Home

ଓଜନକୁ ନେଇ ଟ୍ରୋଲ ହୋଇଥିଲେ ଏହି ଅଭିନେତ୍ରୀ

ନିଜ ଅଭିନୟ ଆଧାରରେ ହୁମା କ୍ୟୁରେଶି ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ‘ଗ୍ୟାଙ୍ଗସ ଅଫ ୱାସେପୁର’, ‘ବଦଲାପୁର’, ‘ଏକ ଥି ଡାୟନ’, ‘ଲଭ ସବ ତେ ଚିକେନ ଖୁରାନା’, ‘ମୋନିକା – ଓ ମାଇ ଡାର୍ଲିଂ’ ଭଳି…

ନିଆରା ରେକର୍ଡ: ପିତାଙ୍କ ପରେ ପୁଅ ବିପକ୍ଷରେ ଖେଳିବେ କୋହଲି

ଡୋମିନିକା,୧୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରେ ଡୋମିନିକାରେ ଆରମ୍ଭ ହେବ। ଏହି ସିରିଜରେ ସମସ୍ତଙ୍କ ନଜର ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ। ପ୍ରଶଂସକମାନେ ତାଙ୍କଠାରୁ…

ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଲେ ହରଭଜନ

ନୂଆଦିଲ୍ଲୀ,୧୧।୭: ଭାରତୀୟ ମହାନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ସମେତ  ପୂର୍ବତନ କ୍ରିକେଟର ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ସମାଲୋଚନା କରିଛନ୍ତି। କିନ୍ତୁ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଅଧିନାୟକ ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଭାରତର ପରବର୍ତ୍ତୀ ଟେଷ୍ଟ…

ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଅଜିତ ପାଓ୍ବାର, ଦେବେନ୍ଦ୍ର ଫଡନଭିସ

ମୁମ୍ବାଇ,୧୧।୭: ବର୍ଷା ନିବାସରେ ସୋମବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ବୈଠକ ୩ ଘଣ୍ଟା ଧରି ଚାଲିଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ବି ଉପସ୍ଥିତ ଥିଲେ। ତେବେ ଦେବେନ୍ଦ୍ର…

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଅନେକ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୧୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରୁ ଆରମ୍ଭ ହେବ। ଏହି ଗସ୍ତରେ ଦୁଇଟି ଟେଷ୍ଟ ବ୍ୟତୀତ ଟିମ ଇଣ୍ଡିଆ ୩ଟି ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ ଖେଳିବ। ଏହି…

କିଙ୍ଗ ଚାର୍ଲସ ତୃତୀୟଙ୍କ ପିଠିରେ ହାତ ରଖି ବିବାଦରେ ଫସିଲେ ବାଇଡେନ

ଓ୍ବାଶିଂଟନ,୧୧।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ୟୁରୋପ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଓ୍ବିଂଡସର କ୍ୟାସେଲରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି। କିଙ୍ଗ ଚାର୍ଲସ ତୃତୀୟ ବି ବାଇଡେନଙ୍କୁ ଖୁବ ଆଦରର ସହ ସ୍ବାଗତ କରିଥିଲେ। ହେଲେ…

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଯମୁନା, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୧।୭: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଫଳରେ ସାଧାଣର ଜୀବନଯାତ୍ରା ବେଶ ପ୍ରଭାବିତ ହୋଇଛି। ଏଠାରେ ଏବେ ଯମୁନା ନଦୀ ଫୁଲିବାରେ ଲାଗିଛି। ଯମୁନାର ବିପଦ ସଙ୍କେତ ୨୦୫.୩୩ ମିଟର ଥିବା ବେଳେ ଏବେ ଏହା ବିପଦ ସଙ୍କେତ ଉପରେ ଅର୍ଥାତ୍‌…

ଏମି ପୁରସ୍କାର ବିଜେତା ପ୍ରଯୋଜକଙ୍କ ପରଲୋକ

ଏମି ପୁରସ୍କାର ବିଜେତା ଲେଖକ ତଥା ପ୍ରଯୋଜକ ମାନି କୋଟୋଙ୍କ ପରଲୋକ ଘଟିଛି। ଡ୍ରାମା ସିରିଜ୍‌ ‘୨୪’ ପାଇଁ ଶ୍ରେଷ୍ଠ ଏମି ପୁରସ୍କାର ଜିତିଥିବା ମାନି ୬୨ ବର୍ଷ ବୟସରେ ଦୁନିଆକୁ ବିଦାୟ ନେଇଛନ୍ତି। ମାନି ଦୀର୍ଘ ଦିନ ଧରି ଅଗ୍ନାଶୟ…

ଆରମ୍ଭ ହେଲା ଭୋଟ ଗଣତି

କୋଲକାତା,୧୧।୭: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି।କଡା ସୁରକ୍ଷା ମଧ୍ୟରେ ଜୁଲାଇ ୮ରେ ଏଠାରେ ମତଦାନ କରାଯାଇଥିଲା। ସେଥିରେ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ ପ୍ରାୟ ୫.୬୭କୋଟି ଭୋଟର ୭୩,୮୮୭ ଆସନ ପାଇଁ ଭୋଟ ଦେଇଥିଲେ। ଏହି ଆସନ…

ବସ ଓ କାର ମୁହାଁମୁହିଁ ଧକ୍କା: ୬ ମୃତ

ଗାଜିଆବାଦ ,୧୧।୭: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ…

ଆମେରିକାର ଧନୀ ତାଲିକାରେ ୪ ଭାରତୀୟ

ଓ୍ବାଶିଂଟନ,୧୧।୭: ଫୋର୍ବସର ଧନୀ ତାଲିକାରେ ଏଥର ସ୍ଥାନ ପାଇଛନ୍ତି ୪ ଭାରତୀୟ ଆମେରିକୀୟ। ଭାରତୀୟ ମୂଳ ବାସିନ୍ଦା ଭାବେ ଆମେରିକାରେ ରହୁଥିବା ଜୟଶ୍ରୀ ଉଲ୍ଲାଲ, ଇନ୍ଦ୍ରା ନୁଇ, ନିରଜା ସେଠି ଓ ନେହା ନରଖେଡେଙ୍କୁ ଫୋର୍ବସ ଆମେରିକାର ୧୦୦ ସବୁଠାରୁ ଧନୀ…

ୟୁସିସିକୁ ବିରୋଧ କରିବ ବିଆରଏସ୍‌

ହାଇଦ୍ରାବାଦ୍‌,୧୧।୭: ୟୁନିଫର୍ମ ସିଭିଲ କୋଡକୁ ନେଇ ଆଜିକାଲି ଭାରତରେ ଅନେକ ବିତର୍କ ଚାଲିଛି। ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିବାବେଳେ କିଛି ଦଳ ଏହାକୁ ସମର୍ଥନ କରୁଛନ୍ତି। ଏହି କ୍ରମରେ ବିଆରଏସ ମଧ୍ୟ ଏହାକୁ ବିରୋଧ କରିଛି। ବିଆରଏସ କହିଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri