Home

ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଳ ଓଭରବ୍ରିଜ୍‌: ଲୋକଙ୍କଠାରୁ ସିଧାସଳଖ ଜମି କିଣିବେ ସରକାର

ଭୁବନେଶ୍ୱର,୧୭ା୮(ଅସମାପିକା ସାହୁ): ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ…

୪୦୦ ଦିନର ଲାଭକାରୀ ଏଫ୍‌ଡି ସ୍କିମ୍‌ର ଡେଡଲାଇନ୍‌ ବଢ଼ାଇଲା ଏସ୍‌ବିଆଇ, ଡିସେମ୍ବର ୩୧ ଯାଏ ଦେଲା ସୁଯୋଗ

ନୂଆଦିଲ୍ଲୀ,୧୭।୮: ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସ୍‌ବିଆଇ(ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ଏହାର ସ୍ବତନ୍ତ୍ର ଏଫ୍‌ଡି ଯୋଜନା ‘ଅମୃତ କଳସ ସ୍କିମ୍‌’ରେ ପୁଞ୍ଜି ନିବେଶର ସମୟସୀମାକୁ ପୁଣି ଥରେ ବୃଦ୍ଧି କରିଛି। ଅଗଷ୍ଟ ୧୫ରେ ଏହା ଶେଷ ହେବାକୁ ଥିବା…

ଉର୍ଫିଙ୍କୁ ମିଳିଲା ହତ୍ୟା ଧମକ

ଅଭିନେତ୍ରୀ ଉର୍ଫି ଜାଭେଦ ଏକ ସୋସିଆଲ ମିଡିଆ ସେନ୍ସେସ। ତା’ର ଅଫବଟ ଫ୍ୟାଶନ ସେନ୍ସ ସର୍ବଦା ଚର୍ଚ୍ଚାରେ ଥାଏ। ଉର୍ଫି ତାଙ୍କ ଲୁକ ସହିତ ଅନେକ ପରୀକ୍ଷଣ କରୁଥିବା ଦେଖାଯାଏ। ତାଙ୍କର ଫ୍ୟାଶନ ବହୁତ ବୋଲ୍ଡ ଏବଂ ଗ୍ଲାମରସ। ଅନେକ ଥର…

ଏମିତି ଜଣେ ବ୍ୟକ୍ତି, ଯିଏ କି ୩୦ ବର୍ଷ ହେଲା ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ,୧୭ା୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ ମଧ୍ୟ ତାଙ୍କ ଘରେ ପନିପରିବାର ଅଭାବ ନାହିଁ। ସେ ନିଜେ ଖାଆନ୍ତି ଏବଂ ଅନ୍ୟମାନଙ୍କୁ…

ସ୍ପୋର୍ଟସ ଜୋତା ପିନ୍ଧିବା ନିଶାରେ ଜେଲ୍‌ରେ ଏମିତି କାମ କରିଦେଲେ କଏଦୀ

ନୂଆଦିଲ୍ଲୀ,୧୭।୮: ଦିଲ୍ଲୀର ତିହାର ଜେଲ ଏକ ଅଜବ ଘଟଣା ଘଟିଛି। ତିହାର ଜେଲରେ ରହୁଥିବା ଜଣେ କଏଦୀ ସ୍ପୋର୍ଟସ ଜୋତା ପିନ୍ଧିବା ପାଇଁ ସାକେତ କୋର୍ଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଏକ ନକଲି ନକଲି ଅର୍ଡର ପ୍ରସ୍ତୁତ କରିଛନ୍ତି। କଏଦୀ ଗ୍ୟାଙ୍ଗଷ୍ଟର ନୀରଜ…

ୟୁକ୍ରେନ ବନ୍ଦର ଉପରେ ଋଷର ଆକ୍ରମଣକୁ କଡା ନିନ୍ଦା କଲା ଆମେରିକା

ଓ୍ବାଶିଂଟନ୍‌,୧୭।୮: ୟୁକ୍ରେନ ବନ୍ଦର ଉପରେ ଆକ୍ରମଣ କରିଛି ଋଷ। ରୁଷର ଆକ୍ରମଣକୁ କଡା ନିନ୍ଦା କରିଛି ଆମେରିକା। ଆମେରିକା କହିଛି, ଏହା ଗ୍ରହଣୀୟ ନୁହେଁ। ଆମେରିକା ମସ୍କୋକୁ କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ପରାମର୍ଶ ଦେଇଛି। ଆମେରିକାର ବୈଦେଶିକ…

ଗୋଟିଏ ଦିନ ବଢିଲା ଦିଲ୍ଲୀ ବିଧାନସଭା ଅଧିବେଶନର ସମୟ ସୀମା

ନୂଆଦିଲ୍ଲୀ,୧୭।୮: ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନର ସମୟ ସୀମାକୁ ବଢାଇ ଦିଆଯାଇଛି। ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ କୁଲଦୀପ କୁମାରଙ୍କ ଅନୁରୋଧ କ୍ରମେ ଉପସଭାପତି ରାଖି ବିଡଲାନ ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନକୁ ଗୋଟିଏ ଦିନ ଅର୍ଥାତ୍‌ ୧୮ ଅଗଷ୍ଟ ପର୍ଯ୍ୟନ୍ତ…

ଦାଦା-ପୁତୁରା କଳି ଭିତରେ ପୋଷ୍ଟରକୁ ନେଇ ଚର୍ଚ୍ଚା

ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ବିଡରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର(ଦାଦା)ଙ୍କ ରାଲି ପୂର୍ବରୁ ଦଳର ବିଦ୍ରୋହୀ ଅଜିତ ପାୱାର(ପୁତୁରା)ଙ୍କ ଗୋଷ୍ଠୀ ତାଙ୍କୁ ସ୍ବାଗତ କରିବା ପାଇଁ ପୋଷ୍ଟର ଲଗାଇଛନ୍ତି। ପାର୍ଲିରେ ଶରଦ ପାୱାରଙ୍କ ସମାବେଶର କିଛି ଘଣ୍ଟା ପୂର୍ବରୁ…

ମୋଦିଙ୍କୁ କେବେ ୭୫ ବର୍ଷ ବୟସ ହେବ, ତାହା ତାଙ୍କ ଜନ୍ମ ତାରିଖ ନୁହେଁ ଦେଶର ଲୋକେ ନେବେ ନିଷ୍ପତ୍ତି: ଉମାଭାରତୀ…

ଭୋପାଳ,୧୭।୮ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ନେତ୍ରୀ ଉମା ଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ସମ୍ପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟିରେ ସ୍ଥିର ହୋଇଥିବା ୭୫ ବର୍ଷର ନିୟମ ମୋଦିଙ୍କ ଉପରେ ଲାଗୁ…

ଅଜିତ ପାଓ୍ବାରଙ୍କୁ ଚେତାବନୀ ଦେଲେ ଶରଦ ପାଓ୍ବାର

ମୁମ୍ବାଇ,୧୭।୮: ଅଜିତ ପାଓ୍ବାରଙ୍କ ସହ ‘ସିକ୍ରେଟ ମିଟିଂ’ପରେ ଏନସିପି ଅଧ୍ୟକ୍ଷ ଗୁରୁବାର ବିଡରେ ଏକ ବୈଠକକୁ ସମ୍ବୋଧିତ କରିବେ। ଏହାପୂର୍ବରୁ ସେ ଅଜିତ ପାୱାର ଗୋଷ୍ଠୀକୁ ତାଙ୍କ ଫଟୋଗ୍ରାଫ ବ୍ୟବହାର ନକରିବାକୁ ଚେତାବନୀ ଦେଇଛନ୍ତି। ଅଜିତ ଗ୍ରୁପ ଯଦି ତାଙ୍କ ଫଟୋକୁ…

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ବିନା ପ୍ରେସକିପସନରେ କିଣିପାରିବେ ଗର୍ଭପାତ ଔଷଧ

ଓ୍ବାଶିଂଟନ୍‌,୧୭।୮: ବିନା ପ୍ରେସକିପସନରେ କିଣି ପାରିବେ ଗର୍ଭପାତ ଔଷଧ। ଏମ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛି ଆମେରିକାରେ ଫେଡେରାଲ କୋର୍ଟ। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଗର୍ଭପାତ ଔଷଧ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟର…

ଦଳ ବଦଳ କରୁଥିବା ନେତା ହେଉଛନ୍ତି ସୌଦାଗର: ଜ୍ୟୋତିରାଦିତ୍ୟଙ୍କୁ ସମର୍ଥନ କଲେ ଉମାଭାରତୀ…

ଭୋପାଳ,୧୭।୮ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ଫାୟାର ବ୍ରାଣ୍ଡ ନେତ୍ରୀ ଉମା ଭାରତୀ ଦଳ ବଦଳ କରୁଥିବା ନେତାଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଗୋଟିଏ ପଟେ ଉମା ଭାରତୀ ସେଭଳି ନେତାମାନଙ୍କୁ ସୌଦାଗର ବୋଲି କହିଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri