Home

ମହାନଦୀରେ ହେବ ୨ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର

ସୋନପୁର,୨୦।୮(ମୃତ୍ୟୁଞ୍ଜୟ ଶତପଥୀ)ମହାନଦୀର ଖଇରମାଳ ଓ ଗୋଧନେଶ୍ୱର ନିକଟରେ ବହୁ ପ୍ରତୀକ୍ଷିତ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ ହେବ। ଏହି ୨ ପ୍ରକଳ୍ପ ପାଇଁ ପ୍ରାୟ ୧୯୫୦ କୋଟି ଟଙ୍କା ବ୍ୟୟ କରାଯିବ। ଜଳ ସମ୍ପଦ ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ…

ଝାରସୁଗୁଡ଼ା ଡିଏଚ୍‌ଏଚ୍‌ରେ ଶିଶୁ ବଦଳ ଅଭିଯୋଗ

ସମ୍ବଲପୁର,୨୦ା୮(ଶୁଭାଶିଷ ପାଢ଼ୀ)ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନା (ଡିଏଚ୍‌ଏଚ୍‌)ରେ ଶନିବାର ଏକ ନବଜାତ ଶିଶୁ ବଦଳ ନେଇ ଅଭିଯୋଗ ହୋଇଛି। ବ୍ରଜରାଜନଗର ରାମପୁରର ଦମ୍ପତି ରାଜକୁମାର ଗିରି ଓ ସ୍ତ୍ରୀ ଦୀପାଞ୍ଜଳିଙ୍କ ଅଭିଯୋଗକ୍ରମେ ପିଲା ଜନ୍ମହେବା ସମୟରେ ପୁଅ ହୋଇଥିବା ଡାକ୍ତରଖାନା ପକ୍ଷରୁ…

ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାଲକୁ ଖସିଲା, ୯ ଶହୀଦ…

ଲେହ,୧୯।୮ : ଦକ୍ଷିଣ ଲଦାଖର ନ୍ୟୋମାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଭାରତୀୟ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ଗଭୀର ଖାଲରେ ଖସି ପଡ଼ିଛି। ଏଥରେ ୯ ଯବାନ ଶହୀଦ ହୋଇଥିବା କୁହାଯାଉଛି। କେରି ସହରଠାରୁ ୭ କିଲୋମିଟର…

ଜାଁଳା ଭାଣେଜୀଙ୍କ ଲାଗି ଜହ୍ନରେ ୧ ଏକର ଜାଗା କିଣିଲେ ମାମୁଁ

ସୁରଟ,୧୯।୮: ଭାଣେଜୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ମାମୁଁ। ଏଭଳି ଏକ ନିଆରା ଘଟଣା ଘଟିଛି ସୁରଟର ସରଥାଣାରେ। ଏଠାରେ ରହୁଥିବା ବ୍ରିଜେଶଭାଇ ବେକାରିଆ ନିଜର ଦୁଇ ଜାଁଳା ଭାଣେଜୀଙ୍କ ପାଇଁ ଜହ୍ନରେ ଏକ ଏକର ଜାଗା କିଣିଛନ୍ତି। ଏଭଳି କରି…

ଏହି ୪ ରାଶିରେ ଜନ୍ମିତ ଯୁବତୀ କରିଥାନ୍ତି ପ୍ରେମ ବିବାହ ! ଆପଣ ଅଛନ୍ତି କି…

ଦିନ ଥିଲା ଲୋକେ ପରିବାରର ଇଚ୍ଛା ଅନୁସାରେ ଜୀବନସାଥୀଙ୍କ ମୁହଁ ନ ଦେଖି ବିବାହ କରିନେଉଥିଲେ। ହେଲେ ବର୍ତ୍ତମାନ ସମୟରେ ଜୀବନସାଥୀ ବାଛିବା ପୂର୍ବରୁ ଲୋକେ ବହୁତ ଚିନ୍ତା କରୁଛନ୍ତି। ଆଜି ବି କିଛି ଲୋକ ଆରେଞ୍ଜ ମ୍ୟାରେଜ୍‌ରେ ବିଶ୍ୱାସ ରଖୁଥିବା…

ଏସିଆ କପ: ଓପନିଂ ମ୍ୟାଚ ଦେଖିବାକୁ ଜୟ ଶାହାକୁ ଆମନ୍ତ୍ରଣ କଲା ପିସିବି…

କୋଲକାତା,୧୯।୮ : ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଶେଷ ମ୍ୟାଚ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟର ୪ ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ସେଥିମଧ୍ୟରୁ ଗୋଟିଏ ମ୍ୟାଚ ମୁଲତାନରେ ଖେଳାଯିବ। ସେହିପରି…

ଅଣ୍ଡର-୧୯ ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କଲା ଆମେରିକା

ନୂଆଦିଲ୍ଲୀ,୧୯।୮: ଆସନ୍ତା ବର୍ଷ ଶ୍ରୀଲଙ୍କାରେ ହେବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍‌ ଲାଗି ଆମେରିକା ଯୋଗ୍ୟତା ହାସଲ କରିଛି। ଯୋଗ୍ୟତା ପ୍ରତିଯୋଗିତାର ୬ ମ୍ୟାଚ୍‌ରୁ ୫ ମ୍ୟାଚ୍‌ରେ ବିଜେତା ହୋଇ ଦଳ ଶୀର୍ଷ ସ୍ଥାନ ହାସଲ କରିଥିଲା। ତେବେ କାନାଡାର ଆମେରିକା…

ଉଦୟପୁର-ଖଜୁରାହୋ ଇଣ୍ଟରସିଟି ଇଞ୍ଜିନରେ ଅଗ୍ନିକାଣ୍ଡ…

ଗ୍ବାଲିୟର,୧୯।୮ : ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା ଘଟିଛି। ଶନିବାର ଗ୍ବାଲିୟର ଏକ୍ସପ୍ରେସ ଟ୍ରେନର ଇଞ୍ଜିନରେ ହଠାତ ଅଗ୍ନିକାଣ୍ଡ ଘଟି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯାତ୍ରୀମାନେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଆତଙ୍କିତ ହୋଇ ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ସୂଚନା…

ବାଇକ ଚଳାଇଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ…

ଲେହ,୧୯।୮ : ଲଦାଖ ଗସ୍ତରେ ଯାଇଥିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି। ରାହୁଲ ପାଙ୍ଗୋଙ୍ଗ ହ୍ରଦ ନିକଟରେ ସେ ବାଇକ ଚଳାଉଥିବାର ନଜର ଆସିଥିଲେ। ରାହୁଲ ଗାନ୍ଧୀ ନିଜର ଅଫିସିଆଲ ଏକ୍ସ (ଟୱିଟର)…

ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ…

ନୂଆଦିଲ୍ଲୀ,୧୯।୮ : କେନ୍ଦ୍ର ସରକାର ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଘରୋଇ ବଜାରରେ ପିଆଜ ଦାମ ନିୟନ୍ତ୍ରଣ କରିବା ଲାଗି ଏଭଳି କରାଯିବା ପାଇଁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି…

ପଞ୍ଚାୟତ ସଦସ୍ୟଙ୍କ ପାଇଁ ଦୁଇ ସନ୍ତାନ ସୀମା ମଧ୍ୟରେ କେବଳ ଜନ୍ମିତ ସନ୍ତାନ ହେବେ ସାମିଲ: ହାଇକୋର୍ଟଙ୍କ ବଡ ନିଷ୍ପତ୍ତି…

ମୁମ୍ବାଇ,୧୯।୮ : ଶନିବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ନିଷ୍ପତ୍ତି ନେଇଛି ମହାରାଷ୍ଟ୍ରର ପଞ୍ଚାୟତ ସଦସ୍ୟଙ୍କ ପାଇଁ ନିର୍ଦ୍ଧାରିତ ଦୁଇ ସନ୍ତାନଙ୍କ ସୀମାରେ କେବଳ ଜନ୍ମିତ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। କିନ୍ତୁ ପୋଷ୍ୟ ସନ୍ତାନ ନୁହେଁ। ମହାରାଷ୍ଟ୍ର ଜିଲା ପରିଷଦ ଏବଂ…

ଭାରତ ମହାସାଗରରେ ବୃଦ୍ଧି ପାଉଛି ବୁଡ଼ା ଜାହାଜ ବ୍ୟବହାର: ବିକ୍ରମ ସିଙ୍ଘେ…

କଲମ୍ବୋ,୧୯।୮ : ଜାତୀୟ ସୁରକ୍ଷା ରଣନୀତିର ବିସ୍ତୃତ ସମୀକ୍ଷା ଆବଶ୍ୟକତା ଉପରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମ ସିଙ୍ଘେ ଶନିବାର ଜୋର ଦେଇଛନ୍ତି। ଗାଲେ ପ୍ରଦେଶର ଦକ୍ଷିଣ ଜିଲାରେ ନୌସେନାର ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଏହି ସମୀକ୍ଷାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri