ଉପରକୁ ଉଠିଲେ ଶୁଭମନ ଗିଲ
ନୂଆଦିଲ୍ଲୀ,୨୩।୮: ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତ ଓପନର୍ ଶୁଭମନ ଗିଲ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ବ୍ୟାଟ୍ସମ୍ୟାନ ମାନ୍ୟତାରେ ଗିଲ ଚତୁର୍ଥ ସ୍ଥାନରେ ରହିଛନ୍ତି। ଗିଲଙ୍କ ବ୍ୟତୀତ ବିରାଟ କୋହଲି ନବମ ସ୍ଥାନରେ ଅଛନ୍ତି। ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଗୋଟିଏ…
ଚନ୍ଦ୍ରୟାନ-୩ ମିଶନରୁ ଭାରତକୁ କ’ଣ ଲାଭ ମିଳିବ ଜାଣନ୍ତୁ…
ନୂଆଦିଲ୍ଲୀ,୨୩ା୮: ଚନ୍ଦ୍ରୟାନ-୩ ମିଶନ ଆଜି ସଫଳତା ହାସଲ କରିଛି। ତେବେ ଏହି ମିଶନରୁ ଭାରତ କ’ଣ ଲାଭବାନ ହେବ ସେ ସମ୍ପର୍କରେ ଜାଣନ୍ତୁ… ଏହା ଦ୍ୱାରା ବୈଜ୍ଞାନିକମାନେ ଚନ୍ଦ୍ରର ବାୟୁମଣ୍ଡଳ ବିଷୟରେ ସୂଚନା ପାଇବେ। ଆଉ ମଧ୍ୟ ଏକ ପ୍ରଶ୍ନ ମନରେ…
ଆମେ ଚନ୍ଦ୍ର ଉପରେ ପାଦ ରଖିଛୁ: ଇସ୍ରୋ ମୁଖ୍ୟ
ଶ୍ରୀହରିକୋଟା,୨୩।୮: ବୁଧବାର ଭାରତ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଏହା ଉପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆମେ ଚନ୍ଦ୍ରରେ…
ଭାରତର ଐତିହାସିକ ମିଶନକୁ ସଫଳ କରିବାରେ ନାସା, ଇସାର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ ବୁଧବାର ସନ୍ଧ୍ୟାରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଇସ୍ରୋ ଦ୍ୱାରା ଚନ୍ଦ୍ରରେ ସଫଳ ଅବତରଣ ସହିତ ଭାରତ ଇତିହାସ ରଚିଛି। ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି। କିନ୍ତୁ…
ରୁଷିଆ, ଆମେରିକା ଏବଂ ଚାଇନାକୁ ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ,୨୩।୮: ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆଜି ଗର୍ବର ଦିନ। ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ‘ସଫ୍ଟ ଲ୍ୟାଣ୍ଡିଂ’ କରିଛି। ଏହି ଅପୂର୍ବ ସଫଳତା ସହିତ ଭାରତ ଇତିହାସ ସୃଷ୍ଟି କରିଛି। ଦକ୍ଷିଣ…
ବ୍ରିକ୍ସ ବିସ୍ତାରକୁ ଭାରତ ସମ୍ପୂର୍ଣ୍ଣ ରୂପେ କରୁଛି ସମର୍ଥନ: ମୋଦି
ଜୋହାନ୍ସବର୍ଗ,୨୩।୮: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଠ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀର ଦ୍ୱିତୀୟ ଦିନରେ ସର୍ବଦଳୀୟ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାୟ ଦୁଇ ଦଶନ୍ଧି…
ଏହି କ୍ଷଣ ଅବିସ୍ମରଣୀୟ: ମୋଦି
ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୩ା୮: ବୁଧବାର ସନ୍ଧ୍ୟାରେ ଇତିହାସ ରଚିଛି ଭାରତ। ଇସ୍ରୋର ଚନ୍ଦ୍ରୟାନ-୩ ସୁରକ୍ଷିତ ଭାବରେ ଚନ୍ଦ୍ରର ସାଉଥ୍ପୋଲ ବା ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିଛି। ଏହି ସଫଳତା ହାସଲ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥାଇ ପ୍ରଧାନମନ୍ତ୍ରୀ ସେଠାରୁ ଇସ୍ରୋ ବୈଜ୍ଞାନିକ ଏବଂ…
ଇତିହାସ ରଚିଲା ଭାରତ: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଚନ୍ଦ୍ରୟାନ-୩
ଶ୍ରୀହରିକୋଟା,୨୩।୮: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ଚନ୍ଦ୍ରୟାନ-୩ ଇତିହାସ ରଚିଛି। ବୁଧବାର ନିର୍ଦ୍ଧାରିତ ସମୟ ଅନୁଯାୟୀ ଭାରତୀୟ ସମୟ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର ମଡ୍ୟୁଲ (ଏଲ୍ଏମ୍) ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଚନ୍ଦ୍ରର…
ଭାରତକୁ ପ୍ରଶଂସା କଲେ ଏଲନ ମସ୍କ
ନୂଆଦିଲ୍ଲୀ,୨୩।୮: ଚନ୍ଦ୍ରୟାନ-୩ ଆଉ କିଛି ସମୟ ପରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏହି ସମୟ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। କାରଣ ଚନ୍ଦ୍ରୟାନ-୩ର ବଜେଟ ଅନ୍ୟ ଦେଶର ମିଶନଠାରୁ କମ…
ଭାରତକୁ ଅଭିନନ୍ଦନ ଜଣାଇଲେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ,ଜୋହାନ୍ସବର୍ଗ,୨୩ା୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ସମଗ୍ର ବିଶ୍ୱରେ ଆନନ୍ଦର ଲହରୀ ଖେଳିଯାଇଛି। ଅଗଷ୍ଟ ୨୩ ଅର୍ଥାତ୍ ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏନେଇ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଚନ୍ଦ୍ରୟାନ-୩ ଅବତରଣ କରିବାକୁ…
ସୁରକ୍ଷିତ ଅବତରଣ କରିବ ଚନ୍ଦ୍ରୟାନ-୩ : ରାକେଶ ଶର୍ମା
ନୂଆଦିଲ୍ଲୀ,୨୩ା୮: ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ରାକେଶ ଶର୍ମା ବୁଧବାର ଚନ୍ଦ୍ରୟାନ-୩ର ସଫଳ ଅବତରଣ କରିବାର ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୀମିତ ସମ୍ବଳ ସତ୍ତ୍ୱେ ଇସ୍ରୋ ଗତ ୪୦ ବର୍ଷ ମଧ୍ୟରେ ଏକ ଚମତ୍କାର ଯାତ୍ରା କରିଛି। ଗତ…
କାଉଣ୍ଟଡାଉନ୍ ଆରମ୍ଭ, ଇତିହାସ ରଚିବ ଭାରତ
ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ ଆଉ କିଛି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏନେଇ ସମଗ୍ର ବିଶ୍ୱବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଆଜି ଏନେଇ ଇତିହାସ ରଚିବାକୁ ଯାଉଛି। ଚନ୍ଦ୍ରୟାନ-୩ ଆଜି ଚନ୍ଦ୍ରର…

