Home

ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସରେ ଲାଗିଲା ନିଆଁ: ଜଳିଯାଇ ୨୫ ମୃତ

ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଶୁକ୍ରବାର ରାତିରେ ଏକ ବଡ ଦୁର୍ଘଟଣା ଘଟିଛି। ବୁଲଦାଣାରେ ୟମତମାଲରୁ ପୁଣେ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ, ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବୁଲଦାଣା ନିକଟରେ ପ୍ରଥମେ ବସଟି…

ଆର୍ଥିକ ବିକାଶ ପାଇଁ ଜିଏସ୍‌ଟି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧।୭: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ୧ରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜିଏସ୍‌ଟି ଦିବସ ପାଳନ କରାଯାଉଛି। ଏପରିକି ଭାରତର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସରକାର ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)କୁ ସାରା ଦେଶରେ ପ୍ରଚଳନ ପାଇଁ…

ସୀମିତ ଖାଦ୍ୟ, ୧୨ ଘଣ୍ଟା ଡ୍ୟୁଟି

ନୂଆଦିଲ୍ଲୀ,୧।୭,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୧୬୯ ବର୍ଷର ଯାତ୍ରା ଇତିହାସ, ବିଶ୍ୱର ଚତୁର୍ଥ ବୃହତ୍‌ ରେଳ ନେଟ୍‌ଓ୍ବର୍କ। ଭାରତର ମୋଟ ଟ୍ରେନ୍‌ ସଂଖ୍ୟା ୨୨,୫୯୩ (ଯାତ୍ରୀବାହୀ ୧୩,୪୫୨ ଏବଂ ମାଲବାହୀ ୯,୧୪୧)। ଭାରତୀୟ ରେଳପଥରେ ଏହି ଇଞ୍ଜିନ୍‌ଗୁଡ଼ିକୁ ଗତିଶୀଳ କରିବା ପାଇଁ ଟ୍ରେନ୍‌ ଚାଳକ…

ବୀରେନ୍‌ ସିଂଙ୍କ ଇସ୍ତଫା ଦ୍ୱନ୍ଦ୍ୱ

ଇମ୍ଫାଲ, ୧।୭, (ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ): ମଣିପୁରରେ ପ୍ରାୟ ଦୁଇ ମାସ ହେଲା ଜାତିଗତ ହିଂସା ଲାଗି ରହିଥିବାବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି…

ଆଜି ରାଜ୍ୟର ୩୦୭ କେନ୍ଦ୍ରରେ ଓଟିଇଟି

କଟକ ,୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ପକ୍ଷରୁ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ନେଇ ପୁଣି ବିଭ୍ରାଟ ଦେଖାଦେଇଛି। ବିଗତ ଦିନରେ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଦେଖାଦେଇଥିବାବେଳେ ଏବେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ନେଇ ଚର୍ଚ୍ଚା ଜୋର୍‌…

‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ମେରି କମ

ଲଣ୍ଡନ,୩୦।୬:‘ଗ୍ଲୋବାଲ ଇଣ୍ଡିଆନ ଆଇକନ ଅଫ ଦି ଇୟର’ ଆୱାର୍ଡରେ ସମ୍ମାନିତ ହେଲେ ବକ୍ସର ମେରି କମ। ଦକ୍ଷିଣ-ପୂର୍ବ ଇଂଲଣ୍ଡର ୱିଣ୍ଡସରରେ ବାର୍ଷିକ ୟୁକେ-ଇଣ୍ଡିଆ ଆଓ୍ବାର୍ଡ ସମାରୋହରେ ସମ୍ମାନିତ ହୋଇଛନ୍ତି ଭାରତର ଅଲିମ୍ପିକ ପଦକ ବିଜେତା ମହିଳା ବକ୍ସର ମେରି କମ। ଭାରତର…

ଓସ୍କାର ବିଜେତା ଏଲନ ଆର୍କିନଙ୍କ ଦେହାନ୍ତ

୨୦୦୬ ଚଳଚ୍ଚିତ୍ର ‘ଲିଟିଲ ମିସ ସନସାଇନ’ ପାଇଁ ଓସ୍କାର ଜିତିଥିବା ହଲିଉଡ ବାଦଶାହ ଏଲନ ଆର୍କିନଙ୍କ ୮୯ ବର୍ଷ ବୟସରେ ପରଲୋକ। କାଲିଫର୍ନିଆର କାର୍ଲସବାଡର ନିଜସ୍ବ ବାସଭବନରେ ଅର୍କିନ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସଲିସେଟର ଜେନରାଲ ତୁଷାର ମେହେଟ୍ଟାଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ,୩୦।୬:କେନ୍ଦ୍ର ସରକାର ପୁଣି ଥରେ ସଲିସିଟର ଜେନେରାଲ ଭାବେ ତୁଷାର ମେହେଟ୍ଟାଙ୍କୁ ଦାୟିତ୍ୱ ଭାର ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଉଥିଲେ। ତାଙ୍କର ଆଗାମୀ କାର୍ଯ୍ୟକାଳ ଜୁଲାଇ ୧ ଠାରୁ ଆରମ୍ଭ ହେବ। ନିଯୁକ୍ତି କମିଟି ଅନୁଯାୟୀ ବିକ୍ରମଜିତ ବାନାର୍ଜୀ…

ଅଷ୍ଟ୍ରେଲିଆରେ ଇଚ୍ଛାମୃତ୍ୟୁର ବୟସ ୧୮ରୁ ୧୪କୁ ହ୍ରାସ!

କାନବେରା,୩୦।୬:୧୪ବର୍ଷିୟ ନାବାଳିକ ମଧ୍ୟ ଇଚ୍ଛାମୃତ୍ୟୁ କରିପାରିବେ। ଏପରି ଏକ ଆଇନ୍‌ ଆଣିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ସରକାର। ଅଷ୍ଟ୍ରେଲିଆର ରାଜଧାନୀ କେନବରାରେ ମସ୍କିଷ୍କ ବିକୃତ ବ୍ୟକ୍ତିଙ୍କ ଇଚ୍ଛାମୃତ୍ୟୁ କରିବାର ବୟସ ୧୮ରୁ ୧୪ବର୍ଷକୁ ହ୍ରାସ କରିଛନ୍ତି। ଯଦି ଏହି ଆଇନ ପାରିତ ହୁଏ,…

ୟୁନିଫର୍ମ ସିଭିଲ କୋର୍ଡକୁ ବିରୋଧ କଲେ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ

ଥିରୁଭାନନ୍ତପୁରମ୍‌,୩୦।୬:ୟୁନିଫର୍ମ ସିଭିଲ କୋଡ(ୟୁସିସି)କୁ ରାଜନୀତି ସରଗରମ ରହିଛି। ବିରୋଧୀ ୟୁସିସିକୁ ଦୃଢ ବିରୋଧ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୟୁସିସିକୁ ଭାଜପା ନିର୍ବାଚନ ଏଜେଣ୍ଡା ଭାବେ ବ୍ୟବହାର କରୁଛି ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି। ଏ…

ଆଲିଆଙ୍କୁ ଉପହାର ଦେଲେ ଦୀପିକା

ମୁମ୍ବାଇ:ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କ ଫିଲ୍ମ ରକି ଔର ରାନୀକି ପ୍ରେମ କାହାନୀ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ଦୀପିକା ପାଦୁକୋନ ଆଲିଆଙ୍କୁ ଉପହାର ପଠାଇଛନ୍ତି। ଉପହାରକୁ ନିଜ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ମେନସନ୍‌ କରି…

କର୍ନାଟକରେ ଦଳ ବିରୋଧୀ କାର୍ଯ୍ୟାଳାପ ଯୋଗୁ ୧୧ଜଣଙ୍କୁ ନୋଟିସ୍‌ ଜାରି କଲା ଭାଜପା

ବେଙ୍ଗାଲୁରୁ,୩୦।୬:କର୍ନାଟକ ଭାଜପା ଏହାର କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଧାନସଭା ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପ କରିଥିବାରୁ ନଳର ୧୧ଜଣ କର୍ମୀଙ୍କୁ ନୋଟିସ ଜାରି କରିଛି। ଏହି କର୍ମୀମାନେ ଦଳ ବିରୋଧରେ ସର୍ବସାଧାରଣରେ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri