Home

ପ୍ରଥମ ଦିନିକିଆରେ ୫ ଉଇକେଟରେ ଜିତିଲା ଭାରତ

ବ୍ରିଜ୍‌ଟାଉନ୍‌,୨୭।୭: ବ୍ରଜ୍‌ଟାଉନ ସ୍ଥିତ କେସିଙ୍ଗଟନ ଓଭାର ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ୫ ଉଇକେଟରେ ବିଜୟୀ ହୋଇଛି। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇଁ…

ଭାରତ ଆଗରେ ୧୧୫ ରନ୍‌ର ବିଜୟ ଟାର୍ଗେଟ

ବ୍ରିଜ୍‌ଟାଉନ୍‌,୨୭।୭: ବ୍ରଜ୍‌ଟାଉନ ସ୍ଥିତ କେସିଙ୍ଗଟନ ଓଭାର ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ସିରିଜରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇଁ ୱେଷ୍ଟଇଣ୍ଡିଜ ବ୍ୟାଟିଂ ଆରମ୍ଭ କରିଥିଲା। ଆରମ୍ଭରୁ…

୩ ବଡ଼ ଅର୍ଥବ୍ୟବସ୍ଥାରେ ସାମିଲ ହେବ ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟଧିକ ଆତ୍ମବିଶ୍ୱାସରେ କହିଛନ୍ତି ଯେ, କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ତାଙ୍କ ସରକାର ରହିବ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତିନୋଟି ବଡ ଅର୍ଥନୀତିରେ ସାମିଲ ହେବ। ଏହା ମୋଦିଙ୍କ ଗ୍ୟାରେଣ୍ଟି…

ସେନା ଅଧିନିୟମ ସଂଶୋଧନକୁ ମଞ୍ଜୁରୀ ଦେଲା ସିନେଟ

ଇସଲାମାବାଦ,୨୭।୭: ପାକିସ୍ତାନ ସିନେଟ ଗୁରୁବାର ପାକିସ୍ତାନୀ ସେନା ଅଧିନିୟମ, ୧୯୫୨ରେ ସଂଶୋଧନ ପାଇଁ ଏକ ବିଲ ପାସ୍‌ କରିଛି। ଯିଏ ଦେଶର ସୁରକ୍ଷା ଏବଂ ସେନାବାହିନୀ ବିଷୟରେ ସମ୍ବେଦନଶୀଳ ସୂଚନା ପ୍ରକାଶ କରେ, ସେଥିରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା…

ମଣିପୁର ଭାଇରାଲ ଭିଡିଓ ମାମଲାରେ ଯାଞ୍ଚ କରିବ ସିବିଆଇ

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସା ମଧ୍ୟରେ ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ପ୍ରସଙ୍ଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଏ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାର ତଦନ୍ତ ସିବିଆଇକୁ ଦେଇଛି। ଏହା ସହିତ…

ଜ୍ଞାନବ୍ୟାପୀ ସର୍ଭେ ମାମଲାର ଶୁଣାଣି ଶେଷ, ଅଗଷ୍ଟ ୩ରେ ଆସିବ ରାୟ

ବାରାଣସୀ,୨୭।୭: ବାରାଣସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ ମାମଲାରେ ଆହ୍ଲାବାଦ କୋର୍ଟର ମୁଖ୍ୟ ବିଚାରପତି ପ୍ରିତିଙ୍କର ଦିବାକର ଗୁରୁବାର ଏହାର ଶୁଣାଣି ଶେଷ କରିଛନ୍ତି। ଅପରାହ୍ନ ପ୍ରାୟ ସାଢେ ୫ଟାରେ ଶୁଣାଣି ଶେଷ କରି ସେ କହିଥିଲେ କି…

ବ୍ରାଣ୍ଡସକୁ ଜବାବ ଦେଲେ ମସ୍କ, ଏକ୍ସ ଉପରେ ହଜାରେ ଡଲାର ମାସକୁ ଦିନ ନାହିଁତ ଗୋଲ୍ଡ ଟିକ ଭୁଲି ଯାଅ

ଓ୍ବାଶିଂଟନ,୨୭।୭: ଟୁଇଟରରେ ଏକେ କୌଣସି ବ୍ରାଣ୍ଡକୁ ନିଜ ଆକାଉଣ୍ଟ ଉପରେ ଗୋଲ୍ଡ ଟିକ ପାଇଁ ଅତିକମରେ ୧୦୦୦ ଡଲାର ମନ୍ଥଲି ଫିଜ ଦେବାକୁ ପଡିବ। ଏଲନ ମସ୍କଙ୍କ ଲିଡରଶିପ ବାଲା ଟୁଇଟର ସ୍ପଷ୍ଟ କରିଛି ଯେ ଯଦି ବ୍ରାଣ୍ଡ ପ୍ରତି ମାସରେ…

କିମ୍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୭ା୭(ଅସମାପିକା ସାହୁ): ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର କରି ଏହାକୁ ସଳଖ କରି ପାରିଛନ୍ତି କିମ୍ସର ଡାକ୍ତର। ସ୍କୋଲିଓସିସ୍‌ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ…

୨୦୨୪ ମିଶନ ପାଇଁ ଭାଜପାର ‘ଏନ ମନ, ଏନ ମକ୍କାଲ’ ଯାତ୍ରା, ରାମେଶ୍ୱରମରୁ ଆରମ୍ଭ କରିବେ ଶାହା

ମଦୁରାଇ,୨୭।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାର ତଥା ନିଜର ଲୋକପ୍ରିୟତା ବଢାଇବାକୁ ନେଇ ‘ଏନ ମନ, ଏନ ମକ୍କାଲ’(ମୋ ଭୂମି, ମୋ ଲୋକ) ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହାର ଆରମ୍ଭ ୨୮…

‘ମୋତେ ଆଜିଯାଏ ପ୍ରକୃତ ପ୍ରେମ ମିଳିନାହିଁ’

ମୁମ୍ବାଇ: କୁହାଯାଏ, ପ୍ରକୃତ ପ୍ରେମ ସହଜରେ ମିଳି ନ ଥାଏ। ଯାହାଙ୍କୁ ମିଳିଥାଏ ସେ ଭାଗ୍ୟବାନ ବୋଲି ଧରାଯାଏ। ବଲିଉଡ୍‌ ଫିଲ୍ମରେ ୩ ଘଣ୍ଟା ମଧ୍ୟରେ ଆମେ ଅନେକ ଥର ଦେଖିଥାଉ ଜଣେ ଅଭିନେତା ତାଙ୍କ ପ୍ରେମ ପାଇବା ପାଇଁ କେତେ…

କରୀନା କପୁରଙ୍କୁ ଅହଂକାରୀ କହିଲେ ନାରାୟଣ ମୂର୍ତ୍ତି

ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଏକ ପୁରୁଣା ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଅହଂକାରୀ ବୋଲି କହିଛନ୍ତି। ନାରାୟଣ ମୂର୍ତ୍ତି ତାଙ୍କ ପତ୍ନୀ ସୁଧାଙ୍କ ସହ…

ମା’ଙ୍କ ସହ ଝଗଡ଼ା କରି ହୋଟେଲ ସୋଫାରେ ନିଆଁ ଲଗାଇଦେଲେ ନାବାଳକ, ଜଳିଗଲା ପୂରା ହୋଟେଲ

ଓ୍ବାଶିଂଟନ,୨୭ା୭: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଜଣେ ୧୬ ବର୍ଷୀୟ ନାବାଳକ ତାଙ୍କ ମା’ ସହିତ ଝଗଡ଼ା କରିବା ପରେ ହୋଟେଲ ସୋଫାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସାରା ହୋଟେଲରେ ନିଆଁ ଲାଗିଯାଇଥିଲା। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri