‘ଲଭ୍ ଜିହାଦ’ ରୋକିବା ପାଇଁ ଆସିବ ନୂଆ ଆଇନ
ମୁମ୍ବାଇ,୩।୯: ମହାରାଷ୍ଟ୍ର ସରକାର ‘ଲଭ୍ ଜିହାଦ’ ରୋକିବା ପାଇଁ ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି ମହାରାଷ୍ଟ୍ର ସରକାର। ଏନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିଧାନସଭାରେ କହିଛନ୍ତି। ପୂର୍ବତନ ବାଚସ୍ପତି ହରିଭାଉ ବାଗଡେଙ୍କ ଏକ ପ୍ରଶ୍ନର ଉତ୍ତରରେ ଫଡନଭିସ କହିଛନ୍ତି,…
କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଲୋକପ୍ରିୟ ଟିଭି ଶୋ ‘କପିଲ ଶର୍ମା ଶୋ’ରେ ‘ଡଃ ଗୁଲାଟି’ ଭୂମିକାରେ ଲୋକଙ୍କ ହୃଦୟରେ ରାଜ କରିଥିବା ଅଭିନେତା ତଥା କମେଡିଆନ୍ ସୁନୀଲ ଗ୍ରୋଭର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସୁନୀଲ କେତେବେଳେ ‘ଗୁଥୀ’ ତ ଆଉ କେତେବେଳେ ‘ସାନ୍ତୋଶୀ…
୩ ଦିନ ଲିଫ୍ଟରେ ଫସି ରହି ଜୀବନ ଗଲା
କାବୁଲ,୩ା୮: ଉଜବେକିସ୍ତାନର ତାସକେଣ୍ଟରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ୩୧ ବର୍ଷୀୟା ମହିଳା ଆପାର୍ଟମେଣ୍ଟ ବିଲ୍ଡିଂ ଲିଫ୍ଟ ଭିତରେ ଫସି ରହି ପ୍ରାଣ ହରାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଲିଓଣ୍ଟିଭା ଓଲଗାଙ୍କ ଜୁଲାଇ ୨୬ରେ ନିଖୋଜ ଥିବା…
‘ଭୋଗ’ର କଭର ପେଜରେ ବିନ୍ଦି-ଶାଢି ପିନ୍ଧି ନଜର ଆସିଲେ ସାରା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାଁ ମୁଭି ‘କେଦାରନାଥ’ରେ ଡେବ୍ୟୁ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହି ମୁଭିରେ ତାଙ୍କର ପରଫରମାନ୍ସ ଦର୍ଶକଙ୍କୁୁ ବେଶ ପସନ୍ଦ ଆସିଥିଲା। ଏହାପରେ ଆକ୍ଟ୍ରେସ ଆଚ୍ଛା ଖାସା ଫ୍ୟାନ ବନାଇ ପାରିଥିଲେ। ନିକଟରେ ସାରାଙ୍କୁ…
ମୋଦିଙ୍କୁ ଭେଟିଲେ ସିଦ୍ଦାରାମାୟା
ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଗୁରୁବାର ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ସିଦ୍ଦାରାମାୟା ପ୍ରଥମଥର ମୋଦିଙ୍କୁ ଭେଟିଛନ୍ତି। ତେବେ ଏହି ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଏବେ…
ଅଷ୍ଟ୍ରେଲୀୟ ସେନା ହେଲିକପ୍ଟର କ୍ରାସ୍ ଘଟଣା: ମୃତଦେହ ମିଳିଲା, ବ୍ଲାକ୍ ବକ୍ସ ମିଳୁନି
କାନ୍ବେରା,୩ା୮: ଗତ ସପ୍ତାହରେ ଆମେରିକା ସହିତ ହୋଇଥିବା ସାମରିକ ଅଭ୍ୟାସ ସମୟରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଷ୍ଟ୍ରେଲୀୟ ସେନା ହେଲିକପ୍ଟର ନିଖୋଜ ଥିଲା। ତେବେ ବୁଧବାର ଏକ ମୃତଦେହ ମିଳିଥିବା ବେଳେ ବ୍ଲକ୍ ବକ୍ସ ମିଳିନାହିଁ। ଏନେଇ ଗୁରୁବାର ଜଣେ ଅଧିକାରୀ…
ରିଭଲଭର ରାଣୀ!
ଆଗ୍ରା,୩।୮: ବନ୍ଧୁକ ଆମର, ଗୁଳି ଆମର ଆଉ ସମୟ ବି ଆମର ହେବ… ଏମିତି ଡାଏଲଗ କହୁଥିବା ଜଣେ ମହିଳାଙ୍କ ଭିଡିଓ ଏବେ ଭାଇରାଲ ହେଉଛି। କେବଳ ସେତିକି ନୁହେଁ ମହିଳା ଜଣକ ହାତରେ ରିଭଲଭର ଧରିଥିବା ନଜର ଆସିଛି। ତାଙ୍କର…
ମଣିପୁର ହିଂସା: ଅନ୍ତିମ ସଂସ୍କାର ଉପରେ ରୋକ୍ ଲଗାଇଲା ଆଇଟିଏଲଏଫ
ଇମ୍ଫାଲ,୩।୮: ମଣିପୁର ହିଂସାରେ ମୃତକଙ୍କ ମୃତଦେହକୁ ଗୁରୁବାର ସମାଧି ଦିଆଯାଇଥା’ନ୍ତା। କିନ୍ତୁ ଏହା ଉପରେ ରୋକ ଲଗାଇଛି ଇଣ୍ଡିଜିନିଅସ ଟ୍ରାଇବାଲ ଲିର୍ଡସ ଫୋରମ୍(ଆଇଟିଏଲଏଫ)। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଆଇଟିଏଲଏଫ୍ ଏନେଇ ନିଷେଧାଦେଶ ଜାରି କରିଛି। ଗୁରୁବାର ଚୁରାଚାନ୍ଦପୁର…
ଗାଁରେ ପଶିଲେ ହାତୀ, ଲୋକେ ଆତଙ୍କିତ
ଢେଙ୍କାନାଳ,୩ା୮(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଖଜୁରିଆକଟା , ବେଡ଼ା ଗ୍ରାମ ମଧ୍ୟରେ ଯାଇଥିବା ରାସ୍ତାରେ ଗୁରୁବାର ସକାଳେ ୨ଟି ବଡ଼ ହାତୀ ଉପଦ୍ରବ କରୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ୨ଟି ଯାକ ଦନ୍ତାହାତୀ ଗୋଠଛଡ଼ା ହୋଇ ଗ୍ରାମ…
ବେଙ୍ଗାଲୁରକୁ ଡରାଉଛି ଡେଙ୍ଗୁ
ବେଙ୍ଗାଲୁର,୩।୮:୧୮ପ୍ରତିଶତ ମାମଲା କର୍ନାଟକରେ ଗତ ବର୍ଷ ତୁଳନାରେ ଡେଙ୍ଗୁରେ ୧୮ପ୍ରତିଶତ ମାମଲା ବୃଦ୍ଧି ପାଇଛି। ରାଜ୍ୟରେ ସବୁଠୁ ଅଧିକ ଡେଙ୍ଗୁ ମାମଲା ବେଙ୍ଗାଲୁରରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ଅନୁଯାୟୀ, ଚଳିତ ବର୍ଷ ଜୁଲାଇ ୧୯ ପର୍ଯ୍ୟନ୍ତ ରାଜ୍ୟରେ…
ରୋଗୀଙ୍କ ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି କଲେ ସରକାର, ଖର୍ଚ୍ଚ ହେବ ୬୪ କୋଟି ଟଙ୍କା
ଭୁବନେଶ୍ୱର,୩ା୮(ଅସମାପିକା ସାହୁ): ଓଡ଼ିଶା ସରକାର ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ…
ପାକିସ୍ତାନ-ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର, ଆଧୁନିକ ଅସ୍ତ୍ରଶସ୍ତ୍ର ମିଳିବା ରାସ୍ତା ସଫା
ଇସଲାମାବାଦ,୩।୮: ପାକିସ୍ତାନ କ୍ୟାବିନେଟ ଆମେରିକା ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରଣନୀତି ଚୁକ୍ତିକୁ ମଞ୍ଚୁରୀ ପ୍ରଦାନ କରିଛି। ଏହାଦ୍ୱାର ଦୁଇ ଦେଶ ମଧ୍ୟରେ ପୁଣିଥରେ ପ୍ରତିରକ୍ଷା ସହଯୋଗ ଆରମ୍ଭ ହୋଇପାରିବ, ଯାହାକି କିଛି ବର୍ଷ ହେବ ବନ୍ଦ ଥିଲା। ଏହି ଚୁକ୍ତିନାମା…
Archives


