କିଏ ସେହି ବ୍ୟକ୍ତି, ଯିଏ ଉପହାରରେ ରଜନୀକାନ୍ତଙ୍କୁ ଦେଲେ ୧୦୦ କୋଟିର ଚେକ୍‌, ୧.୨୫ କୋଟିର ବିଏମ୍‌ଡବ୍ଲୁ

ବମ୍ବେ: ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରତିଟି ଫିଲ୍ମ ବକ୍ସ ଅଫିସରରେ ସୁପରହିଟ୍‌ ହୋଇଥାଏ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ବ୍ୟବସାୟର ନୂଆ ମାଇଲଷ୍ଟୋନ୍‌ ସୃଷ୍ଟି କରିଛି। ଏବେ ଏହାର ସଫଳତାକୁ ନେଇ ଜଣେ ବ୍ୟକ୍ତି ତାଙ୍କୁ ୧୦୦ କୋଟି ଟଙ୍କା ସହ ୧.୨୫ କୋଟିର ଏକ ବିଏମ୍‌ଡବ୍ଲୁ କାର୍‌ ଉପହାରରେ ଦେଇଛନ୍ତି। ଏହି ଦାମୀ ଉପହାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଜେଲର ଲାଗି ତାଙ୍କୂ ୧୧୦ କୋଟିର ପାରିଶ୍ରମିକ ମିଳିଥିଲା। ଏମିତିରେ ଉପହାର ପାଇବା ପରେ ଫିଲ୍ମ ଲାଗି ତାଙ୍କ ଆୟ ୨୧୧ କୋଟି ଟଙ୍କା ହୋଇଛି। ତେବେ ରଜନୀକାନ୍ତଙ୍କୁ ଦାମୀ ଉପହାର ଦେଇଥିବା ବ୍ୟକ୍ତିଜଣଙ୍କ ହେଉଛନ୍ତି ସନ ଗ୍ରୁପ୍‌ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ କଳାନିଧି ମାରନ୍‌।

କଳାନିଧି ଭାରତର ଧନୀ ତାଲିକାର ୭୭ ନଂ ସ୍ଥାନରେ ଅଛନ୍ତି। ତାଙ୍କ ପାଖରେ ୨୪ ହଜାର କୋଟିର ସମ୍ପତ୍ତି ରହିଛି। ୧୯୯୩ରେ ସେ ସନ୍‌ ନେଟଓ୍ବାର୍କ ପ୍ରତିଷ୍ଠା କରିଥିଲେ। ଏବେ ଏହାର ୩୩ ଚ୍ୟାନେଲ ରହିଛି। ପ୍ରାୟ ୯.୫ କୋଟି ଦର୍ଶକ ତାଙ୍କ ସହ ଯୋଡ଼ି ହୋଇଛନ୍ତି। ଦକ୍ଷିଣ ଭାରତରେ ତାଙ୍କୁ ଟେଲିଭିଜନ ରାଜା ବୋଲି ମଧ୍ୟ କୁହାଯାଏ। ଟେଲିଭିଜନ ବ୍ୟତିତ ତାଙ୍କର ଡିଟିଏଚ୍‌ ଏବଂ ଫିଲ୍ମ ପ୍ରଯୋଜନା ସଂସ୍ଥା ରହିଛି। ଏହି ସନ୍‌ ପିକ୍ଚର୍ସ ‘ଜେଲର୍‌’ର ପ୍ରଯୋଜକ ଥିଲା। ତେବେ ଫିଲ୍ମ ଭଲ କାରୋବାର କରିବାରୁ ଖୁସି ହୋଇ କଳାନିଧି ରଜନୀକାନ୍ତଙ୍କୁ ଉପହାର ଦେଇଛନ୍ତି। ଟ୍ରେଡ ଆନାଲିଷ୍ଟ ମାନୋବାଲା ବିଜୟବାଲନ୍‌ ଟୁଇଟ୍‌ କରି ଏନେଇ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri