Home

ପାଠପଢ଼ାରେ ଅର୍ଥ ସାଜିଛି ବାଧକ

ଅମରପାଲି,୨୫ା୮(ପୀତାମ୍ବର ସାହୁ): ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ କେବେ ବିଫଳ ଯାଏନାହିଁ। ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତା ପାଇଛନ୍ତି ଜଣେ ଦୃଷ୍ଟିବାଧିତ ଯୁବକ। ସେ ହେଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ତେଲିପାଲି ଗ୍ରାମର କୁଶ…

ସିଭିଲ ଇଞ୍ଜିନିୟରରୁ ସଫଳ ଚାଷୀ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): ଦିନେ ସେ ପୁନେରେ ସିଭିଲି ଇଞ୍ଜିନିୟର ଭାବେ ଏକ ବେସରକାରୀ କମ୍ପାନୀରେ କାମ କରି ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଲକ୍‌ଡାଉନରେ ଘରକୁ ଚାଲି ଆସି ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକର୍ଷିତ ହୋଇଥିଲେ। ଫଳରେ…

ଔଷଧ ପାଇଁ କିଡ୍‌ନୀ ରୋଗୀଙ୍କ ଭିକ୍ଷାବୃତ୍ତି

ରାଉରକେଲା,୨୫।୮(ଦିନେଶ ମିଶ୍ର): ରାଉରକେଲା ଉଦିତନଗର ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ରହୁଛନ୍ତି ଅଙ୍କିତ କୁମାର(୨୩)। ସେ ଦୀର୍ଘବର୍ଷ ଧରି କିଡ୍‌ନୀ ରୋଗରେ ପୀଡିତ। ଅର୍ଥାଭାବ ଯୋଗୁ ସେ ଔଷଧ କିଣି ଖାଇପାରୁନାହାନ୍ତି। ଫଳରେ ସେ ୬ ମାସ ହେଲା ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି।…

ସତ କହୁନାହାନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୨୫।୮: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କାରଗିଲରେ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଚାଇନା ଭାରତର ହଜାର ହଜାର କିଲୋମିଟର ଜମି ଛଡ଼ାଇ ନେଇଛି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ବିଏମ୍‌ସି ପାଇଁ ୪୧୬ ନୂଆ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୮(ଅସମାପିକା ସାହୁ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ। ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ୱରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସମ୍ପନ୍ନ ସହରର ଐତିହାସିକ…

ରାଜପ୍ରାସାଦ ପରି ଟଏଲେଟ୍‌

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ଲାଗେ। କେତେକ ସେମାନଙ୍କର ଡିଜାଇନ ଏବଂ ଚିତ୍ରକଳା ହେତୁ ଏବଂ କେତେକ ଉପଯୋଗିତା ହେତୁ ବହୁତ ସ୍ବତନ୍ତ୍ର। କିନ୍ତୁ ଏପରି ଏକ ସର୍ବସାଧାରଣ ଟଏଲେଟ୍‌ ସୋସିଆଲ ମିଡିଆରେ ଭାଇରାଲ…

‘ଏନସିପିରେ ହୋଇନାହିଁ କୌଣସି ବିଭାଜନ, ଅଜିତ ଆମର ନେତା’,ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପାଓ୍ବାର ପୁଣିଥରେ ଦଳ ମଧ୍ୟରେ ବିଭାଜନକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି କି ସେ ଓ ଅଜିତ ପାଓ୍ବାରଙ୍କ ମଧ୍ୟରେ କିଛି ହୋଇନାହିଁ। କୌଣସି ଲଢେଇ ବା ମତଭେଦ ହୋଇନାହିଁ। ସେ ଆମ ଦଳର…

ଚନ୍ଦ୍ରାୟନ-୩ର ନୂଆ ଭିଡିଓ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୨୫।୮: ଚନ୍ଦ୍ରାୟନ -୩ ମିଶନର ସଫଳତା ପରେ ସାରା ବିଶ୍ୱ ବଡ ଉତ୍ସୁକତାର ସହ ଭାରତର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପକ୍ଷରୁ ଆସିବାକୁ ଥିବା ସୂଚନାକୁ ଅପେକ୍ଷା କରିଛନ୍ତି। ଭାରତର ସ୍ପେସ ଏଜେନ୍ସି ଇସ୍ରୋ ମଧ୍ୟ ସମୟ ସମୟରେ…

ଲଙ୍କା ସହର ଭାବେ ପରିଚିତ ଭାରତର ଏହି ସହର, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା…

ଭାରତର ପ୍ରତ୍ୟେକ ସହର ଗୋଟିଏ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ। ଉତ୍ତରରେ କଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲଂଠାରୁ ପଶ୍ଚିମରେ ଖଣ୍ଡାଲା ପର୍ଯ୍ୟନ୍ତ। ପ୍ରତ୍ୟେକ ସହରର ନିଜସ୍ବ ସୌନ୍ଦର୍ଯ୍ୟ ରହିଛି। ପ୍ରତ୍ୟେକ ସହରର ନିଜସ୍ବ ବିଶେଷତା ଅଛି, ଯାହା ବିଷୟରେ ଲୋକମାନେ…

ଚନ୍ଦ୍ରାୟାନର ସଫଳତା ବିଶ୍ୱ ପାଇଁ ଏକ ‘ଐତିହାସିକ ଉପଲବ୍ଧି’ ମୋଦିଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ,୨୫।୮: ଭାରତର ସଫଳ ଚନ୍ଦ୍ରାୟନ-୩ ମିଶନକୁ ଭାରତ ଓ ବିଶ୍ୱ ପାଇଁ ଏକ ‘ଐତିହାସିୀକ ଉପଲବ୍ଧି’ବୋଲି କହି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଜନାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ପ୍ରାଦ୍ଦ୍ୟୋଗିକ କ୍ଷେତ୍ର, ବିଶେଷ ଭାବେ କୃତ୍ରିମ ବୁଦ୍ଧିମତା(ଏଆଇ)ରେ…

ଅପରାଧ ସ୍ବୀକାର କଲେ କାଲିଫର୍ନିଆର ଡାକ୍ତର

ସ୍ୟାନ ଡିଏଗୋ,୨୫।୮: ରକ ଷ୍ଟାର ଭାବେ ଜଣାଶୁଣା କାଲିଫର୍ନିଆର ଜଣେ ଡାକ୍ତର କସମେଟିକ ଔଷଧର ଭୁଲ ବଣ୍ଡିଂ କରିବା ଅପରାଧକୁ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଏହି ଡାକ୍ତର ଜଣକ କରୋନା ମହାମାରୀର ଆରମ୍ଭ ମାସରେ ହଜାର ହଜାର ଲୋକଙ୍କର କୋଭିଡ ଟେଷ୍ଟ…

ପ୍ରଥମଥର ଲାଗି ରାଷ୍ଟ୍ରପତି ରହିଥିବା ନେତାଙ୍କର ଗିରଫ ହେବା ପରେ ପୋଲିସ ଉଠାଇଲା ଫଟୋ

ଓ୍ବାଶିଂଟନ,୨୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁରୁବାର ମଗ ସଟର ସାମ୍ନା କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ ନେତା କିମ୍ବା ପୂର୍ବତନ ରାଷ୍ଟ୍ରପତି, ଯାହାର ଫଟୋ ପୋଲିସ ଦ୍ୱାରା ଏକ ମାମଲାରେ ଅଭିଯୁକ୍ତ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?