Home

ଶେୟାର ବଜାର: ନିବେଶକମାନେ ୩ ଲକ୍ଷ କୋଟି ହରାଇଲେ, ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଛି, ନିଫ୍ଟି ୧୯୯୫୦ରୁ ଖସିଲା..

ମୁମ୍ବାଇ,୨୦।୯ : ବୁଧବାର ଷ୍ଟକ ମାର୍କେଟରେ ବଡ ବିକ୍ରି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ବା ଏକ ପ୍ରତିଶତ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ…

୧୯୮୪ ଶିଖ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

ନୂଆଦିଲ୍ଲୀ,୨୦।୯ : ୧୯୮୪ ଶିଖ ଦଙ୍ଗା ରେ ଦିଲ୍ଲୀର ସୁଲତାନପୁରୀରେ ୬ ଜଣଙ୍କ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ କଂଗ୍ରେସର ପୂର୍ବତନ ଏମପି ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସଜ୍ଜନ କୁମାରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ…

‘୧୯ ମାସରେ ୧୬୦୦ରୁ ଅଧିକ ମାନବିକ ଅଧିକାର ଉଲ୍ଲଂଘନ କରିଛି ତାଲିବାନ’

ନ୍ୟୁୟର୍କ,୨୦ା୯: ତାଲିବାନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ରଖାଯାଇଥିବା ଲୋକଙ୍କ ଉପରେ ୧୬୦୦ରୁ ଅଧିକ ମାନବିକ ଅଧିକାରର ଉଲ୍ଲଂଘନ କରିଥିବା ରେକର୍ଡ କରିଛି ମିଳିତ ଜାତିସଂଘ। ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ପୋଲିସ ଏବଂ ଗୁପ୍ତଚର ଏଜେଣ୍ଟଙ୍କ ଦ୍ୱାରା ନିର୍ଯାତନା ତଥା ଅସଦାଚରଣ…

୫୦ ପ୍ରତିଶତ ଭୋଟର ନୋଟା ବଟନ ଦବାଇଲେ ଛାଡିଦେବି ରାଜନୀତି: ଓମାର ଅବଦୁଲ୍ଲା…

ଶ୍ରୀନଗର,୨୦।୯ : ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି ଯଦି ଜମ୍ମୁ କଶ୍ମୀରର ୫୦ ପ୍ରତିଶତ ଭୋଟର ନିର୍ବାଚନରେ ନୋଟା ବଟନ ଦବାନ୍ତି ତେବେ ମୁଁ ରାଜନୀତି ଛାଡି ଉପରାଜ୍ୟପାଳଙ୍କୁ ମୁକୁଟ ପିନ୍ଧାଇବି। ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା…

ପୂର୍ବଓଡ଼ିଶାରେ ପଶ୍ଚିମଓଡ଼ିଶାର ମାହୋଲ

ନିଶ୍ଚିତକୋଇଲି,୨୦ା୯(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ମା’ ବେଲେଶ୍ୱରୀ ପୀଠରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ମାହୋଲ ଦେଖିବାକୁ ମିଳିଛି। ଏହି ଉପଲକ୍ଷେ ପୂଜାର୍ଚ୍ଚନା ସହ ଏକ ବୈଠକ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ମଧ୍ୟପ୍ରଦେଶରେ ଭାଜପାକୁ ଝଟକା: ପୂର୍ବତନ ଏମପିଙ୍କ ସହିତ ବହୁ ନେତା କଂଗ୍ରେସରେ ଯୋଗ ଦେଲେ…

ଭୋପାଳ,୨୦।୯ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ ପ୍ରକ୍ରିୟା ଦ୍ରୁତ ଗତିରେ ଜାରି ରହିଛି। କେତେବେଳେ କଂଗ୍ରେସ ଭାଜାପା ବିରୋଧରେ ଗତି କରୁଛି, ଆଉ କେବେ ଭାଜପା କଂଗ୍ରେସର ଦୁର୍ଗକୁ ଭାଙ୍ଗିବାରେ ଲାଗିଛି। ବୁଧବାର କଂଗ୍ରେସ ମହାକୋଶଲରେ ଭାରତୀୟ…

ଗଞ୍ଜାମରେ ଲାଗିରହିଛି ବର୍ଷା, ଧାନଚାଷ ପ୍ରଭାବିତ

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦୁଇଦିନ ହେଲା ଝଡ଼ିବର୍ଷା ଲାଗିରହିଛି। ଏହି ଲଗାଣ ବର୍ଷା ଯୋଗୁ ହାତ ବାନ୍ଧି ବସିଛନ୍ତି ବିଭିନ୍ନ ବ୍ୟବସାୟୀ। ଲୋକେ ପଦାକୁ ବାହାରି ପାରୁନାହାନ୍ତି। ଯାହା ଫଳରେ ବେପାର ବଣିଜ ପୂର ଠପ୍‌ ହୋଇଯାଇଛି। ଏହି ଭଳି…

ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, ପୋଲିସର ହଜିଲା ନିଦ…

ଲକ୍ଷ୍ନୌ,୨୦।୯ : ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ସମୟରେ ଏକ ଧମକପୂର୍ଣ୍ଣ କଲ ପୋଲିସର ନିଦ ହଜାଇ ଦେଇଛି। କଲର୍‌ କହିଛନ୍ତି ଖୁବ ଶୀଘ୍ର ରାମ ମନ୍ଦିର ଉପରେ ବୋମା ପକାଯିବ। ଏହା ଶୁଣି ପୋଲିସ…

କାନାଡା ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସଆଇ…

ନୂଆଦିଲ୍ଲୀ,୨୦।୯ : ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରରେ କାନାଡା ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଏଥି ସହିତ ଭାରତ ସହ ସମ୍ପର୍କରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏହି ସମୟରେ ଗୁପ୍ତଚର ସୂତ୍ରରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ…

ଏବେ ମାତ୍ର ୯ ବର୍ଷ ହୋଇଛି,ଏତେ ଚିନ୍ତିତ କାହିଁକି ମୋଦି ସରକାର: ପିକେ

ମୁଜାଫରପୁର,୨୦।୯: ନିର୍ବଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରର ମୁଜାଫରପୁର ଜିଲାରେ ଜନ ସୁରଜ ପଦଯାତ୍ରା କରୁଛନ୍ତି। ବୁଧବାର ମୋଦି ସରକାର, ଇନ୍ଦିରା ଗାନ୍ଧୀ ଏବଂ ମିଳିତ ମେଣ୍ଟ ‘ଇଣ୍ଡିଆ’ ନାଁ ନେଇ ଏକ ବିବୃତ୍ତି ଜାରି କରିଛନ୍ତି। ପ୍ରଶାନ୍ତ କିଶୋର…

ମଦ ଭଳି ନିଶା ପାଲଟିଛି ସୋସିଆଲ ମିଡ଼ିଆ, ସରକାର ଧାର୍ଯ୍ୟ କରନ୍ତୁ ବୟସ ସୀମା: ହାଇକୋର୍ଟ…

ବେଙ୍ଗାଲୁରୁ,୨୦।୯ : ସୋସିଆଲ ମିଡିଆ ବ୍ୟବହାର ପାଇଁ ବୟସ ସୀମା ଧାର୍ଯ୍ୟ ସମ୍ପର୍କରେ କର୍ନାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଦେଶରେ ସୋସିଆଲ ମିଡିଆ ବ୍ୟବହାର ପାଇଁ ବୟସ ସୀମା ସ୍ଥିର କରିବାକୁ କେନ୍ଦ୍ର ସରକାର ବିଚାର…

ସ୍ବାମୀ ପ୍ରସାଦ ମୌର୍ଯ୍ୟ ଜଣେ ପାଗଳ, ତାଙ୍କୁ ଜେଲ୍‌ରେ ରଖାଯାଉ: ଟି ରାଜା ସିଂ

ଲକ୍ଷ୍ନୌ,୨୦।୯: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ହିନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୌର୍ଯ୍ୟ କହିଛନ୍ତି, ହିନ୍ଦୁ ଏକ ଧର୍ମ ନୁହେଁ, ପାର୍ସୀ ଭାଷାରେ ଏହାର ଅର୍ଥ ଚୋର ଏବଂ ଘୃଣ୍ୟ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?