Home

‘ଜନସାଧାରଣଙ୍କ ମୁଣ୍ଡ ଗରମ ହେଲେ ସରକାରଙ୍କ ସତ୍ତା ବଦଳିଯାଏ’

ଜୟପୁର,୮ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେରରେ ୨୪,୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ସେ ଏକ ରାଲିରେ ମଧ୍ୟ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନରେ ଶିଳ୍ପ ବିକାଶ ପାଇଁ ଅପାର…

ବେପାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ଗୋରୁ ବେପାରୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୁଣ୍ଡରେ ବନ୍ଧୁକ ଲଗାଇ ଏବଂ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର…

୩ ବର୍ଷର ଝିଅକୁ ମାରି ନଦୀରେ ଫିଙ୍ଗିବା ଘଟଣା: ଡେମୋ ଦେଖାଇଲେ ଅଭିଯୁକ୍ତ ବାପା

ଆନନ୍ଦପୁର,୮ା୭(ସନ୍ତୋଷ ରାଉତ): ନିଜର ୩ ବର୍ଷର ଝିଅକୁ ଭରା ନଦୀ ଗର୍ଭକୁ ଫିଙ୍ଗି ହତ୍ୟାକରିବା ଘଟଣାର ଦୀର୍ଘ ୧୦ ବର୍ଷ ପରେ ହତ୍ୟାକାରୀ ଅଭିଯୁକ୍ତ ବାପା କ୍ରାଇମ୍‌ବ୍ରାଞ୍ଚ ହାତରେ ଗିରଫ ହୋଇଥିଲେ। ଶନିବାର ଅଭିଯୁକ୍ତ ବାପାଙ୍କୁ ରିମାଣ୍ଡରେ ଆଣି କ୍ରାଇମ ବ୍ରାଞ୍ଚ…

ଚାଇନା ସୀମାରେ ଭାରତୀୟ ସେନାର ସମରାଭ୍ୟାସ: ଟ୍ୟାଙ୍କର ଗର୍ଜନରେ ଥରିଲା ଲଦାଖ ଘାଟି…

ଲେହ,୮।୭ : ଶନିବାର ଲଦାଖର ଚାଇନା ସୀମା ନିକଟରେ ଭାରତୀୟ ସେନାର ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ମିଳିତ ଭାବେ ସମରାଭ୍ୟାସ କରିଥିଲେ। ଘାଟି ସେନା ଟ୍ୟାଙ୍କର ଗର୍ଜନରେ ଥରି ଉଠିଥିଲା। ଭାରତୀୟ ସେନାର ଏହି ସମରାଭ୍ୟାସ ଚାଇନା ଏବଂ ପାକିସ୍ତାନ…

ଦୁଆର ମୁହଁରେ ପହଞ୍ଚିଲା ପାଣି

କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ସମସ୍ତ ଗାଁ ଏବଂ ସହରରେ ଲୋକଙ୍କ ଦୁଆରମୁହଁରେ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ ଯୋଗାଣ…

ମନ୍ତ୍ରୀଙ୍କ ସ୍ବାଗତ ପାଇଁ ସ୍କୁଲ ପିଲାଙ୍କୁ ରାସ୍ତାରେ ଛିଡ଼ା କରାଗଲା, ଭିଡ଼ିଓ ଭାଇରାଲ ବିବାଦ ବଢ଼ିଲା…

ମୁମ୍ବାଇ,୮।୭ : ମହାରାଷ୍ଟ୍ରରେ ଅଜିତ ପାୱାର ଦଳର କ୍ୟାବିନେଟ ମନ୍ତ୍ରୀ ଅନିଲ ପାଟିଲଙ୍କ ସ୍ବାଗତକୁ ନେଇ ରାଜନୈତିକ ବାକ ଯୁଦ୍ଧ ଆରମ୍ଭ ହୋଇଛି। ମନ୍ତ୍ରୀଙ୍କ ସ୍ବାଗତ ପାଇଁ ସ୍କୁଲ ପିଲାମାନଙ୍କୁ ରାସ୍ତା କଡ଼ରେ ଠିଆ କରାଇବା ନେଇ ଶିବସେନା (ଉଦ୍ଧବ) ସମର୍ଥକ…

ପରିବା ଦରକୁ ନେଇ ଚିନ୍ତାରେ ଖାଉଟି

ବୁଗୁଡ଼ା,୮ା୭(କାଳୀଚରଣ): ସରକାର ଜନସାଧାରଣଙ୍କ ହିତ ସାଧନ ଲକ୍ଷ୍ୟରେ ଯୋଜନାମାନ କରିଚାଲିଛନ୍ତି। ତେବେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁବିଧା ଯୋଗାଉଥିବାର ଡିଣ୍ଡିମ ପିଟୁଥିବା ବେଳେ କୃଷିଜାତ ଦ୍ରବ୍ୟ ଅଭାବି ବିକ୍ରି ସମୟରେ କିଭଳି ଗଚ୍ଛିତ ରହିବ ଏବଂ ନିଅଣ୍ଟିଆ ସମୟରେ…

ମନୀଷ ସିସୋଡିଆଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛି ଭାଜପା: ଅତିଶି…

ନୂଆଦିଲ୍ଲୀ,୮।୭ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରରେ ମନ୍ତ୍ରୀ ଅତିଶି ପୁଣି ଥରେ ଭାଜପାକୁ ଟାର୍ଗେଟ କରି ମନୀଷ ସିସୋଡିଆଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ଭାଜପା ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ। ବାସ୍ତବରେ…

ଡେଟ୍‌ କରୁଛନ୍ତି ଅଜୁର୍ନ-ମଲାଇକା, ଭିଡିଓ ଭାଇରାଲ

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାଠାରେ ବଲିଉଡର ଲଭ ବାର୍ଡ ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କୁ ଦେଖିବାକୁ ମିଳଛି। ଡିନର ଡେଟ୍‌ କରି ରେଷ୍ଟୁରାଣ୍ଟରୁ ବାହାରିବା ସମୟରେ ତାଙ୍କୁ ସ୍ପଟ୍‌ କରାଯାଇଛି। ଉଭୟ ହାତରେ ହାତ ଛନ୍ଦି ରେଷ୍ଟୁରାଣ୍ଟରୁ ବାହାରକୁ ଯାଉଥିବାର ଦେଖିବାକୁ…

ଶ୍ରାବଣରେ ବୈଶାଖୀ ଖରା, ଧାନ ବୁଣି ଚିନ୍ତାରେ ଚାଷୀ

ବୁଗୁଡ଼ା,୮ା୭(କାଳୀଚରଣ ଦାଶ): ଅକ୍ଷୟ ତୃତୀୟାରୁ ଧାନ ବୁଣି ଚାଷୀ ତଳି ପକା ଆରମ୍ଭ କରିଥିବା ବେଳେ ଏ ମଧ୍ୟରେ ତିନି ମାସ ବିତି ଯାଇଥିଲେ ସୁଦ୍ଧା ବର୍ଷାର ଦେଖା ମିଳୁ ନ ଥିବା ଯୋଗୁ ବୁଗୁଡ଼ା ଅଞ୍ଚଳରେ ଚାଷ କାର୍ଯ୍ୟ ଅଟକି…

ଲୋକପ୍ରିୟ ‘ରାମାୟଣ’ର ସୀତା ଦୀପିକା କରିଛନ୍ତି ବୋଲ୍ଡ ଫିଲ୍ମରେ ଅଭିନୟ!

ମୁମ୍ବାଇ: ସୁପରହିଟ୍‌ ଟେଲି ସିରିୟାଲ ରାମାୟଣ ସମସ୍ତଙ୍କ ହୃଦୟରେ ରାଜ୍‌ କରିଛି। ସେଥିରେ ଅଭିନୟ କରିଥିବା ରାମସୀତା ଯୋଡିଙ୍କୁ ଦର୍ଶକ ଭଗବାନ ବୋଲି ମାନି ଥାଆନ୍ତି। ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କ ଅଭିନୟକୁ ଦର୍ଶକ ଆଜି ବି…

ହନି ଟ୍ରାପ୍‌ରେ ଡିଆରଡିଓ ବୈଜ୍ଞାନିକ: ଲିକ୍‌ କରୁଥିଲେ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ଡ୍ରୋନ୍‌ର ତଥ୍ୟ…

ନୂଆଦିଲ୍ଲୀ,୮।୭ : ତିନୋଟି ଇମେଲ ଆଇଡି। ବିଭିନ୍ନ ନାମର ସୁନ୍ଦର ଝିଅମାନଙ୍କ ଚିତ୍ର ସହିତ ସୋସିଆଲ ମିଡିଆ ପ୍ରୋଫାଇଲ। ଏହି ସୁନ୍ଦରୀମାନଙ୍କର ଚାଟ ଅନୁରୋଧ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ନିକଟକୁ ଆସିଲା,୬୦ବର୍ଷ ବୟସ୍କ ବ୍ୟକ୍ତି ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ସୁନ୍ଦରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri