ମଧ୍ୟାହ୍ନଭୋଜନ ପାଇଁ ଧାରଣାରେ ବସିଲେ ଛାତ୍ରୀଛାତ୍ର
ମୋରଡ଼ା,୧୬ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଗଡ଼ିଗାଁ ପଞ୍ଚାୟତର ମାକୁନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ବୁଧବାର ଧାରଣାରେ ବସିଛନ୍ତି। ସୂଚନାନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀରେ ମୋଟ୍ ୧୩୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ…
ହିମାଚଳରେ ବର୍ଷା ବିତ୍ପାତ: ମାଟିରେ ମିଶିଯିବ ଶିମଲା,କୁଲୁ, ସୋଲନ ସହର!
ଶିମଲା,୧୬।୮: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଏକ ବଡ ବିପଦକୁ ଡାକି ଆଣିଛି। ଲ୍ୟାଣ୍ଡ ସ୍ଲାଇଡ୍ ହୋଇ ରାଜ୍ୟରେ ପର୍ବତ ଉପରେ ଅବସ୍ଥିତ ବଡ ସହରଗୁଡିକ ମାଟି ତଳକୁ ଧଷି ଯାଉଛନ୍ତି। ଦିନକୁ ଦିନ ଭୀଷଣ ବର୍ଷାରେ ମାଟିର ଆର୍ଦ୍ରତା ବଢିବାରେ…
ଚିକେନ ଥାଳିରୁ ବାହାରିଲା ମଲା ମୂଷା: ରେଷ୍ଟୁରାଣ୍ଟ ମ୍ୟାନେଜର-କୁକ୍ ଗିରଫ…
ମୁମ୍ବାଇ,୧୬।୮ : ମୁମ୍ବାଇର ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ତାଙ୍କୁ ଏକ ମୃତ ମୂଷା ପରିବେଷଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେଷ୍ଟୁରାଣ୍ଟ ମ୍ୟାନେଜର ଏବଂ ଦୁଇଜଣ କୁକଙ୍କୁ ପୋଲିସ ଗିରଫ କରାଯାଇଛି।…
ଜେଇଇ-ନିଟ୍ରେ ଅସଫଳ: କୋଟାରେ ୮ ବର୍ଷରେ ୧୧୬ ଛାତ୍ରୀଛାତ୍ର କଲେଣି ଆତ୍ମହତ୍ୟା…
କୋଟା,୧୬।୮ : ଶିକ୍ଷା ସହର ଭାବେ ପରିଚିତ ରାଜସ୍ଥାନର କୋଟା ସହରରେ କୋଚିଂ ନେଉଥିବା ଛାତ୍ରୀଛାତ୍ରମାନଙ୍କ ଆତ୍ମହତ୍ୟା ଶୃଙ୍ଖଳା ଜାରି ରହିଛି। ଜିଲା ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ମଙ୍ଗଳବାର ସୁଦ୍ଧା ଗତ ଆଠ ବର୍ଷ ମଧ୍ୟରେ ଚଳିତ…
ନେହେରୁ ସଂଗ୍ରହାଳୟର ନାମ ବିବାଦ: ମୋଦିଙ୍କୁ ପ୍ରଶଂସା କଲେ ଥରୁର୍
ନୂଆଦିଲ୍ଲୀ,୧୬।୮: ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି। ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଥରୁର୍ କହିଛନ୍ତି, ପୂର୍ବ ସମସ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ନିର୍ଦଶନ ଦେବା…
‘ଏଏପି ଭାଜପାର ଲାଞ୍ଜ’
ନୂଆଦିଲ୍ଲୀ,୧୬।୮: ଦିଲ୍ଲୀର ୭ଟି ଲୋକ ସଭା ଆସନରେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମେଣ୍ଟ ମଧ୍ୟରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏଏପି ଭାରତୀୟ ଜନତା ପାର୍ଟି (ଭାଜପା)ର ଲାଞ୍ଜ ବୋଲି ସନ୍ଦୀପ…
ବଜରଙ୍ଗ ଦଳ ଉପରେ ଲାଗିବନି କୌଣସି କଟକଣା
ଭୋପାଳ,୧୬।୮: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱ ବିଷୟରେ ବିତର୍କ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ନେତା ଦିଗ୍ବିଜୟ ସିଂ ବୁଧବାର ବଜରଙ୍ଗ ଦଳ ସମ୍ପର୍କରେ କହିଛନ୍ତି ଯେ, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ବଜରଙ୍ଗ ଦଳକୁ…
ଇଡିକୁ ଚେତାବନୀ ଦେଲେ ହେମନ୍ତ ସୋରେନ
ରାଞ୍ଚି,୧୬।୮: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଇଡିକୁ ଚେତାବନୀ ଦେଇଛନ୍ତି। ଝାଡଖଣ୍ଡର ରାଞ୍ଚିରେ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ ଜାରି କରିଥିଲା। ଗତ ସୋମବାର ତାଙ୍କୁ ତଦନ୍ତକାରୀ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିବାର ଥିଲା। କିନ୍ତୁ ସେ…
ପରଫେକ୍ଟ ହସ୍ବ୍ୟାଣ୍ଡ ସିଦ୍ଧାର୍ଥ, ସ୍ତ୍ରୀଙ୍କ ଲାଗି…
ବମ୍ବେ: ପ୍ରେମର ସଫଳତା ବିବାହ ବୋଲି କୁହାଯାଏ। କିଛି ସେଭଳି ଘଟିଛି ବଲିଉଡର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀଙ୍କ କ୍ଷେତ୍ରରେ। କିଛି ମାସ ତଳେ ଦୁହେଁ ହାତକୁ ଦୁଇହାତ ହୋଇଛନ୍ତି। ଏମିତିରେ ଉଭୟଙ୍କ ବୈବାହିକ ଜୀବନ କିଭଳି…
ଆକ୍ଟିଂରୁ ବ୍ରେକ୍ ନେବେ ପ୍ରଭାସ!
ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ ଅଭିନେତା ହେଉଛନ୍ତି ପ୍ରଭାସ। ବହୁ ବ୍ଲକବଷ୍ଟର ଫିଲ୍ମରେ ସେ ଅଭିନୟ କରିଛନ୍ତି। ରାଧେ ଶ୍ୟାମ ଏବଂ ଆଦିପୁରୁଷ ଭଳି ଚଳଚ୍ଚିତ୍ର ସହିତ ବକ୍ସ ଅଫିସରେ ବିଫଳତା ସତ୍ତ୍ୱେ ପ୍ରଭାସ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ଚମତ୍କାର ଅଭିନେତା ଭାବେ…
ପିଏଲଏରେ ବଡ ପରିବର୍ତ୍ତନ: ବାୟୁସେନା ନୌସେନା ବିମାନକୁ କଲା ଅଧିଗ୍ରହଣ, ଫିଲିପାଇନ୍ସକୁ ଅଟକାଇବା ପାଇଁ ଏକଜୁଟ…
ବେଜିଂ,୧୬।୮ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ହେଉଛି ବିଶ୍ୱର ସବୁଠାରୁ ବଡ ସେନା। ସମ୍ପ୍ରତି ପିଏଲଏରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏକାଧିକ ସଶସ୍ତ୍ର ସେବା ମଧ୍ୟରେ ମିଳିତ କାର୍ଯ୍ୟ ପାଇଁ ଦକ୍ଷିଣ ଚାଇନା ସାଗରରେ…
ଚନ୍ଦ୍ରାୟନ-୩: କକ୍ଷ ପରିବର୍ତ୍ତନର ଅନ୍ତିମ ପ୍ରକ୍ରିୟା ଶେଷ
ନୂଆଦିଲ୍ଲୀ,୧୬।୮: ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରାୟାନ-୩। ବୁଧବାର ଚନ୍ଦ୍ରାୟାନ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟର ଚନ୍ଦ୍ର କକ୍ଷପଥକୁ ପ୍ରବେଶକୁ ସଫଳତାର ସହ ସମାପ୍ତ କରିଛି। ଚନ୍ଦ୍ରାୟନ ଏବେ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ,…
Archives


