Home

ଡକରବାଡ଼ିରେ ଜଳ କଷ୍ଟ: ତିନିମାସ ହେଲା ଜଳ ଯୋଗାଣ ବନ୍ଦ ଥିଲା, ଧରିତ୍ରୀରେ ଖବର ପ୍ରକାଶିତ ପରେ ପ୍ରଶାସନର ତତ୍ପରତା, ମିଳିଲା ପାଣି

ଦାରିଙ୍ଗବାଡି, ୮।୮(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ଡକରବାଡ଼ି ଗ୍ରାମରେ ଗତ ତିନିମାସ ହେଲା ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି।…

କେନାଲ ଭାଙ୍ଗି ୬ମାସ ବିତିଗଲା, ମରାମତି ଅଭାବ ଯୋଗୁଁ ଚାଷୀଙ୍କ ଧାନ ମରି ନଷ୍ଟ

କେସିଙ୍ଗା,୮।୮(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ଅଧିନସ୍ଥ କରଲାଖୁଣ୍ଟା ପାଣି ପଞ୍ଚାୟତ ଅନ୍ତର୍ଗତ କାଣ୍ଡେଲ ଗ୍ରାମର ବହୁ ଚାଷୀଙ୍କ ଚାଷ ଜମିରେ ତୁର୍ଲା କ୍ଷୁଦ୍ରଜଳସେଚନ ପ୍ରୋଜେକ୍ଟରୁ ପାଣି ନ ଛାଡିବାରୁ ରୁଆ ଧାନ ମରି ନଷ୍ଟ ହୋଇଯାଇଛି।…

ରିଲିଜ ପୂର୍ବରୁ ଅଡୁଆରେ ‘ଓଏମଜି ୨’: ନୋଟିସ୍ ପଠାଇଲେ ମହାକାଳ ମନ୍ଦିର ପୂଜାରୀ

ବମ୍ବେ: ରିଲିଜ ପୂର୍ବରୁ ପୁଣି ଅଡୁଆରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଷ୍ଟାରର୍ ଫିଲ୍ମ ‘ଓଏମଜି ୨’। ଉଜ୍ଜୈନ ମହାକାଳ ମନ୍ଦିରର ପୂଜାରୀମାନେ ଫିଲ୍ମ ବିରୋଧରେ ଲିଗାଲ ନୋଟିସ୍ ପଠାଇଛନ୍ତି। ନୋଟିସରେ ସେମାନେ କଥିତ ଭାବେ ଦେଖାଯାଇଥିବା ଅପମାନଜନକ ଦୃଶ୍ୟ ହଟାଇବାକୁ…

ଭାରତ ଯୋଡୋ ଯାତ୍ରା ପାର୍ଟ-୨: ଗୁଜରାଟରୁ ମେଘାଳୟ ପଦଯାତ୍ରା…

ମୁମ୍ବାଇ,୮।୮ : ରାହୁଲ ଗାନ୍ଧୀ ଗୁଜରାଟରୁ ମେଘାଳୟ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ପାର୍ଟ-୨ କରିବେ। ସେ ଏହି ପଦଯାତ୍ରା ଗୁଜରାଟରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ବୁଲିବା ସହ ଉତ୍ତର-ପୂର୍ବ ମେଘାଳୟ ରାଜ୍ୟରେ ପହଞ୍ଚିବେ। ଏହା ସହିତ ମହାରାଷ୍ଟ୍ରର କଂଗ୍ରେସ…

ଆକ୍ସନ ମୁଡରେ କଂଗ୍ରେସ: ଦ୍ବିତୀୟ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିବେ ରାହୁଲ

ନୂଆଦିଲ୍ଲୀ, ୮। ୮: ରାହୁଲ ଗାନ୍ଧୀ ଏମପି ପଦ ପୁନଃ ପ୍ରାପ୍ତ କରିବା ପରେ ଆକ୍ସନ ମୁଡ୍ ରେ କଂଗ୍ରେସ। ଖୁବଶୀଘ୍ର ସେ ନିଜର ଦ୍ବିତୀୟ ‘ଭାରତ ଯୋଡୋ ଯାତ୍ରା’ରେ ବାହାରିବେ। ଏହା ଗୁଜରାଟରୁ ମେଘାଳୟ ଯାଏ ହେବ ବୋଲି ମହାରାଷ୍ଟ୍ର…

୧୦ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…

କଲମ୍ବୋ,୮।୮ : ଶ୍ରୀଲଙ୍କା ନୌସେନା ୧୦ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ସେମାନଙ୍କର ଟ୍ରଲର ମଧ୍ୟ ଜବତ କରିଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ହୋଇଛି। ଗୋଟିଏ ମାସ ମଧ୍ୟରେ ଏହା ହେଉଛି ତୃତୀୟ…

ମିସ ଇଣ୍ଡୋନେସିଆ ୟୁନିଭର୍ସ ଆୟୋଜକମାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଟପଲେସ ‘ଶରୀର ଯାଞ୍ଚ’ ନେଇ ବିବାଦ…

ଜାକର୍ତ୍ତା,୮।୮ : ମିସ ଇଣ୍ଡୋନେସିଆ ୟୁନିଭର୍ସ ପ୍ରତିଯୋଗିତାର ୬ ଜଣ ପ୍ରତିଯୋଗୀ ଆୟୋଜକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ପ୍ରତିଯୋଗୀମାନେ ଅଭିଯୋଗ କରିଛନ୍ତି ପ୍ରତିଯୋଗିତା ସମୟରେ ସେମାନଙ୍କ ଟପଲେସ ‘ଶରୀର ଯାଞ୍ଚ’ କରାଯାଇଥିଲା। ପୋଲିସ ନିଶ୍ଚିତ କରିଛି ପ୍ରତିଯୋଗୀମାନେ ଏକ…

ଯୌନ ଅପରାଧୀ ସରକାରୀ ଚାକିରି ପାଇଁ ହେବେ ଅଯୋଗ୍ୟ: ରାଜସ୍ଥାନ ସିଏମ…

ଜୟପୁର,୮।୮ : ଯୌନ ନିର୍ଯାତନା ସହ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଏହିପରି ଅପରାଧର ଅଭ୍ୟାସଗତ ଅପରାଧୀଙ୍କୁ ସରକାରୀ ଚାକିରୀରୁ ବଞ୍ଚିତ କରାଯିବା…

ଭାରତରେ ପୁଣି କରୋନା ଆତଙ୍କ, ମହାରାଷ୍ଟ୍ରରେ ସଂକ୍ରମଣ ବଢୁଛି…

ନୂଆଦିଲ୍ଲୀ,୮।୮ : ପୁଣିଥରେ କରୋନା ମହାମାରୀ ଭୂତାଣୁ ଦେଶରେ ନିଜର ପାଦ ବିସ୍ତାର କରୁଛି। ଏଥର କୋଭିଡ-୧୯ ର ନୂତନ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଏହି ଭାରିଆଣ୍ଟ ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ…

ପ୍ରଧାନମନ୍ତ୍ରୀ-ବାଚସ୍ପତିଙ୍କ ଗୁପ୍ତ ବାର୍ତ୍ତାଳାପ ନେଇ ଗୌରବ ଗୋଗୋଇଙ୍କୁ ଚ୍ୟାଲେଞ୍ଜ ଦେଲେ ଶାହା…

ନୂଆଦିଲ୍ଲୀ,୮।୮ : କଂଗ୍ରେସ ଏମପି ଗୌରବ ଗୋଗୋଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ମଧ୍ୟରେ ଗୁପ୍ତ ବାର୍ତ୍ତାଳାପ ହୋଇଥିବା ବିଷୟରେ ସେ ଜାଣିଥିବା ନେଇ ଦାବି କରିଛନ୍ତି। ଏହାକୁ ନେଇ ଶାସକ ଏବଂ ବିରୋଧୀଙ୍କ…

ସାରା ଭାରତ ମୋ ଘର: ରାହୁଲ…

ନୂଆଦିଲ୍ଲୀ,୮।୮ : ସୁପ୍ରିମକୋର୍ଟ ମୋଦି ଉପନାମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ପରେ ସେ ପୁଣି ଦିଲ୍ଲୀର ତୋଗଲକ ଲେନ ୧୨ ରେ ନିଜର ପୁରୁଣା ସରକାରୀ ବାସଭବନକୁ ଫେରି ପାଇଛନ୍ତି। ମାର୍ଚ୍ଚ…

୬ଟି ରାଜ୍ୟରେ ଉପ-ନିର୍ବାଚନ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୮।୮: ନିର୍ବାଚନ ଆୟୋଗ ଦେଶରେ ୬ଟି ରାଜ୍ୟରେ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏହି ରାଜ୍ୟଗୁଡିକ ହେଲା, ଝାଡ଼ଖଣ୍ଡ, ତ୍ରିପୁରା, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ। ଏହି ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ସେପ୍ଟେମ୍ବର ୫ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri