Home

ଭାରତୀୟଙ୍କ ଭିଜା ଆବେଦନକୁ ସ୍ଥଗିତ ରଖିନାହିଁ ସ୍ବିଜରଲ୍ୟାଣ୍ଡ, ସଫେଇ ଦେଲା ଭାରତର ସ୍ବିସ ଦୂତାବାସ

ନୂଆଦିଲ୍ଲୀ,୩।୮: ଭାରତରେ ସ୍ବିଜରଲ୍ୟାଣ୍ଡର ଦୂତାବାସ ଭାରତୀୟ ଟୁର୍‌ ଗ୍ରୁପ ପାଇଁ ସ୍କେଙ୍ଗେନ ଭିସା ନିଯୁକ୍ତିକୁ ସ୍ଥଗିତ ରଖିନାହିଁ। ଏହି ସୂଚନା ଭାରତରେ ସ୍ବିଜରଲ୍ୟାଣ୍ଡ ଦୂତାବାସର ମୁଖପାତ୍ର କହିଛନ୍ତି। ଏହାପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସ୍ବିଜରଲ୍ୟାଣ୍ଡ ଦୂତାବାସ ଅକ୍ଟୋବର ପର୍ଯ୍ୟନ୍ତ…

ଏମିତି ଥିଲା କାନାଡା ପ୍ରଧାନମନ୍ତ୍ରୀଙ୍କ ପ୍ରେମ କାହାଣୀ, ଏବେ ସ୍ତ୍ରୀଙ୍କଠାରୁ ହେବେ ଅଲଗା

ଓଟଓ୍ବା,୩ା୮: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ସ୍ତ୍ରୀ ସୋଫି ଟ୍ରୁଡୋ ଅଲଗା ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ସମସ୍ତ ଆଇନଗତ କାର୍ଯ୍ୟ କରିସାରିଛି ଏବଂ ଆମେ ଅଲଗା…

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ୍‌ ବଲିଉଡ ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ରସିଦ ଖାନ ନିଜ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଟୁଇଟ୍‌ ମାଧ୍ୟମରେ ମୁସଲମାନମାନଙ୍କୁ ହିନ୍ଦୁ…

ଆଜମ ଖାଁଙ୍କୁ ପୁଣି ଝଟକା

ପ୍ରୟାଗରାଜ,୩।୮: ଆହ୍ଲାବାଦ ହାଇକୋର୍ଟ ହେଟ ସ୍ପିଚ ମାମଲାରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କୁ ଏମପି-ଏମଏଲଏ କୋର୍ଟ ରାମପୁରଙ୍କ ଦ୍ୱାରା ମୁକ୍ତ କରିବା ନିର୍ଦ୍ଦେଶକୁ ଷ୍ଟେ କରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି…

ସୁଇସାଇଡ୍‌ ନୋଟ୍‌ ଛାଡିଯାଇଛନ୍ତି ନିତିନ ଦେଶାଇ

ବଲିଉଡର କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚାହାଁନ୍ତି। ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ବର୍ତ୍ତମାନ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ଜୀବନ ନେବା ପୂର୍ବରୁ ନିତିନ ଏକ ରେକର୍ଡ ହୋଇଥିବା ଆତ୍ମହତ୍ୟା ବାର୍ତ୍ତା…

ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା ମୁସଲିମ ପକ୍ଷ

ନୂଆଦିଲ୍ଲୀ,୩।୮: ଜ୍ଞାନବାପି ସର୍ଭେ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ମୁସଲିମ ପକ୍ଷର ଓକିଲ ନିଜାମ ପାଶା ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଏଏସ୍‌ଆଇ ସର୍ଭେ ରୋକିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଆମେ ତୁରନ୍ତ ବିଚାର ପାଇଁ ଏକ ଇମେଲ ପଠାଇଛୁ।…

ଶୁଆକୁ ଖୋଜିଆଣିଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର

ପଶୁପକ୍ଷୀଙ୍କ ପ୍ରତି ମଣିଷର ଭଲ ପାଇବାର ଅନେକ ଉଦାହରଣ ଆଜିକାଲି ସୋସିଆଲ ମିଡିଆରୁ ଦେଖିବାକୁ ମିଳେ। ନିକଟରେ ମଧ୍ୟପ୍ରଦେଶର ଦାମୋହରେ ଏକ ଶୁଆକୁ ଖୋଜି ଆଣିବା ପାଇଁ ଜଣେ ମାଲିକ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। କେବଳ…

ଧୁରୁଷିଆ-ରମ୍ପାବନ୍ଧରେ ୨୦ ଫୁଟର ଘାଇ, ଦେଢ଼ ହଜାର ହେକ୍ଟର ଚାଷଜମିରେ ପଶିଲା ବନ୍ୟାଜଳ

ଖୁଣ୍ଟୁଣୀ,୩ା୮(ସଚ୍ଚିଦାନନ୍ଦ ପଣ୍ଡା): ୩୬ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁ ସାପୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ କଟକ ଜିଲାର ଆଠଗଡ଼ର ଧୁରୁଷିଆଠାରେ ରମ୍ପାବନ୍ଧରେ ୨୦ ଫୁଟର ଘାଇ ହୋଇ ବନ୍ୟାଜଳ ମାଡିଯିବାରୁ ଧୁରୁଷିଆ,କଖଡ଼ି, ମଞ୍ଚେଶ୍ୱର, ଅନନ୍ତପୁର ଓ ଘଣ୍ଟିଖାଲ ପଞ୍ଚାୟତର…

ଲୋକ ସଭାରେ ଉପସ୍ଥାପନ ହେଲା ଡିଜିଟାଲ ଡାଟା ପ୍ରୋଟେକଶନ ବିଲ୍‌, କଂଗ୍ରେସ କହିଲା ଲୋକଙ୍କ ଅଧିକାରରୁ ଦବାଇ ଦେବାର ପ୍ରୟାସ

ନୂଆଦିଲ୍ଲୀ,୩।୮: କେନ୍ଦ୍ର ସରକାର ଗୁରୁବାର ଲୋକ ସଭାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକଶନ ବିଲ୍‌, ୨୦୨୩ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକ ସଭାରେ ବିରୋଧୀ ଏମପିଙ୍କ ସ୍ଲୋଗାନ ଦେଇ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ…

ଏନ୍‌ଡିଏ ଏମ୍‌ପିଙ୍କୁ ମୋଦିଙ୍କ ବିଜୟ ମନ୍ତ୍ର: ଗରିବଙ୍କ ପାଇଁ କାମ କର…

ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ଏମ୍‌ପିଙ୍କ ସହ ଏକ ସ୍ବତନ୍ତ୍ର ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏମ୍‌ପିମାନଙ୍କୁ ନିର୍ବାଚନରେ ବିଜୟର ମନ୍ତ୍ର ମଧ୍ୟ ଦେଇଛନ୍ତି। ଗରିବ ଲୋକଙ୍କ ପାଇଁ କାମ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ଏମ୍‌ପିଙ୍କୁ ପରାମର୍ଶ…

ଏକ ବର୍ଷ ବଢିଲା ରାଜୀବ ଗୌବାଙ୍କ ସେବା ସମୟ, କ୍ୟାବିନେଟ ନିଯୁକ୍ତ କମିଟି ଦେଲେ ସବୁଜ ସଙ୍କେତ

ନୂଆଦିଲ୍ଲୀ,୩।୮: ଆଉ ଏକ ବର୍ଷ ସେବା ଯୋଗାଇଦେବେ କ୍ୟାବିନେଟ ସେକ୍ରେଟାରୀ ରାଜୀବ ଗୌବା। କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ସେବାକୁ ସବୁଜ ସଙ୍କେତ ଦେଇଛି। ସୂଚନାଯୋଗ୍ୟ, କ୍ୟାବିନେଟ ସଚିବ ରାଜୀବ ଗୌବା ଅଗଷ୍ଟ ୩ରେ ଆଉ ଏକ ବର୍ଷ ସେବାରେ ସମ୍ପ୍ରସାରଣ…

କେନ୍ଦ୍ରର ଆଇନ ପ୍ରଣୟନ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି: ଶାହା

ନୂଆଦିଲ୍ଲୀ,୩।୮: ଦିଲ୍ଲୀ ଅଧ୍ୟାଦେଶ ସହିତ ଜଡିତ ବିଲ ଉପରେ ଗୁରୁବାର ଲୋକ ସଭାରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ କହିଛନ୍ତି ଏହି ବିଲ କାହିଁକି ଜରୁରୀ। ଏହାସହ ସେ ଦିଲ୍ଲୀର ଆମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri