ଇପିଏଫ୍‌ଓକୁ ସୁଧ ହାର ଘୋଷଣା ନ କରିବାକୁ ନିର୍ଦ୍ଦେଶ !

ନୂଆଦିଲ୍ଲୀ,୧୭।୯: ପ୍ରତି ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ସୁଧ ହାର ନେଇ ଘୋଷଣା କରିଥାଏ। ହେଲେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(ସିବିଟି) ମନ୍ତ୍ରଣାଳୟର ପୂର୍ବ ଅନୁମୋଦନ ବିନା ଆରମ୍ଭରୁ ଏହାକୁ ସର୍ବସାଧାରଣରେ ଘୋଷଣା ନ କରିବାକୁ କୁହାଯାଇଛି।

ଇପିଏଫ୍‌ଓ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଆସିଥାଏ। ଏହା ଅଧୀନରେ ୬ କୋଟି ସବ୍‌ସ୍କ୍ରାଇବର୍‌ ଅଛନ୍ତି। ୨୦୨୧-୨୨ରେ ୪୪୯.୩୪ କୋଟି ଟଙ୍କାର ସର୍‌ପ୍ଲସ ଅନୁମାନ କରାଯାଉଥିଲା, ହେଲେ ଇପିଏଫ୍‌ଓ ଏହି ଆର୍ଥିକ ବର୍ଷରେ ୧୯୭.୭୨ କୋଟି ଟଙ୍କାର କ୍ଷତି ସହିଛି। ଏହି ପ୍ରସଙ୍ଗକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ଆରମ୍ଭରୁ ଶ୍ରମ ମନ୍ତ୍ରଣାଳୟ ଆଗରେ ରଖାଯାଇଥିଲା। ଏବେ ଇପିଏଫ୍‌ଓ କ୍ଷତି ସହୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ପ୍ରକଳ୍ପ ହାତେଇଛି ପାଓ୍ବାରଗ୍ରୀଡ୍‌

ନୂଆଦିଲ୍ଲୀ,୨୫ା୩: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ପ୍ରମୁଖ ସିପିଏସ୍‌ୟୁ ‘ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ନିକଟରେ ୬ଟି ପ୍ରକଳ୍ପର ସ୍ପେଶାଲ ପର୍ପୋଜ୍‌ ଭେଇକିଲ୍ସ...

ଓଡ଼ିଶା ବଜାରରେ ନୂଆ ରିୟଲମି ୩ ପ୍ରୋ

ଭୁବନେଶ୍ୱର,୨୯-୫(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ନୂଆ ‘ରିୟଲମି ୩ ପ୍ରୋ’ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏହା କମ୍ପାନୀର ଅଧିକୃତ ଷ୍ଟୋର...

କୋଭିଡ ସ୍ଥିତି ସୁଧୁରିଲେ ଘରୋଇ ବିମାନ ଭଡା କଟକଣା ହଟିବ

ନୂଆଦିଲ୍ଲୀ : କୋଭିଡ ଯୋଗୁ ସରକାର ବିମାନ ଯାତ୍ରା ଉପରେ କଟକଣା ଲଗାଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିମାନ ଯାତ୍ରା ସମ୍ପୂର୍ଣ୍ଣ ସ୍ବାଭାବିକ ସ୍ଥିତିକୁ ଫେରିନାହିଁ। ଦେଶ...

ପୁରୁଣା ଟେଲିଫୋନ ତାରରୁ ଲକ୍ଷ ଲକ୍ଷ ରୋଜଗାର, ଆପଣ ବି ଏମିତି…

ଫ୍ୟାଶନ ନାମରେ ଲୋକମାନେ କିଛି ବି କିଣିଥାନ୍ତି। ବେଳେବେଳେ ବଜାରରେ ମଇଳା ଜୋତା ବିକ୍ରି ହେଉଥିବା ବେଳେ ଆଉ କେତେବେଳେ ମଇଳା ଜିନ୍ସ ମଧ୍ୟ ଚାହିଦାରେ...

ୟୁବିଓଆଇ ପକ୍ଷରୁ ସାଇବର ସୁରକ୍ଷା ମାସ

ନୂଆଦିଲ୍ଲୀ,୮।୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ପକ୍ଷରୁ ନିକଟରେ ସାଇବର ସୁରକ୍ଷା ସଚେତନତା ମାସ ଆରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କର କର୍ମଚାରୀ ଓ ଗ୍ରାହକମାନଙ୍କ...

୧୦୪ ବିଲିୟନ ଟଙ୍କା ନିବେଶ କରିବ ଏମ୍‌ଏସ୍‌

ନୂଆଦିଲ୍ଲୀ,୨୧।୩: ବିଶ୍ୱର ପ୍ରମୁଖ ଅଟୋ ଶିଳ୍ପ କମ୍ପାନୀ ସୁଜୁକି ମୋଟର କର୍ପୋରେଶନ (ଏସ୍‌ଏମ୍‌ସି) ପକ୍ଷରୁ ରବିବାର ଘୋଷଣା କରାଯାଇଛି ଯେ କମ୍ପାନୀର ଗୁଜୁରାଟ କାରଖାନାରେ ଏକ ଇଲେକ୍‌ଟ୍ରିକ୍‌...

୧୯ନିର୍ବାଚନ ପୂର୍ବରୁ ଆବିଆଇରୁ ୩ଲକ୍ଷ କୋଟି ଟଙ୍କା ଉଠାଇବାକୁ ଚାହୁଁଥିଲେ ସରକାର, ପୂର୍ବ ଡେପୁଟି ଗଭର୍ଣ୍ଣରଙ୍କ ବଡ ଦାବି

ନୂଆଦିଲ୍ଲୀ,୮।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି, ୨୦୧୮ ମସିହାରେ ସରକାର...

ଭଡ଼ା ବୃଦ୍ଧି: ବଢ଼ୁଛି ଅସନ୍ତୋଷ

ନୂଆଦିଲ୍ଲୀ, ୯।୮:  କରୋନା କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବର୍ତ୍ତମାନ ବିମାନ ଯାତ୍ରା ନେଇ ଚାହିଦା ବଢ଼ିଛି। ବିଦେଶକୁ ବିମାନ ସେବା ଯୋଗାଣ କରୁଥିବା...

Advertisement
Archives

Model This Week