Home

ପ୍ରେମ ହେଉଛି ସବୁ ଦୁଃଖର କାରଣ: ଜାଣନ୍ତୁ କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା…

ପାକିସ୍ତାନରେ ମନ୍ତ୍ରୀ ହେବେ ଆତଙ୍କବାଦୀ ୟାସିନ ମଲିଙ୍କ ପତ୍ନୀ

ଇସଲାମାବାଦ,୧୭।୮: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନଓ୍ବାର-ଉଲ୍‌-ହକ୍‌ କାକର କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦ ପାଣ୍ଠି ସଂଗ୍ରହ ମାମଲାରେ ଜେଲରେ ଥିବା ୟାସିନ ମଲିକଙ୍କ ପତ୍ନୀ ମୁଶାଲ ମଲିକଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ମାନବାଧିକାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା…

ୟୁପି କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ଅଜୟ ରାୟ, ମୋଦିଙ୍କ ବିପକ୍ଷରେ ଦୁଇଥର ଲଢ଼ିଛନ୍ତି ନିର୍ବାଚନ

ଲକ୍ଷ୍ନୌ,୧୭।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସ ସକ୍ରିୟ ହେଉଛି। ଦଳ ପୂର୍ବତନ ବିଧାୟକ ଅଜୟ ରାୟଙ୍କୁ ରାଜ୍ୟର କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଅଜୟ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ…

ଏକ୍ସପ୍ରେସ ୱେ’ରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ: ୧୦ ମୃତ

କୁଆଲାଲମ୍ପୁର,୧୭।୮: ଗୁରୁବାର ମାଲେସିଆର କୁଆଲାଲମ୍ପୁରରେ ଏକ୍ସପ୍ରେସ ୱେ’ରେ ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାଲେସିଆର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଏକ ବୟାନରେ କୁହାଯାଇଛି ଯେ, ବିମାନରେ ୬…

ସଲମାନଙ୍କ ସହ ପଙ୍ଗା ନେଇ ବରବାଦ ହୋଇଛି କ୍ୟାରିୟର

ବମ୍ବେ: ବଲିଉଡର ଦବଙ୍ଗ ଖାନ୍ ସଲମାନ ଅନେକ ନବାଗତଙ୍କୁ ସୁଯୋଗ ଦେଇଥାନ୍ତି। ହେଲେ ତାଙ୍କ ସହ ସମ୍ପର୍କ ଖରାପ କରି ଅନେକଙ୍କ କ୍ୟାରିୟର ବରବାଦ ମଧ୍ଯ ହୋଇଛି। ସେଥିରୁ ଜଣେ ହେଲେ ଜୁବେର ଖାନ୍। ୨୦୧୧ରେ ବିଗବସ୍ ପ୍ରତିଯୋଗୀ ଭାବେ ଭାଗ…

ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆରେ ନୂଆ କୀର୍ତ୍ତିମାନ ରଚିଲା ସିଏସକେ

ନୂଆଦିଲ୍ଲୀ, ୧୭। ୮: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକ କାହିଁରେ କେତେ। ୨୦୨୩ରେ ପଞ୍ଚମ ଥର ଲାଗି ଟାଇଟଲ ହାସଲ କରିଥିଲା ଦଳ। ଏବେ ଏହା ଆଉ ଏକ କୀର୍ତ୍ତିମାନ ରଚିଛି। ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆ…

ହାର୍ଦ୍ଦିକ ଟେଷ୍ଟ କ୍ରିକେଟ ଖେଳି ପାରିବେ ନାହିଁ: କପିଲ ଦେବ

ନୂଆଦିଲ୍ଲୀ, ୧୬। ୮: ୧୯୮୩ର ବିଶ୍ବକପ ବିଜେତା ଅଧିନାୟକ କପିଲ ଦେବ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ତାଙ୍କର ଟେଷ୍ଟ କ୍ରିକେଟ ଖେଳିବା ଉପରେ ସେ ନିଜର ରାୟ ରଖିଛନ୍ତି।…

ଡେଙ୍ଗୁରେ ଆକ୍ରାନ୍ତ ଏହି ଅଭିନେତ୍ରୀ

ମୁମ୍ବାଇ: ବର୍ତ୍ତମାନ ଚାରିଆଡ଼େ ଡେଙ୍ଗୁ ରୋଗ ବ୍ୟାପିଛି। ଏଥିରୁ ବି ବାଦ୍‌ ପଡୁନାହାନ୍ତି ସେଲିବ୍ରିଟି। ଆଜିକାଲି ସଲମାନ ଖାନଙ୍କ ଜଣେ ଅଭିନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ। ସେ ହେଉଛନ୍ତି ଅଭିନେତ୍ରୀ ଜରିନ ଖାନ। ଏହି…

ଏହି ଦିନ ହୋଇପାରେ ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୭।୮: ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ନିଜ ଦଳ ଘୋଷଣା କରିନାହିଁ। ଏସିଆ କପ ପାଇଁ ଟିମ ଇଣ୍ଡିଆର ଘୋଷଣାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିସିସିଆଇ…

ବଢିଲା ନୌସେନାର ଶକ୍ତି

କୋଲକାତା,୧୭।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ବିନ୍ଧ୍ୟଗିରୀ(ପି୧୭ଏ)ର ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ହୁଗଲି ନଦୀ କୂଳରେ ଅବସ୍ଥିତ ‘ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରିଂ ଲିମିଟେଡ’ ପରିସରରେ ଯୁଦ୍ଧ ଜାହାଜର ଉଦଘାଟନ କରିଥିଲେ। ଏହି…

ଭାଜପାକୁ ଟାର୍ଗେଟ କଲେ ଖାର୍ଗେ, କହିଲେ ଜଳୁଛି ମଣିପୁର ଅନ୍ୟ ରାଜ୍ୟରେ ନିର୍ବାଚନ ପ୍ରଚାର କରୁଛି ଭାଜପା

ନୂଆଦିଲ୍ଲୀ,୧୭।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି କି ମଣିପୁର ଜଳୁଛି ହେଲେ ଭାଜପା ଅନ୍ୟ ରାଜ୍ୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ। ଦିଲ୍ଲୀରେ ଅଖିଳ ଭାରତୀୟ ମହିଳା କଂଗ୍ରେସର ଜାତୀୟ…

‘ଆଗରେ ଦାଦା, ପଛେ ପଛେ ପୁତୁରା’

ଲକ୍ଷ୍ନୌ,୧୭।୮:ସମାଜବାଦୀ ପାର୍ଟି (ଏସପି) ମିଶନ ୨୦୨୪ର ପ୍ରସ୍ତୁତି ଆରମ୍ଭ କରିଛି। ଦଳ ଲୋକସଭା ନିର୍ବାଚନ ୬ ମାସ ପୂର୍ବରୁ ପାଇଁ ପ୍ରସ୍ତୁତ ଅଛି। ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ଭାରତୀୟ ଜନତା ପାର୍ଟି ସରକାରକୁ କ୍ଷମତାରୁ ହଟାଇବ ବୋଲି ଏସପିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri