେଳେ ପ୍ରତିଯୋଗୀ ତ କେତେବେଳେ ହୋଷ୍ଟ ସଲମାନ ଖବର ଶିରୋନାମା ପାଲଟୁଛନ୍ତି। ଏଇ ଯେମିତି ଗତ ସପ୍ତାହରେ ପ୍ରସାରିତ ହୋଇଥିବା ଏପିସୋଡରେ ସଲମାନ ହାତରେ ସିଗାରେଟ୍‌ ଧରିଥିବା ଏବେ…

ଟମାଟର-ଲଙ୍କା ମାଳ ପିନ୍ଧି ବିଧାନସଭାରେ ପହଞ୍ଚିରେ କଂଗ୍ରେସ ବିଧାୟିକା

ଭୋପାଳ,୧୧।୭: ଦେଶରେ ଏବେ ପନିପରିବା ଦର ଆକାଶଛୁଆଁ ରହିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପନିପରିବା ଦର ବୃଦ୍ଧିକୁ ବିରୋଧ କରି ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟିକା ଏକ ଅଜବ ପନ୍ଥା ଆପଣାଇଛନ୍ତି। ସେ ବେକରେ ଟମାଟର-ଲଙ୍କା ମାଳ…

ପୁଣି ମହାରାଷ୍ଟ୍ରରେ ରାଜନୀତି ସରଗରମ: ଉଦ୍ଧବ ଠାକରେଙ୍କ ଯୋଗାଯୋଗରେ ଶିନ୍ଦେ ଗୋଷ୍ଠୀର କିଛି ବିଧାୟକ

ପୁନେ,୧୧।୭: ମହାରାଷ୍ଟ୍ର ରାଜନୀତି ସରଗରମ ପରେ ଏବେ ରାଜ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ କ୍ୟାବିନେଟ ବିସ୍ତାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କ୍ୟାବିନେଟ ବିସ୍ତାର ହୋଇପାରେ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri