Home

ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ: ୬ ମାସ ପୂର୍ବରୁ ମି ଠୁ ପ୍ରସଙ୍ଗ ନେଇ ବଢ଼ିଲା ଉଷ୍ମତା…

ତାଇପେ,୧୦।୬ : ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ୬ମାସ ପୂର୍ବରୁ ହାସ ମି ଠୁ (#MeToo) ପ୍ରସଙ୍ଗ ଉଠିଛି। ଯୌନ ଉତ୍ପୀଡ଼ନର ଶିକାର ହୋଇ ଆଗକୁ ଆସିଥିବା ଅନେକ ମହିଳା ଗୁରୁତର ଅଭିଯୋଗ ଆଣିଛନ୍ତି। ତାଇୱାନ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା…

ସୋମାଲିଆରେ ମୋର୍ଟାର ବିସ୍ଫୋରଣ: ୨୫ ପିଲାଙ୍କ ମୃତ୍ୟୁ…

ମୋଗାଦିଶୁ,୧୦।୬ : ସୋମାଲିଆରେ ଏକ ଖେଳ ପଡିଆରେ ଏକ ମୋର୍ଟାର ବିସ୍ଫୋରଣରେ ୨୫ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା କ୍ଷିଣ ସୋମାଲିଆର କୋରୋଲି ସହର ନିକଟରେ ଘଟିଛି। ସ୍ଥାନୀୟ…

ମଙ୍ଗୋଲିଆ ସାମରିକ କମାଣ୍ଡ ପରିଦର୍ଶନ କରି ‘ ଦ ଷ୍ଟିଲ ଗ୍ରେଟ ୱାଲ’ ନିର୍ମାଣ କରିବାକୁ ଆହ୍ବାନ କଲେ ଜିନପିଙ୍ଗ…

ବେଜିଂ,୧୦।୬ : ରାଷ୍ଟ୍ରପତି ଶି ଜିନପିଙ୍ଗ ପୁଣି ଥରେ ଚାଇନା ସୈନ୍ୟବାହିନୀକୁ ‘ ଦ ଗ୍ରେଟ ୱାଲ ଅଫ ଷ୍ଟିଲ’ ରେ ପରିଣତ କରିବାକୁ ଆହ୍ବାନ କରିଛନ୍ତି। ରାଜ୍ୟ ନିୟନ୍ତ୍ରିତ ଗଣମାଧ୍ୟମ ରିପୋର୍ଟ କରିଛି ସୈନ୍ୟମାନଙ୍କୁ ସୀମା ପ୍ରତିରକ୍ଷା ଏବଂ ନିୟନ୍ତ୍ରଣ…

ଏଭରେଷ୍ଟର ପ୍ରବେଶ ଦ୍ୱାର ନାମଚେ ବଜାରରେ ତାପମାତ୍ରା ୧୨ ଡିଗ୍ରୀ, ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ…

କାଠମାଣ୍ଡୂ,୧୦।୬ : ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟର ପ୍ରବେଶ ଦ୍ୱାର ନାମଚେ ବଜାରରେ ତାପମାତ୍ରା ଗତ କିଛି ବର୍ଷ ତୁଳନାରେ ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ରହିଛି। ନାମଚେ ବଜାର ସମୁଦ୍ର ପତ୍ତନ ଠାରୁ ୩୪୦୦ ମିଟର ଉଚ୍ଚରେ ରହିଛି।…

ତୁର୍କୀରେ ବାରୁଦ କାରଖାନାରେ ବିସ୍ଫୋରଣ: ୫ କର୍ମଚାରୀ ମୃତ…

ଆଙ୍କରା,୧୦।୬ : ଶନିବାର ତୁର୍କୀର ରାଜଧାନୀ ଆଙ୍କରାର ବାରୁଦ କାରଖାନାରେ ବିସ୍ଫୋରଣରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଆଙ୍କରାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଏମକେଇ ରକେଟ…

ସୋମାଲିଆ ହୋଟେଲରେ ଆତଙ୍କବାଦୀ ଆକ୍ରମଣ, ୯ ମୃତ, ୨୦ ଆହତ…

ମୋଗାଦିଶୁ,୧୦।୬ : ସୋମାଲିଆର ରାଜଧାନୀ ମୋଗାଦିଶୁର ଏକ ସମୁଦ୍ର କୂଳ ହୋଟେଲରେ ଇସଲାମବାଦୀ ଅଲ-ଶବାବ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଛି। ଏଥିରେ ୯ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପୋଲିସ ପକ୍ଷରୁ ଏହି…

ବଡ଼ବିଲରେ ୫-ଟି ସଚିବ

ବଡ଼ବିଲ,୧୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ଚମ୍ପୁଆ କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ବିଲସ୍ଥିତ ବିକାଶ ମହଲ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଶନିବାର ଅବତରଣ କରିଥିଲେ। ହେଲିପ୍ୟାଡ୍‌ ନିକଟରେ…

ସକ୍ରିୟ ମାମଲା ୩ ହଜାରରୁ କମ…

ନୂଆଦିଲ୍ଲୀ, ୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ମଣିପୁର ହିଂସାକାଣ୍ଡ: ୧୧ ଅଫିସରଙ୍କ ବଦଳି

ଇମ୍ଫାଲ,୧୦।୬:ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ୩୯ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ଜଣ ଗୁରୁତରଆହତ ହୋଇଛନ୍ତି। ତେବେ ଏ…

ବ୍ରିକ୍ସ ଶିଖର ସମ୍ମିଳନୀରେ ନିଜ ସୁରକ୍ଷା ସେବା ଉପଲବ୍ଧ କରାଇବାକୁ ଚାହୁଁଛି ଚାଇନା…

ବେଜିଂ,୧୦।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏହା କେବେ ଶେଷ ହେବ ତାହା ପୂର୍ବାନୁମାନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ଯୁଦ୍ଧକୁ ରୋକିବା ପାଇଁ ସମସ୍ତ ଶକ୍ତିଶାଳୀ ଦେଶ ମଧ୍ୟ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।…

କରେଣ୍ଟ ଲାଗି ମା,ପୁଅ ମୃତ

ଖଇରା,୧୦।୬(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ଥାନା ମହତୀପୁର ଗ୍ରାମ ପଞ୍ଚାୟତ ଅଧୀନ ନାହୁଲ ଗ୍ରାମରେ ଶନିବାର ସକାଳେ ଅଭାବନୀୟ ଘଟଣା ଘଟିଯାଇଛି। କରେଣ୍ଟ ଲାଗି ମା,ପୁଅଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ମାଆ ତିଳୋତ୍ତମା ଦାସ(୪୮) ଓ ପୁଅ ରାମଚନ୍ଦ୍ର ଦାସ।…

କାନାଡ଼ାରୁ ବିତାଡିତ ହେବନି ଭାରତୀୟ ଛାତ୍ରୀଛାତ୍ର, ନିଷ୍ପତ୍ତିରୁ ଓହରିଲେ ସରକାର…

ଅଟଓ୍ବା,୧୦।୬ : କାନାଡାରେ ପଢୁଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ର ଦେଶକୁ ପ୍ରତ୍ୟାବର୍ତ୍ତନ ହେବାର ଆଶଙ୍କା ଦେଖାଦେଇଥିଲା। କାରଣ ସେଠାରେ ଥିବା ସରକାର ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ପ୍ରସ୍ତୁତ ହେଉଥିଲେ। ତେବେ କାନାଡ଼ା ସରକାର ଏହା ଉପରେ ଏବେ ରୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri