Home

ନ୍ୟୁୟର୍କ ସମୁଦ୍ର ତଟରେ ସାର୍କ ଆତଙ୍କ

ନ୍ୟୁୟର୍କ,୯।୭: ନ୍ୟୁୟର୍କ ସମୁଦ୍ର କୂଳରେ ସାର୍କ ଆତଙ୍କ ବୃଦ୍ଧି ପାଇଛି। ଗତ କିଛି ଦିନ ମଧ୍ୟରେ ଲଙ୍ଗ ଦ୍ୱୀପ ଉପକୂଳରେ ସାର୍କ ଆକ୍ରମଣରେ ଅନେକ ଲୋକ ଶିକାର ହୋଇଛନ୍ତି।ସାର୍କ ଆତଙ୍କ ବୃଦ୍ଧି ପାଉଥିବାରୁ ନ୍ୟୁୟର୍କ ସରକାର ସମୁଦ୍ର କୂଳରେ ସାର୍କ ଉପରେ…

ଜଳିଗଲା ବିମାନ, ୬ ମୃତ

ଓ୍ବାଶିଂଟନ,୯ା୭: ଦକ୍ଷିଣ କାଲିଫର୍ନିଆରେ ବିମାନ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଲସ୍‌ଆଞ୍ଜେଲସ ଏବଂ ସାନ ଡିଏଗୋ ମଧ୍ୟରେ କାଲିଫର୍ନିଆର ମୁରିଏଟା ସହରର ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ବିମାନଟି ଲାସ ଭେଗାସର ହ୍ୟାରି ରିଡ…

ବହୁ ଅଧିକାରୀଙ୍କ ସମେତ ସାଧାରଣ ଲୋକଙ୍କ ଗୋପନୀୟ ତଥ୍ୟ ଲିକ୍‌: ଚିନ୍ତାରେ ଶେହବାଜ ସରକାର…

ଇସଲାମାବାଦ,୯।୭ : ପାକିସ୍ତାନର ଜାତୀୟ ଡାଟାବେସ ଏବଂ ପଞ୍ଜୀକରଣ ପ୍ରାଧିକରଣ (ଏନଏଡିଆରଏ) ବିରୋଧରେ ନାଗରିକଙ୍କ ତଥ୍ୟ ଲିକ କରିଥିବା ଅଭିଯୋଗ ହୋଇଛି। ଏନଏଡିଆରଏ ଉପରେ ଅଭିଯୋଗ ଆସିବା ପରେ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦ୍ୱାରା ଏହି…

ଅଢ଼େଇ ମିନିଟ୍‌ରେ ଭାଙ୍ଗିଲେ ୩୦୦ ନଡ଼ିଆ

ଆଦିଲ ନାମକ ଜଣେ ବ୍ୟକ୍ତି ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଚର୍ଚ୍ଚାରେ ରହିବାର କାରଣ ହେଲା ସେ ମାତ୍ର ଅଢ଼େଇ ମିନିଟ୍‌ରେ ୩୦୦ ନଡ଼ିଆ ଭାଙ୍ଗିଛନ୍ତି। ବିଶେଷ କଥା ହେଉଛି ଆଦିଲ କୌଣସି ପଥରର ସାହାଯ୍ୟ ନ ନେଇ ନିଜ ହାତରେ ଏସବୁ…

ସୁଦାନର ଓମଦୁରମାନରେ ଏୟାର ଷ୍ଟ୍ରାଇକ୍‌: ୨୨ମୃତ

ଖାରତୋମ,୯।୭: ସୁଦାନରେ ଦୁଇ ପ୍ରତିଦ୍ୱନ୍ଦୀ ମଧ୍ୟରେ ଚାଲିଥିବା ଏୟାର ଷ୍ଟ୍ରାଇକ୍‌ରେ ୨୨ଜଣଙ୍କର ମୃତ୍ୟୁ ହୋଇଛିି। ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ (ଆପ) ସ୍ବାସ୍ଥ୍ୟ ଅଧିକାରୀଙ୍କ ଏନେଇ ସୂଚନା ଦେଇଛନ୍ତି। ଆପ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ ରାଜଧାନୀ ଖାର୍ତୁମ ପଡୋଶୀ ସହର…

ଏହି ମା’ଙ୍କ ଭିଡିଓ ଦେଖିଲେ ଆଖିରେ ଆସୁଛି ଲୁହ, ସଲାମ କରୁଛନ୍ତି ଲୋକେ…

କଥାରେ ଅଛି ‘ମା’ ଦୁନିଆର ସବୁଠୁ ବଡ଼ ଯୋଦ୍ଧା’। ନିଜ ସନ୍ତାନର ଜୀବନକୁ ସରସସୁନ୍ଦର ଭାବେ ଗଢ଼ି ତୋଳିବା ଲାଗି ସେ କିଛି ବି କରିପାରେ। ନିଜ ପିଲା ଲାଗି ମା’ ଯେକୌଣସି ପରିସ୍ଥିତି ସହ ଲଢ଼ିପାରେ। ଏଥିଲାଗି ତା ସ୍ଥାନ…

ପ୍ରେମ ପାଇଁ ଭାରତ ଆସିଥିବା ସୀମା ଯୋଗୀଙ୍କ ପାଖରେ କଲେ ନିବେଦନ, ପାକିସ୍ତାନ ଫେରିଲେ ମରିଯିବି…

ନୂଆଦିଲ୍ଲୀ,୯।୭: ପ୍ରେମ କ’ଣ ନ କରିପାରେ। ପ୍ରେମ ପାଇଁ ମାଇଲି ମାଇଲି ବାଟ ବି ଛୋଟ ଲାଗିଥାଏ। ପବଜିରେ ଆରମ୍ଭ ହୋଇଥିବା ପ୍ରେମ ପାଇଁ ପାକିସ୍ତାନୀ ମହିଳା ସୀମା ସାତ ଦରିଆ ଡେଇଁ ଚାଲିଆସିଛନ୍ତି ତାଙ୍କ ଭାରତୀୟ ପ୍ରେମୀଙ୍କ ପାଖକୁ। ବର୍ତ୍ତମାନ…

ଜାପାନରେ ପ୍ରବଳ ବର୍ଷା: ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର

ଟୋକିଓ,୯ା୭: ଲଗାତର ପ୍ରବଳ ବର୍ଷା ହେତୁ ଜାପାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜାପାନର ଶିମାନ ପ୍ରିଫେକ୍ଟର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସ୍ଥାନୀୟ କର୍ତ୍ତୃପକ୍ଷ ଦୁଇ ସହରର ୩,୭୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ…

କିଲିମାଞ୍ଜାରୋ ଆରୋହଣ କରିବେ ଅନୀତା

ଭୁବନେଶ୍ୱର, ୯ା୭ (ସରୋଜ ଜେନା): ଓଡ଼ିଶାର ପର୍ବତାରୋହଣକାରୀ ଅନୀତା ସ୍ବାଇଁ ୧୯୩୪୧ ଫୁଟ ଉଚ୍ଚ ବିଶ୍ୱର ପଞ୍ଚମ ବୃହତ୍ତମ ଗିରିଶୃଙ୍ଗ ତଥା ଆଫ୍ରିକାର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରେ ଆରୋହଣ କରିବେ। ଏଏଏସ୍‌ଏ କ୍ଲବ୍‌ର ସଦସ୍ୟ ଅନୀତା ପୂର୍ବରୁ ସଫଳତାର ସହ…

ଦୀପାବଳିରେ ରିଲିଜ ହେବ ସଲମାନଙ୍କ ଫିଲ୍ମ ‘ପ୍ରେମ କି ଶାଦି’! 

ବମ୍ବେ: ସାତ ବର୍ଷ ପରେ ପୁଣି ଥରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟାଙ୍କ ସହ କାମ କରିବେ ଦବଙ୍ଗ ଖାଁ ସଲମାନ। ଏହି ଫିଲ୍ମର ନାଁ ରହିବ ‘ପ୍ରେମ କି ଶାଦି’। ପୂର୍ବରୁ ଭାଇଜାନ ଅନେକ ଫିଲ୍ମରେ ପ୍ରେମ ଚରିତ୍ରରେ ନଜର ଆସିଛନ୍ତି।…

ଅଂଶୁମାନଙ୍କ ପାଇଁ ଅର୍ଥ ବାଧକ

ସମ୍ବଲପୁର,୯ା୭(ବି.ଶଙ୍କର): ସଫ୍ଟ ଟେନିସରେ ଜାତୀୟ ସ୍ତରର ସଫଳତା ହାସଲ କରିଛନ୍ତି ସମ୍ବଲପୁରର ଅଂଶୁମାନ ବାବୁ। ଚଳିତ ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟ୍ଟାୟାଠାରେ ଅନ୍ତର୍ଜାତୀୟ ସଫ୍ଟ ଟେନିସ ଚାମ୍ପିୟନଶିପ -୨୦୨୩ ଅନୁଷ୍ଠିତ ହେବ। ଏଥିରେ ୧୮ବର୍ଷରୁ କମ ବର୍ଗରେ…

କୋଠା ଅଛି, ପାହାଚ ନାହିଁ

ସୋନପୁର,୯।୭(ମୃତ୍ୟୁଞ୍ଜୟ ଶତପଥୀ)ରାଜ୍ୟ ସରକାର ୫-ଟିରେ ହାଇସ୍କୁଲକୁ ସାମିଲ କରି ଏହାର ରୁପାନ୍ତରଣ କରୁଛନ୍ତି। ସେହି କ୍ରମରେ ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜ ବିହାରୀ ହାଇସ୍କୁଲ ରୂପାନ୍ତରିତ ହୋଇଛି। ୧ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri