ସଂସଦ ଟିଭିକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ, ଗୃହରେ ଅନାସ୍ଥା ପ୍ରସ୍ତାବ ବିତର୍କକୁ ଟେଲିକାଷ୍ଟ କରୁନି ସଂସଦ ଟିଭି
ନୂଆଦିଲ୍ଲୀ,୮।୮: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ହେଉଥିବା ସମୟରେ ହଠାତ୍ ସଂସଦ ଟିଭିକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଏଥିପାଇଁ କିଛି ସମୟ ପାଇଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲେ। ସୂଚନାଯୋଗ୍ୟ, ବହୁଜନ ସମାଜ ପାର୍ଟିର ସାଂସଦ ଡାନିଶ ଅଲି କହିଥିଲେ…
ହସ୍ପିଟାଲ-ହଷ୍ଟେଲ ନିର୍ମାଣରେ ୩୦୦ କୋଟି ଖର୍ଚ୍ଚ କରିବେ ତିରୁପତି ବାଲାଜୀ ମନ୍ଦିର ପ୍ରଶାସନ…
ହାଇଦ୍ରାବାଦ,୮।୮ : ତିରୁମାଲା ତିରୁପତି ଦେବସ୍ଥାନମ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଦାୟୀ ଟ୍ରଷ୍ଟ ବୋର୍ଡର ଚେୟାରମ୍ୟାନ ଓ୍ବାଇ ଭି ସୁବା ରେଡ୍ଡୀ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ବୋର୍ଡର ଶେଷ…
ଲାପଟପ-ଟାବଲେଟ ବିକ୍ରିରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି…
ନୂଆଦିଲ୍ଲୀ,୮।୮ : ଦେଶରେ ଲାପଟପ ଏବଂ ଟାବଲେଟ ବିକ୍ରିରେ ବୃଦ୍ଧି ଘଟିଛି। ଗତ ସପ୍ତାହରେ ଅପ୍ରତ୍ୟାଶିତ ଭାବରେ ଲାପଟପ ଏବଂ ଟାବଲେଟ ଆମଦାନୀ ଉପରେ ଭାରତ ସରକାର ନିଷେଧାଦେଶ ଘୋଷଣା କରିବା ପରେ ଏହା ଘଟିଛି। ସରକାର ଆହୁରି ସ୍ପଷ୍ଟ କରିଥିଲେ…
ଓବିସି ଭଳି ଛୋଟ ଜାତିଙ୍କୁ କାହିଁକି କ୍ଷମା ମାଗିବେ ରାହୁଲ, ସେ ତ ବଡ଼ ବ୍ୟକ୍ତି: ଭାଜପା…
ନୂଆଦିଲ୍ଲୀ,୮।୮ : ଭାଜପା ଏମପି ନିଶିକାନ୍ତ ଦୁବେ ମଙ୍ଗଳବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଦଳର ବିତର୍କ ଆରମ୍ଭ କରିଥିଲେ ଏବଂ ବୀର ସାବରକରଙ୍କ ଉପରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି…
ଆଞ୍ଚଳିକ ପରିବହନ ବିଭାଗର ଯାଞ୍ଚ: ୨୫ଟି ମାମଲାରେ ୧ ଲକ୍ଷ ୪୮ ହଜାର ଜରିମାନା ଆଦାୟ, ୩ ମଦ୍ୟପ ଚାଳକଙ୍କ ଲାଇସେନ୍ସ ରଦ୍ଦ
ଦାରିଙ୍ଗବାଡି, ୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡରେ ମଙ୍ଗଳବାର କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକିଂ କରାଯାଇ ଗାଡିମୋଟର ଯାଞ୍ଚ କରାଯାଇଛି। ଯାଞ୍ଚରେ ବିନା ଗାଡି କାଗଜପତ୍ର, ହେଲମେଟ, ନିଶାସକ୍ତ ଅବସ୍ଥାରେ ଗାଡି…
ମିଳିଲା ନିଖୋଜ କାଉଡିଆଙ୍କ ଶବ
ଖଇରା,୮।୮(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ସାନଜୟୀପୁର ଗ୍ରାମର ଶୈବପୀଠରେ ଜଳାଲାଗି କରିବାକୁ ସାଳନ୍ଦୀକୁ ପାଣି ଆଣିବାକୁ ଯାଇ ୨କାଉଡିଆ ନିଖୋଜ ହୋଇଯାଇଥିଲେ। ତେବେ ମଙ୍ଗଳବାର ସକାଳେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ା ନିଖୋଜର ୨୨ ଘଣ୍ଟା ପରେ ମୃତଦେହ ଠାବ…
ବେଆଇନ ପ୍ରବାସୀଙ୍କୁ ସହାୟତା କରୁଥିବା ଆଇନଜୀବୀଙ୍କ ବିରୋଧରେ ଟାସ୍କଫୋର୍ସ ଗଠନ କଲେ ସୁନକ…
ଲଣ୍ଡନ,୮।୮ : ବର୍ତ୍ତମାନ ବ୍ରିଟେନ ପ୍ରବାସୀମାନଙ୍କ ବିଷୟରେ ଅତ୍ୟନ୍ତ ସଚେତନ ହେବାରେ ଳାଗିଛି। ପ୍ରଧାନମନ୍ତ୍ରୀ ଋଷି ସୁନକ ବେଆଇନ ପ୍ରବାସୀମାନଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ବ୍ରିଟେନ ସରକାର ବେଆଇନ ପ୍ରବାସୀମାନଙ୍କୁ ସାହାଯ୍ୟ କରୁଥିବା ଆଇନଜୀବୀଙ୍କୁ ନେଇ କଠୋର ହୋଇଛନ୍ତି। ବ୍ରିଟେନ…
ହାତୀମୁଣ୍ଡା ପଞ୍ଚାୟତରେ ମିଳୁନି ଭତ୍ତା: ଦୁଇ ମାସ ହେଲା ହିତାଧିକାରୀ ହଟହଟା; ପଞ୍ଚାୟତ କାର୍ଯ୍ୟାଳୟ ଖୋଲୁନି, ଯାଉନାହାନ୍ତି ଅଧିକାରୀ
ଦାରିଙ୍ଗବାଡି, ୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ହାତୀମୁଣ୍ଡା ପଞ୍ଚାୟତରେ ଗତ ୨ ମାସ ହେଲା ଭତ୍ତା ଟଙ୍କା ମିଳୁନାହିଁ। ଫଳରେ ବିଧବା, ବାଦ୍ଧର୍ର୍କ୍ୟ, ଦିବ୍ୟାଙ୍ଗ ଭଳି ହିତାଧିକାରୀମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଟଙ୍କା ଅଭାବରୁ…
ୟୁସିସିକୁ ବିରୋଧ କଲା କେରଳ: ଶାସକ-ବିରୋଧୀ ଏକଜୁଟ…
ଥିରୁଭାନନ୍ତପୁରମ,୮।୮ : କେରଳ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ ନ କରିବାକୁ ଅନୁରୋଧ କରାଯାଇଛି। ଏହାପୂର୍ବରୁ ଫେବୃଆରୀରେ, ମିଜୋରାମ ବିଧାନସଭା ସର୍ବସମ୍ମତି…
ମଧ୍ୟପ୍ରଦେଶରେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ଜୋର ଧରିଲା: ଶାସକ-ବିରୋଧୀ ମୁହାଁମୁହିଁ…
ଭୋପାଳ,୮।୮ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସରେ ରାଜନୈତିକ ଝଡ଼ ଦେଖାଦେଇଛି। ଅପରପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଘାରଙ୍କ ବିବୃତ୍ତି ରାଜନୈତିକ ମହଲରେ ଉଷ୍ଣତା ଭରିଛି। ସେ ମଧ୍ୟପ୍ରଦେଶରେ ଜଣେ ଆଦିବାସୀ…
ମଣିପୁର ହିଂସା: ବିଷ୍ଣୁପୁର ଚେକ୍ପୋଷ୍ଟରୁ ଆସାମ ରାଇଫଲ କର୍ମଚାରୀଙ୍କୁ କରାଗଲା ପ୍ରତ୍ୟାହାର, ସିଆରପିଏଫ୍ ଓ ରାଜ୍ୟ ପୋଲିସ ମୁତୟନ
ଇମ୍ଫାଲ,୮।୮: ତିନି ମାସରୁ ଉର୍ଦ୍ଧଦିନ ଧରି ମଣିପୁର ହିଂସା ଥମିବାର ନାଁ ଧରୁନାହିଁ। ଏପଟେ ଖୋଦ୍ ଦେଶର ପ୍ରଧାନ ସେବକଙ୍କ ନିରବତା ଓ ଅସହାୟତା ହିଂସାକୁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବଢାଇବା ପାଇଁ ଘିଅ ଢାଳିବା ପରି କାମ…
ସରକାରୀ ବଙ୍ଗଳା ଫେରିପାଇଲେ ରାହୁଲ
ନୂଆଦିଲ୍ଲୀ,୮।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭା ସଦସ୍ୟତା ଫେରି ପାଇବାର ହେବାର ଗୋଟିଏ ଦିନ ପରେ ଅର୍ଥାତ୍ ମଙ୍ଗଳବାର ତାଙ୍କୁ ପୁରୁଣା ସରକାରୀ ବଙ୍ଗଳା ଦିଆଯାଇଛି। ସୁପ୍ରିମକୋର୍ଟ ଶୁକ୍ରବାର (ଅଗଷ୍ଟ ୪) ମୋଦି ଉପନାମ ସହ ଜଡିତ ମାନହାନି…
Archives


