Home

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଟିଏମସିମ ୮୨୩୨- ଭାଜପା ୧୭୧୪ ଆସନରେ ବିଜୟୀ…

କୋଲକାତା,୧୧।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣନା ଅନୁସାରେ ଟିଏମସି ୮୨୩୨ ଆସନରେ ବିଜୟୀ ହୋଇଥିବା ଭାଜପା ୧୭୧୪ ଆସନରେ ବିଜୟୀ ହୋଇଛି। ଅନ୍ୟ ଆସନ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରଭଡ଼ା ବଢ଼ିଲା: ଜୁଲାଇ ୧ରୁ ଲାଗୁ…

ନୂଆଦିଲ୍ଲୀ,୧୧।୭ : ଜିପିଆରଏ ଅଧୀନରେ ଥିବା ସରକାରୀ ଘର ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଧିକ ଘରଭଡ଼ା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତିର ସମୟରେ କେନ୍ଦ୍ର ସରକାର ମଧ୍ୟ ଏହାର ଘରଭଡ଼ା ହାରକୁ ସଂଶୋଧନ କରିଛନ୍ତି । ଜୁଲାଇ ୧…

ବାଚସ୍ପତିଙ୍କ ନିଷ୍ପତ୍ତି ନେବା ସମୟ ସୀମା ଧାର୍ଯ୍ୟ କରି ପାରିବେ ନାହିଁ କୋର୍ଟ: ରାହୁଲ ନାର୍ଭେକର…

ମୁମ୍ବାଇ,୧୧।୭ : ଶିବସେନା (ୟୁବିଟି) ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମେତ ୧୬ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିବାର କିଛି ଦିନ ପରେ ରାହୁଲ ନାର୍ଭେକର କହିଛନ୍ତି ବାଚସ୍ପତି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ…

ଭାରତ ପାଇଁ ଖୁସି ଖବର, ୟୁଏନଡିପି ରିପୋର୍ଟ: ଭାରତରେ କମିଛି ଗରିବୀ

ଓ୍ବାଶିଂଟନ୍‌,ନୂଆଦିଲ୍ଲୀ,୧୧।୭: ଭାରତ ପାଇଁ ଖୁସି ଖବର। ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ବଡ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ସୀମା ରେଖାରୁୁ…

ଯାଞ୍ଚ ଟିମ୍‌ ସାମ୍ନାରେ ହାଜର ହେଲେ ଇମ୍ରାନ

ଇସଲାମବାଦ,୧୧।୭: ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନଙ୍କ ବିବାଦ ଥମିବାର ନାଁ ନେଉନାହିଁ। ୧୨ଟି ଅପରାଧିକ ମାମଲାରେ ତାଙ୍କ ବୟାନି ରେକର୍ଡ କରିବାକୁ ଇମ୍ରାନ ଖାନ ଦୁଇଟି ଯାଞ୍ଚ ଟିମ୍‌ ନିକଟରେ ହାଜର ହୋଇଛନ୍ତି। ଇମ୍ରାନଙ୍କ ବିରୋଧରେ ପାକିସ୍ତାନ ପେନାଲ କୋଡ…

କୁକୁରଙ୍କୁ ମିଳିବ ଭରଣପୋଷଣ: କୋର୍ଟଙ୍କ ନିର୍ଦ୍ଦେଶ…

ମୁମ୍ବାଇ,୧୧।୭ : ଏକ ଘରୋଇ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ କହିଛନ୍ତି ଗୃହପାଳିତ ପ୍ରାଣୀମାନେ ଲୋକଙ୍କୁ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରନ୍ତି ଏବଂ ସମ୍ପର୍କର ଦ୍ୱନ୍ଦ୍ୱ କାରଣରୁ ଉପୁଜୁଥିବା ଭାବପ୍ରବଣତାକୁ ଦୂର କରିବାରେ ସାହାଯ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ,…

ବିଦ୍ରୋହ ସମୟରେ ରୁଷିଆର ଆଣବିକ କାରଖାନା ଦଖଲ କରିବାକୁ ଚାହୁଁଥିଲା ୱାଗନର ଗୋଷ୍ଠୀ…

ମସ୍କୋ,୧୧।୭ : ରୁଷିଆର ଆଣବିକ ଭଣ୍ଡାର ବିଷୟରେ ୟୁକ୍ରେନ ଏକ ବଡ଼ ସୂଚନା ଦେଇଛି। ୱାଗନର ଗୋଷ୍ଠୀ ତାଙ୍କ ବ୍ୟକ୍ତିଗତ ସେନା ଦ୍ୱାରା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗତ ୨୪ ଜୁନ ବିଦ୍ରୋହ ସମୟରେ ଆଣବିକ ଅସ୍ତ୍ରଶସ୍ତ୍ର କାରଖାନା…

ନେପାଳରୁ ଉଡାଣ ଭରିଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ, ୫ଯାତ୍ରୀ ମୃତ

କାଠମାଣ୍ଡୁ,୧୧।୭: ନେପାଳର ସୋଲୁଖୁରୁ କାଠମାଣ୍ଡୁ ଯାଉଥିବା ଏକ ହେଲିକପ୍ଟର ନିଖୋଜ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ୬ଜଣଙ୍କ ମଧ୍ୟରୁ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ମୁତାବକ, ହେଲିକପ୍ଟରଟି ସକାଳ ପ୍ରାୟ ୧୦ଟାରେ କଣ୍ଟ୍ରୋଲ ଟାୱାର ସହ ସମ୍ପର୍କ…

କମେଡି ଭିଡ଼ିଓ ପଡ଼ିଲା ମହଙ୍ଗା : ପୋଲିସ କଲା ଗିରଫ…

ଦୁବାଇ,୧୧।୭ : ୟୁଏଇର ଜଣେ ବ୍ୟକ୍ତିଙ୍କ ପାଇଁ ଏକ କମେଡି ଭିଡିଓ ତିଆରି କରିବା ମହଙ୍ଗା ପଡ଼ିଛି। ଏମିରାଟ ସମାଜକୁ ଅପମାନିତ କରିଥିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ବାସ୍ତବରେ, ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିଥିଲା ବ୍ୟକ୍ତି…

ଛାଡପତ୍ର ପରେ ପୁଣି ଏକାଠି ହେବାକୁ ମନ

ବମ୍ବେ: ଛାଡ଼ପତ୍ର ଉପରେ ମୋହର ବାଜିବାର ଏକ ସପ୍ତାହ ପରେ ପୁଣିଥରେ ସ୍ତ୍ରୀଙ୍କୁ ନିଜର କରିବା ନେଇ ଇଚ୍ଛା ପ୍ରକାଶ କରିଥିଲେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ। ଅଭିନେତ୍ରୀ ଚାରୁ ଅସୋପାଙ୍କ ସହ ତାଙ୍କର ବିବାହ ଅନେକ ମତାନ୍ତର…

ଜାପାନରେ ବର୍ଷା ବିତ୍ପାତ: ୬ମୃତ

ଟୋକିଓ,୧୧।୭: ଲଗାଣ ବର୍ଷା ଯୋଗୁ ଜାପାନର ଦକ୍ଷିଣ-ପଶ୍ଚିମ ଦ୍ୱୀପପୁଞ୍ଜରେ ଫ୍ଲାସ ବନ୍ୟା ଓ ଭୂସ୍ଖଳନ ହୋଇଛି। ବର୍ଷାରେ ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାରୀମାନେ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି। ଜାପାନର ପାଣିପାଗ ବିଭାଗ କ୍ୟୁସୁର ଦକ୍ଷିଣ ମୁଖ୍ୟ ଦ୍ୱୀପପୁଞ୍ଜର…

ରାସ୍ତା ପାର୍ଶରୁ ମରମ ଚୋରି ଅଭିଯୋଗ

ଗଞ୍ଜାମ,୧୧।୭(ବିଦ୍ୟାଧର ସାହୁ )ଗଞ୍ଜାମ ସହର ବଡ଼ବଜାର ବସା ସମୁଖ ରାସ୍ତା ପାର୍ଶରୁ ୩୦ ଟ୍ରିପରୁ ଉର୍ଦ୍ଧ ମରମ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ପଚାରିବାରେ ମରମ ଚୋରି ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri