Home

ଶିକ୍ଷକ ଅଛନ୍ତି, ଛାତ୍ରୀଛାତ୍ର ଆସୁନାହାନ୍ତି

ରଘୁନାଥପୁର,୨୮ା୭(ରାଜେନ୍ଦ୍ର ନାରାୟଣ ସିଂହ): ସରକାର ଶିକ୍ଷାକ୍ଷେତ୍ରରେ ଅର୍ଥ ବିନିଯୋଗ କରୁଛନ୍ତି। ସଭିଏଁ ପଢ଼ନ୍ତୁ ଓ ଶିକ୍ଷିତ ହୁଅନ୍ତୁ ସ୍ଲୋଗାନ ଦେଉଛନ୍ତି। ହେଲେ ଜଣେ ଶିକ୍ଷୟିତ୍ରୀଙ୍କ ଡେପୁଟେଶନ ବାତିଲ ଦାବି କରି ୩ ଦିନ ହେଲା ବିଦ୍ୟାଳୟକୁ ଛାତ୍ରୀଛାତ୍ର ଆସୁନାହାନ୍ତି। ଏହା ଶିକ୍ଷା…

୭ ନମ୍ବରରେ ବ୍ୟାଟିଂ କରିବାକୁ କାହିଁକି ଆସିଲେ ରୋହିତ ଶର୍ମା: ନିଜେ କଲେ ଖୁଲାସା

ବ୍ରିଜ୍‌ଟାଉନ୍‌,୨୮।୭: ବାର୍ବାଡୋସର କେନସିଙ୍ଗଟନ୍‌ ଓଭାଲରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଭାରତ। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ମାତ୍ର ୧୧୪ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ମୋଟ…

ଭିତରକନିକା ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦ୍ରାପଡ଼ା,୨୮ା୭(ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ଦେଇ ଧାମରାରୁ କଟକ ପର୍ଯ୍ୟନ୍ତ କୋଇଲା ଚୋରା ଚାଲାଣ ପୁନର୍ବାର ଆରମ୍ଭ ହୋଇଯାଇଛି। ଏହି ଚୋରା ଚାଲାଣକାରୀ ରାକେଟ ଏବେ ସକ୍ରିୟ ହୋଇଥିବା ବେଳେ ଭିତରକନିକାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲାଣି। ୪…

ବଢୁଛି ଡ୍ରପ୍‌ ଆଉଟ୍‌ ପିଲା ସଂଖ୍ୟା

ଯାଜପୁର,୨୮ା୭(ହର୍ଷବର୍ଦ୍ଧନ ବେହେରା): ଶିକ୍ଷାକ୍ଷେତ୍ରରେ ବିକାଶଶୀଳ ଜିଲା ଭାବେ ପରିଚିତ ଯାଜପୁରରେ ଅଧାରୁ ପାଠ ଛାଡିବା(ଡ୍ରପ୍‌ ଆଉଟ) ଏବଂ ଆଦୌ ସ୍କୁଲ ବାରଣ୍ଡା ମାଡି ନ ଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇ ପାରୁନାହିଁ। ଜିଲାରେ ୨୦୧୮-୧୯ ଶିକ୍ଷା ବର୍ଷରେ ଅନୁସୂଚିତ ଜାତି(ଏସ୍‌ସି)…

କପିଳ ଦେବଙ୍କୁ ପଛରେ ପକାଇଲେ ଜାଡେଜା

ବ୍ରିଜ୍‌ଟାଉନ୍‌,୨୮।୭: ଟେଷ୍ଟ ସିରିଜରେ ଏକ ଚମତ୍କାର ପ୍ରଦର୍ଶନ ପରେ ରବିନ୍ଦ୍ର ଜାଡେଜା ସମାନ ଢଙ୍ଗରେ ଦିନିକିଆ ସିରିଜ୍‌ ଆରମ୍ଭ କରିଛନ୍ତି। ପ୍ରଥମ ଦିନିକିଆରେ ୪ ଉଇକେଟ ନେଇ ଜାଡେଜା ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ସର୍ବାଧିକ…

ପାକିସ୍ତାନୀ ହିନ୍ଦୁ ଏମ୍‌ପିଙ୍କ ଅପିଲ୍‌: ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି, ଆମକୁ ରକ୍ଷା କର

ଇସଲାମାବାଦ୍‌,୨୮।୭: ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଜଣେ ହିନ୍ଦୁ ଏମ୍‌ପି। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ହିନ୍ଦୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ସେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ। ଏମ୍‌ପି କେସୁ ମଲ…

ଇତିହାସ ରଚିଲେ ଜାଡେଜା-କୁଲଦୀପ ଯୋଡି

ବ୍ରିଜ୍‌ଟାଉନ୍‌,୨୮।୭: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆକୁ ୫ ଉଇକେଟ୍‌ରେ ଜିତିନେଇଛି ଭାରତ। ଏହି ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ସ୍ପିନ ଯୋଡି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ କୁଲଦୀପ ଯାଦବ ୪ଟି ଉଇକେଟ ନେଇଥିବା ବେଳେ ରବିନ୍ଦ୍ର…

ଆଫଗାନିସ୍ତାନରେ ପ୍ରବଳ ବନ୍ୟା: ୪୭ ମୃତ, ୫୭ ଆହତ

ଇସଲାମାବାଦ,୨୮ା୭: ପ୍ରବଳ ବନ୍ୟା ଯୋଗୁ ଆଫଗାନିସ୍ତାନରେ ହାହାକାର ସୃଷ୍ଟି ହୋଇଛି। ଗତ ସପ୍ତାହରେ ଦେଶରେ ବନ୍ୟା ଯୋଗୁ ଅତି କମ୍‌ରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ସେଠାରେ ୪୧ ଜଣ ନିଖୋଜ ଅଛନ୍ତି। ତାଲିବାନ…

ବୈତରଣୀ ନଦୀବନ୍ଧ ମରଣଯନ୍ତା

ପାଣିକୋଇଲି,୨୮ା୭(ବିକାଶ ମଲ୍ଲିକ): ବୈତରଣୀ ନଦୀବନ୍ଧ କେବଳ ନଦୀର ସୁରକ୍ଷା ପାଇଁ ନୁହେଁ ବରଂ ଜନସାଧାଣରଙ୍କ ଯାତାୟାତର ମୁଖ୍ୟରାସ୍ତା। କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ଗ୍ରାମଠାରୁ ବୈତରଣୀ ବ୍ରିଜ ପର୍ଯ୍ୟନ୍ତ ଏହି ନଦୀ ବନ୍ଧ ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ମୂଳାପାଳ…

ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ

ମାଲକାନଗିରି,୨୮ା୭(ଦୁର୍ଯ୍ୟୋଧନ ପାତ୍ର): ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ ହେବାକୁ ଯାଉଥିବା ବେଳେ ଜିଲାରେ ଯେପରି ମାଓବାଦୀଙ୍କ ଦ୍ୱାରା କୌଣସି ଅଘଟଣ ନ ଘଟେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଏସ୍‌ପି ନିତିଶ୍‌…

୮ ମାସର ପୁଅକୁ ବିକି ଆଇଫୋନ କିଣିଲେ ମା’, ଆଉ ତା’ପରେ…

କୋଲକତା,୨୮।୭: କୋଲମତାରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଆଇଫୋନ କିଣିବାର ନିଶାରେ ଜଣେ ମା’ ନିଜ ଆଠ ମାସର ପୁଅକୁ ବିକ୍ରି କରିଛନ୍ତି। ଦାମୀ ଫୋନରୁ ସୁନ୍ଦର ରିଲ ତିଆରି କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।…

ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍‌ କାର୍ବାଇଡ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୨୮ା୭(ଅନିଲ ଦାସ): ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍‌ କାର୍ବାଇଡ୍‌ ପ୍ଲାଣ୍ଟ। ଆମେରିକାସ୍ଥିତ ସିଲିକନ୍‌ ଗ୍ରୁପ୍‌ ଓଡ଼ିଶାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିପାଇଁ ସିଲିକନ୍‌ ପାୱାର ଗ୍ରୁପ୍‌ ୧ ହଜାର କୋଟିର ପୁଞ୍ଜି ନିବେଶ କରିବ। ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri