Home

କାନାଡ଼ାରେ ୧୦ ଲକ୍ଷ ଭାରତୀୟଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା, ଜଙ୍ଗଲରେ ତମ୍ବୁ ଲଗାଇ ରହୁଛନ୍ତି ପ୍ରବାସୀ

ଓଟାଓ୍ବା,୩।୧: କାନାଡାରେ ଅବୈଧ ପ୍ରବାସୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି, ଯାହାଙ୍କ ମଧ୍ୟରୁ ପ୍ରାୟ ଅଧା ଭାରତୀୟ ହେବେ। କାନାଡାରେ ଲକ୍ଷ ଲକ୍ଷ କାର୍ଯ୍ୟ ପରମିଟର ମିଆଦ ଶେଷ ହେଉଛି। ପ୍ରବାସନ, ଶରଣାର୍ଥୀ ଏବଂ ନାଗରିକତା ମନ୍ତ୍ରଣାଳୟ…

ଖୋଲିଲା ଜଳଭଣ୍ଡାର ଗେଟ୍‌: ବରଗଡ଼ ମୁଖ୍ୟ କେନାଲକୁ ଛଡ଼ାଗଲା ପାଣି

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ଶନିବାର ପାଣି ଛଡ଼ାଯାଇଛି। ରବିଚାଷ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀବୃନ୍ଦ ଉପସ୍ଥିତ ରହି ପୂର୍ବାହ୍ନ ୧୧ଟା ୨ମିନିଟରେ ହୀରାକୁଦ ଜଳଭଣ୍ଡାର ରାଇଟ ବାଇକ୍‌ ଉପରେ ରହିଥିବା ଏଚଆର୍‌ ଗେଟ ଖୋଲିଥିଲେ।…

US-Iran Tension: ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଲା ଇରାନ, ଦେଲା ଏମିତି ଧମକ ସଭିଏଁ ଆଶ୍ଚର୍ଯ୍ୟ

ତେହରାନ,୩।୧: ଇରାନରେ ଚାଲିଥିବା ବ୍ୟାପକ ପ୍ରତିବାଦ ମଧ୍ୟରେ, ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପର୍କରେ ପୁଣି ଥରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର (ଜାନୁଆରୀ ୨, ୨୦୨୬) ଦିନ, ଇରାନର ସଂସଦର ବାଚସ୍ପତି ସ୍ପଷ୍ଟ ଭାବରେ ଚେତାବନୀ ଦେଇଥିଲେ ଯେ ଯଦି…

ଭୋଜି କରିବାକୁ ଯାଇ ଆଉ ଫେରିଲେନି ନିତାଇ: ସ୍ତ୍ରୀ ଫୋନ କରିବାକୁ ମାଲିକ କହିଲେ…

ମହାକାଳପଡ଼ା,୩।୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଏକ ଜଙ୍ଗଲରୁ ସନ୍ଦେହଜନକ ଭାବେ ଏକ ମୃତଦେହ ମିଳିଛି। ମୃତକ ଜଣଙ୍କ ହେଲେ ପୂର୍ବ ସୁନିତି ବୋବାଙ୍ଗ ଡିହ ଗ୍ରାମର ନିତାଇ ମାନ୍ନା(୩୫)।…

ପୁରୁଷୋତ୍ତମପୁର କୋର୍ଟ ପକ୍ଷରୁ ପରିବେଶ ନ୍ଯାୟ ଜନିତ ସଚେତନତା କାର୍ଯ୍ଯକ୍ରମ, ଗଛ ଲଗାଇ…

ପୁରୁଷୋତ୍ତମପୁର,୩/୧(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସିତାରାମପୁର ଆଗ୍ରାହରମ ପ୍ରାଥମିକ ବିଦ୍ଯାଳୟ ପରିସରରେ ଶନିବାର ପରିବେଶିକ ନ୍ଯାୟଜନିତ ସଚେତନତା କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା । ଆଇନସେବା କମିଟିର ଅଧ୍ଯକ୍ଷ ସିନିୟର…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିଲେକ୍ସନ ହେବା ପୂର୍ବରୁ ଆସିଲା ଟିମ ଇଣ୍ଡିଆର ଫିଟନେସ୍‌ ରିପୋର୍ଟ, ନାହିଁ ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶନିବାର ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ସମସ୍ତଙ୍କ ନଜର କେଉଁ ଖେଳାଳିଙ୍କୁ ଚୟନ କରାଯିବ ତାହା ଉପରେ, କାରଣ ଅନେକ ଆହତ ହୋଇଛନ୍ତି। ମହମ୍ମଦ ଶାମିଙ୍କ ଦଳକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲଗାଇବେ ସ୍ମାର୍ଟ ମିଟର, ଖର୍ଚ୍ଚ ହେବ…

ଭୁବନେଶ୍ୱର,୩ା୧: ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିନିମନ୍ତେ ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ଓ୍ବାଟ ଯାଏ…

IPL 2026: BCCIର ବଡ଼ ନିର୍ଦ୍ଦେଶ, ଶାହାରୁଖଙ୍କ ଟିମରୁ ବାହାରିବେ ଏହି ଖେଳାଳି

ନୂଆଦିଲ୍ଲୀ,୩।୧: କୋଲକାତା ନାଇଟ ରାଇଡର୍ସ ଏବଂ IPL 2026 ରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ବାହାର କରିବା ପାଇଁ ଦାବି ମଧ୍ୟରେ, BCCI ଏକ ବଡ଼ ନିଷ୍ପତ୍ତି ନେଇଛି। BCCI ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ବୋର୍ଡ…

ସୁକମାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ

ନୂଆଦିଲ୍ଲୀ,୩।୧: ଛତିଶଗଡ଼ର ସୁକମାରେ ନକ୍ସଲବାଦ ବିରୋଧରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଡିଆରଜି କର୍ମଚାରୀମାନେ ଏକ ସର୍ଚ୍ଚ ଅପରେସନ୍ ସମୟରେ ୧୨ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ସୁକମାର କିସ୍ତାରାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ୍ କରୁଥିଲେ।…

ଚଢା ଦରରେ ବିକ୍ରି ହେଉଛି ବିଦେଶୀ ମଦ: ବୋତଲ ପିଛା…

ନୂଆପଡ଼ା/କୋମନା,୩ା୧(ମକାରୁ ବେମାଲ/ମହେଶ ବାଗ):ଇଂରାଜୀ ନବବର୍ଷକୁ ସ୍ବାଗତ ଜଣାଇ ଚାରିଆଡେ ଉତ୍ସାହର ମାହୋଲ ଦେଖାଦେଇଥିଲା। ଏହାର ସୁଯୋଗ ନେଇ କୋମନାଠାରେ ଥିବା ବିଦେଶୀ ମଦ ଦୋକାନ ଚଢାଦରରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ନୂତନ ବର୍ଷ ପାଳନ ଓ ଭୋଜିଭାତର ଆସର ଜମାଇବା…

ରବିଚାଷ ପାଇଁ ଅନିଶ୍ଚିତତାରେ ଚାଷୀ: ଉଠାଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ଅଭିଯୋଗ

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ଗ୍ରାମର ଚାଷୀ ଅରବିନ୍ଦ ମିଶ୍ର। ତାଙ୍କ ଚାଷଜମିରେ ଉଠାଜଳସେଚନ ବିଭାଗ ପକ୍ଷରୁ ଏକ ବୋରିଂ ଖୋଳାଯିବା ସହିତ ପାଣି ଲେବୁଲ ପରୀକ୍ଷଣ କରାଯାଇଛି। ଇତିମଧ୍ୟରେ ୯ ମାସ ବିତିଯାଇଥିଲେ ସୁଦ୍ଧା ପ୍ରକଳ୍ପରେ ବିଦ୍ୟୁତ୍‌…

ବରଗଡ଼ ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ମଥୁରାନଗରୀ ପାଲଟିଥାଏ। ଏଠାରେ କଂସ ରାଜୁତି ଚାଲିଥାଏ ଏବଂ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଥାଏ। ଏହା ପୌରାଣିକ କଥାବସ୍ତୁ ହେଲେ ମଧ୍ୟ ବାସ୍ତବରେ ଗତ ୨ବର୍ଷ ହେଲା ଧନୁଯାତ୍ରା ମହୋତ୍ସବରେ ଏହା ପରିଲକ୍ଷିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri