ମଣିପୁର ହିଂସା: କୁକି-ଜୋ ସମ୍ପ୍ରଦାୟର ୩୫ ଜଣଙ୍କ ମୃତଦେହକୁ ଦିଆଯିବ ସମାଧି
ଇମ୍ଫାଲ,୩।୮: ମଣିପୁର ଜାତିଆଣ ହିଂସାରେ ରାଜ୍ୟ ତିନି ମାସ ଧରି ଜଳୁଛି। ପ୍ରଧାନମନ୍ତ୍ରୀଙ୍କ ନିରବତା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିଯର୍ଯ୍ୟସ୍ତ କରାବାର ଖୋରାକ ଯୋଗାଇଛି। ଜାତିଆଣ ହିଂସାରେ ବହୁ ଲୋକ ପ୍ରାଣ ହରାଇଥିଲେ ମଧ୍ୟ ସରକାରୀ ତଥ୍ୟରେ ୧୬୦ ବୋଲି…
ରାଧାଦେଇପୁରରେ ପଶିଲା ବ୍ରାହ୍ମଣୀ ବନ୍ୟାଜଳ: ବୁଡ଼ିଲା ମନ୍ଦିର, ଭାସିଗଲେ ଜଣେ
ଢେଙ୍କାନାଳ,,୩ା୮(ରତନ ନାୟାର): ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କରି କରମୁଳ, କଙ୍କା, ଓ ସଦର ବ୍ଲକ ରାଧାଦେଇପୁର ଅଞ୍ଚଳରେ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପ୍ରବେଶ କରିଛି। ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କଙ୍କା ଓ ବାଇସିଙ୍ଗା ଗ୍ରାମ ମଧ୍ୟରେ ଯୋଗାଯୋଗ…
ନୁହ, ଫରିଦାବାଦ, ପଲଓ୍ବଲ, ଗୁରୁଗ୍ରାମରେ ଇଣ୍ଟରନେଟ ସେବା ଚାଲୁ, ଦିନ ୧ଟାରୁ ୪ଟା ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଲେ ସରକାର
ଗୁରୁଗ୍ରାମ,୩।୮: ନୁହରେ ଶୋଭଯାତ୍ରା ସମୟରେ ହୋଇଥିବା ହିଂସା ଧିରେ ଧିରେ ଶାନ୍ତ ହେବାରେ ଲାଗିଛି। ହରିୟାଣା ସରକାର ନୁହ, ଫରିଦାବାଦ, ପଲଓ୍ବଲ ଜିଲା ଓ ଗୁରୁଗ୍ରାମର ଉପମଣ୍ଡଳ ସୋହନା, ପଟୌଦି ଓ ମାନେସରର ଆଞ୍ଚଳିକ ଅଧିକାର କ୍ଷେତ୍ରରେ ମୋବାଇଲ ଇଣ୍ଟରନେଟ ସେବାକୁ…
ଜ୍ଞାନବାପି ମାମଲାରେ ବଡ଼ ନିଷ୍ପତ୍ତି, ଜାରି ରହିବ ଏଏସ୍ଆଇ ସର୍ଭେ
ଲକ୍ଷ୍ନୌ,୩।୮: ଜ୍ଞାନବାପି ମସଜିଦ ପରିସରର ଏଏସ୍ଆଇ ସର୍ଭେ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଏହା ସହିତ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଜ୍ଞାନବାପି ପରିସରର ସର୍ଭେକୁ…
ଉଡ଼ନ୍ତା କୁମ୍ଭୀର, ଭିଡିଓ ଦେଖିଲେ…
ମୌସୁମୀ ଅନେକ ଲୋକଙ୍କ ପାଇଁ ଉତ୍ସାହ ଆଣିଦେଇଥାଏ। ଏହି ସମୟରେ କୃଷକମାନେ ବହୁତ ଖୁସି ହୁଅନ୍ତି। କାରଣ କୃଷକମାନେ ଉତ୍ତମ କୃଷି ଆଶା କରିଥାନ୍ତି। ଏହି ମୌସୁମୀ ମଧ୍ୟ ଅନେକ ଲୋକଙ୍କ ପାଇଁ ଅସୁବିଧାର କାରଣ ପାଲଟିଥାଏ। ଏହି ସମୟରେ ଅନେକ…
ହୁ’ ର ଗୁଡ୍ ଲିଷ୍ଟରେ ନାହାନ୍ତି ଦେଶର ୬ହଜାର ୫୦୦ଫାର୍ମା କମ୍ପାନୀ!
ନୂଆଦିଲ୍ଲୀ,୩।୮: ଭାରତର ୧୦ହଜାର ୫୦୦ ଫାର୍ମା କମ୍ପାନୀରୁ ୨୦୦୦କମ୍ପାନୀକୁ ଉତ୍ତମ ଗୁଣବତ୍ତା ପାଇଁ ସାର୍ଟିଫିକେଟ୍ ଦେଇଛି ହୁ। ଏହି କମ୍ପାନୀକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଉତ୍ତମ ଗୁଣବତ୍ତା (ଜିଏମପି) ଟ୍ୟାଗ୍ ମିଳିଛି। ତେବେ ବାକି ୬ହଜାର ୫୦୦ଫାର୍ମା କମ୍ପାନୀକୁ…
ଘରର ଜଣେ ଝିଅର ଡିଏନ୍ଏ ଟେଷ୍ଟ କରିବାରୁ ମିଳିଲା ୬୫ ଭଉଣୀ-ଭାଇଙ୍କ ପରିଚୟ
ଆମ ଜୀବନ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ। ଜୀବନର ବିଭିନ୍ନ ସ୍ଥାନରେ, ଆମେ ନିଜ ବିଷୟରେ କିଛି ନୂଆ ଏବଂ ଅନନ୍ୟ ବିଷୟରେ ଜାଣିଥାଉ। ତଥାପି ଏପରି କିଛି ଲୋକ ଅଛନ୍ତି, ସେମାନଙ୍କ ଆଶ୍ଚର୍ଯ୍ୟଜନକ ଘଟଣା ସେମାନଙ୍କୁ ହଜମ କରିବା କଷ୍ଟକର ହୋଇଯାଏ। ଠିକ୍…
ବିବାହ କରି ସାରିଛି, ତେଣୁ ରାଗୁ ନାହିଁ: ଖାର୍ଗେଙ୍କୁ ଧନକରଙ୍କ ମଜାଳିଆ ଜବାବ…
ନୂଆଦିଲ୍ଲୀ,୩।୮ : ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ ଥମିବାର ନାମ ନେଉ ନାହିଁ। ବିରୋଧୀ ଧାରା ୨୬୭ ଅଧୀନରେ ଲଗାତାର ଆଲୋଚନା ପାଇଁ ଦାବି କରୁଛନ୍ତି। ଏଥି ସହିତ ସରକାର କହିଛନ୍ତି ବିରୋଧୀ ଦଳ ନିଜେ ଏହି ପ୍ରସଙ୍ଗରେ ଆଲୋଚନା…
୨୦୪୦ ସୁଦ୍ଧା ବିଶ୍ୱରେ ୩ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ୍ ପ୍ରଦୂଷଣ, ପ୍ରଦୂଷଣର ୫୨ପ୍ରତିଶତ ଆବର୍ଜନା ପାଇଁ ଦାୟୀ ରହିବ ଭାରତ
ନୂଆଦିଲ୍ଲୀ,୩।୮: ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତା ହେତୁ ଏହି ବର୍ଷ ୬,୮୬,୪୨,୯୯୯ ଟନ ଅତିରିକ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମାଟିରେ ମିଶିଯିବ। କିନ୍ତୁ ୨୦୪୦ ସୁଦ୍ଧା ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣ ତିନିଗୁଣ ବୃଦ୍ଧି ପାଇବ। ୨୦୨୩ରେ ଉତ୍ପାଦନ ହେବାକୁ ଥିବା ୧୫୯ ନିୟୁତ ଟନ…
ଓମ ବିର୍ଲାଙ୍କୁ ମନାଇବାକୁ ଚେଷ୍ଟା
ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ବାର ଦିନ ବିତି ଗଲାଣି, କିନ୍ତୁ ମଣିପୁର ପ୍ରସଙ୍ଗରେ ଉତ୍ତେଜନା ଥିବାରୁ ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିନାହିଁ। ଏମପିଙ୍କ ଉତ୍ତେଜନାକୁ ନେଇ ବାଚସ୍ପତି ଓମ ବିର୍ଲା ମଧ୍ୟ ରାଗିଛନ୍ତି ଏବଂ ଲୋକ ସଭାର…
ସ୍ବତନ୍ତ୍ର ଯୋଜନା ଅଧିକାରୀ ହେଲେ ଅବିନାଶ ମିଶ୍ର
ଗଞ୍ଜାମ,୩ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର କିଛି ଏନ୍ଏସି ଓ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ)ଙ୍କ କାର୍ଯ୍ୟ ଶୈଳୀକୁ ପ୍ରଂଶସା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଉକ୍ତ ଅଧିକାରୀମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଗୃହ ନଗର ଉନ୍ନୟନ ବିଭାଗ ଓଡ଼ିଶା…
ହେମା-କ୍ୟାଟ୍ରିନାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ବିଧାୟକ…
ଭୋପାଳ,୩।୮ : ମଧ୍ୟପ୍ରଦେଶର ଦାମୋହ ଜିଲାର ଜାବେରାର ଭାଜପା ବିଧାୟକ ଧର୍ମେନ୍ଦ୍ର ସିଂ ଲୋଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜ ଦଳର ବରିଷ୍ଠ ଏମପି ହେମା ମାଲିନୀଙ୍କ ଗାଲ ସହିତ ରାସ୍ତାର ତୁଳନା…
Archives


